କଳା ଦୁଦୁରା ଚେରର ରହିଛି ଅପୂର୍ବ ଚମତ୍କାରୀତା ! ଏହାକୁ ପିନ୍ଧିବା ଦ୍ଵାରା ବଦଳିଯାଏ ବ୍ୟକ୍ତିର ଭାଗ୍ୟ ! ଆପଣ ବି ବନିଯିବେ କୋଟିପତି !

ନମସ୍କାର ବନ୍ଧୁଗଣ , ଶାସ୍ତ୍ର ପୁରାଣ ଅନୁସାରେ କଳା ଦୁଦୁରା ଚେର ର ବହୁତ ମହତ୍ଵପୂର୍ଣ୍ଣ ରହିଛି । ଦୁଦୁରା ଗଛ ସ୍ଵୟଂ ଭଗବାନ ଶିବଙ୍କ ସ୍ୱରୂପ ଅଟେ । କଳା ଦୁଦୁରା ଉପରେ ଶନିଦେବ ବସିଥାନ୍ତି । ଆପଣମାନେ ସମସ୍ତେ ଦେଖିଥିବେ ଯେ ଶିବଙ୍କ ପୂଜା କରିବା ସମୟରେ କଳା ଦୁଦୁରା କୁ ଛଡାଇଥାନ୍ତି । ଏହାକୁ ଅର୍ପଣ କରିବା ଦ୍ଵାରା ଭାଗବାନ ଆମର ପ୍ରାଥନା ଶୀଘ୍ର ଶୁଣିଥାନ୍ତି । କଳା ଦୁଦୁରା କୋଣସି ସାଧାରଣ ଗଛ ନୁହେଁ ଯଦି ଆପଣ ଏହାର ପ୍ରୋୟଗ ଜାଣିବେ ତେବେ ଆଶ୍ଚର୍ଯ୍ୟ ହୋଇଯିବେ ।
ଏହି ଚେର କୁ ବାନ୍ଧିବା ଦ୍ଵାରା ଅନେକ ସମସ୍ୟା ଦୂର ହୋଇଥାଏ । ବନସ୍ପତି ଶାସ୍ତ୍ର ଅନୁସାରେ ବର୍ଣ୍ଣନା ହେଇଛି ଯେ ଏହି ଗଛର ଚେର ଅତ୍ୟଧିକ ଶକ୍ତିଯୁକ୍ତ ଅଟେ । ଯେପରି ମଙ୍ଗଳ ଗ୍ରହ , ଶନିଦେବଙ୍କ ପ୍ରଭାବ ଶକ୍ତିଶାଳି ହୋଇଥାଏ ଠିକ ସେହିପରି ଦୁଦୁରା ଗଛର ଚେର ମଧ୍ୟ ଶକ୍ତିଶାଳୀ ହୋଇଥାଏ .। ଏହି ଚେର କୁ ବ୍ୟବହାର କରିବା ଦ୍ଵାରା ତତତ୍କାଳୀନ ପ୍ରଭାବ ହେଇଥାଏ । ଏହାକୁ ବାନ୍ଧିବା ଦ୍ଵାରା ରାହୁ , କେତୁ , ମଙ୍ଗଳ ଦୋଷ ଦୂର ହୋଇଥାଏ । ଯଦି ଆପଣ ଖରାପ ଶକ୍ତି ପ୍ରଭାବ ତୁ ବଞ୍ଚିବାକୁ ଚାହିଥାନ୍ତି ତେବେ ଏହାକୁ ପିନ୍ଧିବା ଦ୍ଵାରା ତାହା ଦୂର ହୋଇଥାଏ ।
ମଙ୍ଗଲ ବାର ଦିନ କଳା ଦୁଦୁରାର ଚେର କୁ କପଡା ରେ ବାନ୍ଧି ଧାରଣ କରନ୍ତୁ । ଏହା କରିବା ଦ୍ଵାରା ପ୍ରେତ ଆତ୍ମା ର ପ୍ରଭାବ ଦୂର ହୋଇଥାଏ । ମଣିଷ ଶରୀରରେ ଆନ୍ତରିକ ଊର୍ଜା ଜାଗ୍ରତ ହୋଇଥାଏ । ଯେପରିକି ମଣିଷ ଯଦି ବହୁତ ଭୟଭୀତ ରହିଥାଏ ତେବେ ଏହି ପରି ବ୍ୟକ୍ତି ସାହସିକ ହୋଇଯାଇଥାନ୍ତି । ଏହି ଗଛ କୁ ପିନ୍ଧିବା ଦ୍ଵାରା ଭଗବାନ ଶିବଙ୍କ ଗୁଣ ଆପଣଙ୍କ ଭିତରେ ପ୍ରବେଶ କରିଥାଏ ଯାହା ଫଳରେ ଆପଣଙ୍କ ଶରୀରକୁ କୋଣସି ଭୁତ , ପ୍ରେତ , ମନ୍ଦ ଦ୍ରୁଷ୍ଟି ଛୁଇ ପାରିନଥାନ୍ତି ।
ଯଦି ଆପଣ ନିଜର ଏବଂ ପରିବାରର ସୁରକ୍ଷା କରିବାକୁ ଚାହିଥାନ୍ତି । ତେବେ ଏହି ଗଛ ର ଚେର କୁ ଆଣି ଶନିବାର ଦିନ ରାତି ସମୟରେ ଏହି ପତ୍ର କୁ ଘରର ଦୁଆରରେ ଲଗେଇବା ଦ୍ଵାରା ଘରେ ଶିବଙ୍କ ଉପସ୍ଥିତି ସର୍ବଦା ରହିଥାଏ ଏବଂ ଆପଣଙ୍କ ଘରେ କୋଣସି କୁଦ୍ରୁଷ୍ଟି ପଡିନଥାଏ । ଯଦି ଆପଣ ଏହି ଗଛର ଚେର ରେ କ୍ଷୀର ଡାଳି ଥାନ୍ତି ତେବେ ଆପଣଙ୍କ ଅଟକିଥିବା କାମ ସଫଳତା ସହ ହୋଇଥାଏ ।
ବହୁମୂଲ୍ୟ ଜିନିଷ ପିନ୍ଧିବା ଜାଗାରେ ଏହାକୁ ପିନ୍ଧିବା ଦ୍ଵାରା ଆପଣ କୋଟିପତି ହୋଇଥାନ୍ତି । ଏହାକୁ ବେକରେ ପିନ୍ଧିବା ଦ୍ଵାରା ଆପଣଙ୍କ ଶତ୍ରୁ ପରାସ୍ତ ହୋଇଯାଇଥାନ୍ତି । ଯେଉଁମାନେ ଏହି ଚେର କୁ ପିନ୍ଧିଛନ୍ତି ସେମାନଙ୍କ ଭାଗ୍ୟ ବଦଳି ଯାଇଛି । ଯେକୋଣସି କ୍ଷେତ୍ରରେ ଯଦି ବିଜୟ ପାଇବାକୁ ଚାଉଛନ୍ତି ତେବେ ଏହାକୁ ପିନ୍ଧିବା ଉଚିତ୍ । ଚାନ୍ଦିର ତାବିଜ ରେ ଏହାକୁ ପିନ୍ଧିବା ଉଚିତ୍ । ଏହାକୁ ଶନିବାର ଏବଂ ବୁଧବାର ପିନ୍ଧିବା ଉଚିତ୍ । ଏହାକୁ ପିନ୍ଧିବା ପୂର୍ବରୁ ପାଞ୍ଚ ତୁ ଅଗରବତୀ ଜଳାଇ ପିନ୍ଧନ୍ତୁ । ଏହାକି ନିଶ୍ଚିତ ଧାରଣ କରାନ୍ତୁ ।