IBN ଓଡ଼ିଶା ଏକ୍ସକ୍ଲୁସିଭ୍

ପାରା ଅଣ୍ଡା ଦେଉଥିବା ଘରେ କେଉଁ ପ୍ରକାର ସଂକେତ ମିଳିଥାଏ ? ସେହି ଘରେ ଆଗାମୀ ସମୟରେ କ’ ଣ ଘଟିବା ପାଇଁ ଯାଉଛି…

ନମସ୍କାର ବନ୍ଧୁଗଣ, ପଶୁ ପକ୍ଷୀଙ୍କ ଠାରେ ସିନା କହିବାର ଶକ୍ତି ନଥାଏ ହେଲେ ସବୁକିଛି ବୁଝିବାର ସକ୍ଷମତା ରହିଥାଏ । ତେଣୁ ଯଦି ଆପଣ ମାନେ ତାଙ୍କ ମନରେ କଷ୍ଟ ଦେବେ ଭାବନ୍ତୁନି ଆପଣଙ୍କର କିଛି କ୍ଷତି ହେବନି ବୋଲି । ବହୁତ ବଡ କ୍ଷତି ହେବ ତାଙ୍କ ଅଭିଶାପ ଆପଣଙ୍କ ଜୀବନକୁ ନର୍କ କରିଦେବ । ଯଦି ଆପଣଙ୍କ ଘରେ ପାରା ମାନେ ବାସ କରୁଥାନ୍ତି ଏବଂ ଅଣ୍ଡା ଦେଇଦିଅନ୍ତି ତେବେ ସେହି ଘରେ କଣ ହୋଇଥାଏ ଆସନ୍ତୁ ଜାଣିବା ଏକ ସୁନ୍ଦର କାହାଣୀ ମାଧ୍ୟମରେ ।

ମୋହନ ନାକ ଜଣେ ବ୍ୟକ୍ତି ଥିଲେ । ସେ ତାଙ୍କ ସ୍ତ୍ରୀ ଏବଂ ଛୋଟ ପୁଅ ସହ ଖୁସିରେ ରହୁଥିଲେ । ମୋହନ ସର୍ବଦା ପକ୍ଷୀ ମାନଙ୍କୁ ଭଲ ପାଆନ୍ତି । କିନ୍ତୁ ତାଙ୍କ ପତ୍ନୀ କେବେ ମଧ୍ୟ ପଶୁ ପକ୍ଷୀଙ୍କୁ ଭଲ ପାଆନ୍ତି ନାହି । ମୋହନଙ୍କ ଘରେ ଦୁଇଟି ପର ରହୁଥିଲେ । ମୋହନ ଟ୍ଟାଙ୍କ ଯତ୍ନ ନେଇ ପ୍ରତ୍ୟକ ଦିନ ତାଙ୍କୁ ଦାନା ପାଣି ଦେଉଥିଲେ । କିନ୍ତୁ ତାଙ୍କ ସ୍ତ୍ରୀ ଏହି କଥା ପାଇଁ ସବୁବେଳେ ମୋହନଙ୍କ ସହ ଝଗଡା କରୁଥିଲେ । ମୋହନ ତାଙ୍କ ପତ୍ନୀକୁ ସବୁବେଳେ ସେମାନଙ୍କ ମହତ୍ଵ ଆମ ଜୀବନରେ କଣ ତାହା ବୁଝାଉଥିଲେ ମଧ୍ୟ ସେ ବୁଝୁ ନଥିଲେ ।

ଦିନେ ମୋହନଙ୍କ ଘରେ ରହୁଥିବା ପାରା ଅଣ୍ଡା ଦେଲା । ଏହା ଦେଖି ମୋହହାନର ସ୍ତ୍ରୀ ଅଧିକ ରାଗି ମୋହନଙ୍କ ସହ ଝଗଡା କରିବାକୁ ଲାଗିଲେ ଆଉ କହିଲେ ତୁରନ୍ତ ଏହି ଅଣ୍ଡାକୁ ଘରୁ ବାହାର କର । ମୋହନ କହିଲେ ସଂସାରକୁ ଆସିନଥିବା ପକ୍ଷୀଙ୍କ ପ୍ରତି ଏଭଳି କରିବା ଦ୍ଵାରା ତାଙ୍କ ଅଭିଶାପ ଆମକୁ ଲ୍ଲାଗିବ ତେଣୁ ତାଙ୍କୁ ଏହିଠାରେ ସେବେ ଯାଏ ରହିବାକୁ ଦିଅ ଯେବେ ଯାଏ ସେମାନେ ଅଣ୍ଡାରୁ ବାହାରି ମାଆ ବାପାଙ୍କ ସହ ଉଡିବା ପାଇଁ ସକ୍ଷମ ନ ହୋଇଛନ୍ତି । ଏହିସମୟରେ  ମୋହନଙ୍କର ସହରରେ କାମ ପଡିଲା ଆଉ ମୋହନ ଚାଲିଗଲେ ।

ଏହି ମଉକାରେ ତାଙ୍କ ପୁତ୍ର ଅଣ୍ଡା ଗୁଡିକୁ ଦେଖିବା ପାଇଁ ସିଢି ପକାଇ ଯାଇ ଅଣ୍ଡାକୁ ହାତରେ ଧରି ଦେଖୁଥିଲା । ଠିକ ଏହି ସମୟରେ ମୋହନଙ୍କ ପତ୍ନୀ ପୁଅ ହାତରେ ଅଣ୍ଡା ଦେଖି ରାଗିଗଲେ ଆଉ ପୁଅକୁ ମାରିବାକୁ ଲାଗିଲେ । ଏହାଭିତରେ ମୋହନ ହାତରୁ ଅଣ୍ଡା ତଳେ ପଡି ଭାଙ୍ଗିଗଲା । ଆଉ ଏହି ସମୟରେ ମୋହନ ଆସି ଘରେ ପହଞ୍ଚିଲେ ଆଉ ଭାଙ୍ଗି ଯାଇଥିବା ଅଣ୍ଡା ଦେଖି କହିଲେ ତାଙ୍କ ସ୍ତ୍ରୀକୁ ଏବେ ପ୍ପାର ମାନଙ୍କ ଅଭିଶାପ  ଆମକୁ ଲାଗିବ ନିଶ୍ଚୟ ।

ଛିଦିନ ପରେ ମୋହନ ବାହାରକୁ ଚାଲିଗଲେ କମ ପାଇଁ । ଆଉ ସେହି ସମୟରେ ମୋହନଙ୍କ ପୁଅର ଦେହ ବହୁତ ଗୁରୁତର ହୋଇଗଲା ମରିବା ସଙ୍ଗେ ସମାନ ହୋଇଗଲ୍ଲ । ତାଙ୍କ ସ୍ତ୍ରୀ କେଟଟେ ଡାକ୍ତର ବଇଦ ଠାକୁରଙ୍କ ପାଖକୁ ଗଲେ ମଧ୍ୟ ତାଙ୍କୁ କିଛି ଫାଇଦା ମିଳିଲା । ଏହାପରେ ମୋହନ ଫେରି ଆସିଲେ ସହରରୁ ପୁଅର ଅବସ୍ତା ଦେଖି କହିଲେ ଏହା ସେହି ପାରା ମାନଙ୍କ ଅଭିଶାପ ପାଇଁ ହିଁ ହୋଇଛି । ଏହାପରେ ମୋହନଙ୍କ ପତ୍ନୀ ନିଜ ଭୁଲ ବୁଝିପାରିଲେ ।

ମୋହନ ଭଗବାନଙ୍କୁ ପ୍ରାଥନା କଲେ ତାଙ୍କ ପୁଅର ସ୍ୱାସ୍ଥ୍ୟ ଭଲ କରିଦେବା ପାଇଁ ଆଉ ଭଗବାନ ମୋହନଙ୍କ ପ୍ରାଥନା ଶୁଣିଲେ ତାଙ୍କ ପୁଅକୁ ଭଲ ମଧ୍ୟ କରିଦେଲେ । ଏହାପରେ ଉଭୟ ମୋହନ ଏବଂ ଟ୍ଟାଙ୍କ ପତ୍ନୀ ମିଶି ପଶୁ ପକ୍ଷୀଙ୍କ ଯତ୍ନ ନେବାକୁ ଲାଗିଲେ । ଯାହାଫଳରେ ତାଙ୍କ ଘରେ ସୁଖ ଶାନ୍ତିର ଆଗମନ ହେବାକୁ ଲାଗିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button