ଖାଇବା ପରେ ମାତ୍ର ଗୋଟିଏ ଚାମଚ ! ଡାଇବେଟିସ ଭଲ କରିବାର ଚମତ୍କାରୀ ଉପାୟ ! Home Remedy

ବନ୍ଧୁଗଣ ବର୍ତ୍ତମାନ ସମୟରେ ବହୁ ଲୋକ ଡାଇବେଟିସ ବା ମଧୁମେହ ରୋଗରେ ପୀଡିତ ହେଉଛନ୍ତି । ତେବେ ଏହା ଏକ ଏପରି ସମସ୍ଯା । ଯେ ଥରେ ଯାହାକୁ ହୋଇଥାଏ । ତାହା ଯେତେ ମେଡ଼ିସିନ ଖାଇଲେ ମଧ୍ୟ ସଂପୂର୍ଣ୍ଣ ରୂପେ ଭଲ କିନ୍ତୁ ହୋଇନଥାଏ । ହେଲେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର ବିଷୟରେ କହିବ ପାଇଁ ଯାଉଛୁ । ଯାହା ଦ୍ଵାରା ମଧୁମେହ ରୋଗୀ ଏହି ଉପାୟ ଦ୍ଵାରା ବହୁ ମାତ୍ରାରେ ନିଜର ଡାଇବେଟିସକୁ ନିୟନ୍ତ୍ରଣ କରି ରଖିପାରିବେ ।
ଏହି ଉପଚାର ପାଇଁ ଆପଣଙ୍କୁ ପ୍ରଥମେ 250 ଗ୍ରାମର ମେଥି ଦାନାର ଅବଶ୍ୟକ ପଡିବ । ମେଥି ଡାଇବେଟିସକୁ ନିୟନ୍ତ୍ରଣ କରିବାରେ ପ୍ରମୁଖ ଭୂମିକା ନେଇଥାଏ । ଦିତୀୟରେ 100 ଗ୍ରାମ ଜୁଆଣୀର ଦରକାର ପଡିବ । ଏହା ଡାଇବେଟିସକୁ ନିୟନ୍ତ୍ରଣ କରିବା ସହ ପଚନଶକ୍ତିକୁ ଶକ୍ତିଶାଳୀ କରିଥାଏ । ତୃତୀୟରେ 50 ଗ୍ରାମ କାଲୀଜିରୀର ଆବଶ୍ୟକ ପଡିବ ।
ପ୍ରଥମେ ଗ୍ଯାସରେ ତାୱା ବସାଇ ଧିମା ଅଞ୍ଚରେ ଏହି 3 ଟି ଯାକ ସାମଗ୍ରୀକୁ 1 ମିନିଟ ପର୍ଯ୍ୟନ୍ତ ଅଳ୍ପ ଭାଜି ନିଅନ୍ତୁ । 3 ଟି ଯାକ ସାମଗ୍ରୀକୁ ଅଲଗା ଅଲଗା କରି ଭାଜିବାକୁ ପଡିବ । ଏହି 3 ଟି ଯାକ ସାମଗ୍ରୀ ଭାଜିଶାରିବା ପରେ ଥଣ୍ଡା ହେଲା ପରେ ପ୍ରଥମେ ମେଥିକୁ ଗ୍ରାଇଣ୍ଡରରେ ଚୁରି ତାହାର ପାଉଡର ପ୍ରସ୍ତୁତ କରିନେବା । ତାପରେ ଜୁଆଣୀ ଓ ତାପରେ ଅଲଗା ଅଲଗା କରି କାଳିଜିରୀକୁ ମଧ୍ୟ ଚୁରି ତାହାର ପାଉଡର ପ୍ରସ୍ତୁତ କରି ନିଅନ୍ତୁ ।
ତାପରେ ଏହି ସମସ୍ତ ସାମଗ୍ରୀକୁ ଚୁରି ସାରିବା ପରେ ତାହାକୁ ଏକ ଚାଲୁଣୀ ସାହାଜ୍ଯରେ ଚଳାଇ 3 ଟି ଯାକକୁ ଗୋଟିଏ ପାତ୍ରରେ ରଖି ଦିଅନ୍ତୁ । ତାପରେ 3 ଟି ଯାକ ସାମଗ୍ରୀକୁ ଭଲରେ ଗୋଳାଇ ଏକ ଡବାରେ ଭର୍ତ୍ତି କରି ରାଖୀ ଦିଅନ୍ତୁ । ଡାଇବେଟିସରେ ପୀଡିତ ବ୍ୟକ୍ତି ରାତିରେ ଖାଇ ସାରିବାର 2 ଘଣ୍ଟା ପରେ ଏହାକୁ ଥରେ ମାତ୍ର ସେବନ କରିବା ଉଚିତ ।
1 ଚାମଚ ପ୍ରସ୍ତୁତ କରିଥିବା ପାଉଡରକୁ 1 ଚାମଚ ଉଷୁମ ପାଣିରେ ମିଶାଇ ତାହାର ସେବନ କରନ୍ତୁ । ଏହି ଉପଚାରକୁ ମାସେ ପର୍ଯ୍ୟନ୍ତ ଲଗାତର ସେବନ କରିବା ପରେ ଆପଣଙ୍କୁ ତାହାର ପ୍ରଭାବ ଦେଖିବାକୁ ମିଳିବ । ଟେଷ୍ଟ କରିବା ସମୟରେ ଆପଣଙ୍କର ଡାଇବେଟିସ କେତେ ନିୟନ୍ତ୍ରଣ ହୋଇକି ରହିଛି ତାହା ଜାଣିବାକୁ ପାଇବେ । ଏହା ସଂପୂର୍ଣ୍ଣ ରୂପେ ଏକ ପ୍ରାକୃତିକ ଘରୋଇ ଉପଚାର ଅଟେ ।
ଏହା ଦ୍ଵାରା ବ୍ୟକ୍ତିର ଶରୀରକୁ କୌଣସି ପ୍ରକାର ସାଇଡଇଫେକ୍ଟ ମଧ୍ୟ ହୋଇନଥାଏ । ତେଣୁ ଏହା ଡାଇବେଟିସ ବ୍ୟକ୍ତି ଙ୍କ ପାଇଁ ଏକ ଲାଭକାରୀ ଉପଚାର ଅଟେ |