IBN ଓଡ଼ିଶା ବ୍ୟୁରୋ

ମୟୂରପଙ୍ଖରେ ଫ୍ରେମ ବନେଇ ଘରର ଏହି ଜାଗାରେ ଲଗାଇ ଦିଅନ୍ତୁ, ସୁଖ ସମ୍ପତ୍ତି ଧନ ଦୌଲତ ଆପଣଙ୍କ ଘରକୁ ଟାଣି ହୋଇ ଆସିବ

ନମସ୍କାର ବନ୍ଧୁଗଣ ,    ଆମ ହିନ୍ଦୁ ଧର୍ମ ଶାସ୍ତ୍ରରେ ମୟୂରପଙ୍ଖ ର ପ୍ରମୁଖ ଗୁରୁତ୍ଵ ରହିଛି ।  ଏହା ବହୁତ ଶକ୍ତିଯୁକ୍ତ ଓ ପ୍ରଭାବଶାଳି ହୋଇଥାଏ । ଏହାକୁ ଘରେ ରଖିବା ଦ୍ଵାରା ନାକାରାତ୍ମକ ଶକ୍ତି ଦୂର ହୋଇଯାଏ । ମୟୂରପଙ୍ଖ କୁ ସବୁ ପ୍ରାଚୀନ ଗ୍ରନ୍ଥମାନଙ୍କରେ ଏହାର ମହତ୍ଵ କୁ ବର୍ଣ୍ଣନା କରାଯାଇଛି । ହିନ୍ଦୀ ଶାସ୍ତ୍ର ଅନୁଯାୟୀ ଘରେ ମୟୂରପଙ୍ଖ କୁ ରଖିବେ ପ୍ରେତ , ଆତ୍ମା , ଭୂତ ଘର କୁ ଆସିପାରନ୍ତି ନାହିଁ । ଭଗବାନ ଶ୍ରୀ କୃଷ୍ଣ ତାଙ୍କ ମଥା ରେ ସର୍ବଦା ଧାରଣ କରିଥାନ୍ତି ।

 

ପ୍ରାଚୀନ କାଳ ର ମନି ରୁଷୀମାନେ ମୟୁରପଙ୍ଖ କୁ ବ୍ୟବହାର କରି  ଅନେକ ଗ୍ରନ୍ଥ କୁ ଲେଖିଛନ୍ତି । ଶାସ୍ତ୍ର ଅନୁସାରେ ସନ୍ଧ୍ୟା ନାମ ଏକ ରାକ୍ଷସ ଟିଏ ସ୍ଵର୍ଗ କୁ ନିଜ ଅଧୀନରେ ନେଇ ଦେବାଦେବୀମାନଙ୍କୁ ବନ୍ଧି କରିଥିଲା । ତେବେ ଭଗବାନ ରାକ୍ଷସ କୁ ମାରିବାର ଯୋଜନା ପ୍ରସ୍ତୁତ କରି ମୟୁରପଙ୍ଖ ମଧ୍ୟ କୁ ଦେବାଦେବୀ ମାନଙ୍କୁ ପ୍ରବେଶ ହେତୁ ମୟୂର ଶକ୍ତିଶାଳି ହୋଇ ରାକ୍ଷସ ର ବୋଧ କରିଲା । ତେବେ ଠାରୁ ମୟୂରପଙ୍ଖ କୁ ପୂଜା କରାଯାଏ ।

ମୟୂରପଙ୍ଖ ରେ ମା ‘ ଲକ୍ଷ୍ମୀ ,  ମା ସରସ୍ଵତୀ , ଓ ଭଗବାନ  ଶ୍ରୀ କୃଷ୍ଣଙ୍କ ବାସ ରହିଛି , ତେଣୁ ଧନ , ସୁଖ , ଶାନ୍ତି , ଅଭିବୃଦ୍ଧି ପାଇଁ ଏହି ପଙ୍ଖ ର ବ୍ୟବହାର କରାଯାଇଥାଏ । ଆଜି ଆମେ ଆପଣ ଙ୍କୁ ମୟୂରପଙ୍ଖ କୁ ଘରେ ରଖିବା ଦ୍ଵାରା ହୋଇଥିବା ଲାଭ ସମ୍ବନ୍ଧରେ କହିବୁ । ଆପଣମାନେ ଯଦି   ଘରେ ମୟୂରପଙ୍ଖ ଓ ବଇଁଶି କୁ ଏକାଠି ରଖନ୍ତି , ତେବେ ଘରେ ପାରିବାରିକ ସମ୍ପକ ରେ ଥିବା କଳି ଝଗଡା ଦୂର ହୋଇଥାଏ ।

ଘରେ ଥିବା ନାକାରାତ୍ମକ ଊର୍ଜା କୁ ଘରୁ ବାହାର କରିବା ପାଇଁ ଆପଣ ପୂଜା ପରେ ମୟୂରପଙ୍ଖ କୁ ବହୁତ ଜୋର ସରେ ହଲାଇବା ଦ୍ଵାରା ଘରେ ଥିବା ଦୁଷ୍ଟ ଶକ୍ତି ର ପ୍ରଭାବ ଦୂର ହୋଇଯାଏ । ଯେଉଁ ଘରେ ସାକାରାତ୍ମକ ଊର୍ଜା ରହିଥାଏ ସେହି ଘରେ ମା ‘ ଲକ୍ଷ୍ମୀଙ୍କ ନିବାସ ଅଟେ ।   ଆପଣଙ୍କ ର ଗ୍ରହ ରେ ରହୁ କେତୁ ର ଦୋଷ ରହିଥାଏ ତେବେ ଆପଣ ଏହାକୁ ଦୂର କରିବା ପାଇଁ ମୟୂରପଙ୍ଖ କୁ ସବୁ ବେଳେ ଆପଣଙ୍କ ପାଖରେ ରଖିବା ଉଚିତ୍ ।

ମୟୂରପଙ୍ଖ ଆପଣଙ୍କ ପାଖରେ ରହିଲେ ଆପଣ କରିବାକୁ ଯାଉଥିବା କାର୍ଯ୍ୟ ସଫଳତା ପୂର୍ବକ ହୋଇଥାଏ । ସାନ ପିଲା ବହୁତ ଦୁଷ୍ଟ ହୁଏ ତେବେ ମୟୁରପଙ୍ଖ ରେ ହାଲୁକାରେ  ମୁହଁରେ ଲଗେଇବା ଦ୍ଵାରା ପିଲା ଟିଏ ଶାନ୍ତ ସ୍ଵଭାବ ହୁଏ ।  ଯଦି କୋଣସି ବ୍ୟକ୍ତି ର କାଳସର୍ପ ର ଦୋଷ ଥାଏ ତେବେ ଏହାକୁ ଆପଣଙ୍କ ପାଖ ରେ ରଖିବା ଦ୍ଵାରା ସର୍ପ ଆପଣଙ୍କର କ୍ଷତି କରିପାରେ ନାହିଁ ।

ମୟୂରପଙ୍ଖ କୁ ଆପଣଙ୍କ ତିଜୋରି ରେ ରଖିବା ଦ୍ଵାରା ଆପଣଙ୍କ ଧନ  କମ୍ କର୍ଚ ଓ ଧନ ବଢିଥାଏ । ବାସ୍ତୁ ଦୋଷ ଋ ନିବାରଣ ପାଇଁ ମୟୂରପଙ୍ଖ ଉତ୍ତମ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button