IBN ଓଡ଼ିଶା ବ୍ୟୁରୋ

ଜୀବନରେ ସବୁବେଳେ ଖୁସିରେ ରହିବା ପାଇଁ ହେଲେ ନିଜକୁ ସବୁବେଳେ ବ୍ୟସ୍ତ ରଖ ନହେଲେ ତୁମ ମନ ତୁମକୁ ନଷ୍ଟ କରିଦେବ (Motivational Speech)

ନମସ୍କାର ବନ୍ଧୁଗଣ , ଆଧୁନିକ ଯୁଗରେ ମଣିଷ ପାଇଁ ସମସ୍ତ କାର୍ଯ୍ୟ ସହଜ ହୋଇଥାଏ । କାରଣ ଅନେକ ଯାନ୍ତ୍ରିକ ଯନ୍ତ୍ର ଯୋଗୁ ମଣିଷ ର ସବୁ କାମ ସେହି ମାଧ୍ୟମରେ ସମ୍ପର୍ଣ୍ଣ ହୋଇଥାଏ । ତେଣୁ ମଣିଷ ଖାଲି ରେ ନିଜର ସମୟ   କୁ ଅତିବାହିତ କରୁଛି । ମଣିଷ ଯଦି ପରିବର୍ତ୍ତନ ହେବ ନାହିଁ ସବୁବେଳେ ସମାନ ରହିଲେ । ଜୀବନରେ ଉନତି କାରିପାରିନଥାଏ ଯଦି ଆପଣଙ୍କ ବନ୍ଧୁ ଟିଏ କିଛି ବର୍ଷ ପରେ ଦେଖାଯାଇଛି ,

ଆଉ ସେ ଆପଣଙ୍କୁ ଦେଖି କହିବା କି ଆପଣ ସମ୍ପୁର୍ଣ୍ଣ ପରିବର୍ତ୍ତନ ହୋଇଯାଇଛନ୍ତି ବା ଆପଣଙ୍କୁ ଦେଖି କହିବ ଆପଣ ଯେମିତି ଥିଲେ ଅବି ବି ସେମିତି ଅଛନ୍ତି । ଜୀବନରେ ସର୍ବଦା ବଦଳିବା ଉଚିତ୍ ଏହାର ଅର୍ଥ ହେଉଛି ନିଜକୁ ସବୁ ବେଳେ ଶାରୀରିକ ଭାବରେ ପରିବର୍ତ୍ତନ ଉନ୍ନତ ଶିଖର କୁ ଚୁଇବା ଉଚିତ୍ । ମାତ୍ର ଆଧାତ୍ମିକ ଭାବରେ ସମାନ ରହିବା ।

ଅନେକ ଲୋକମାନେ ଅଳସୁଆ କୁ ଭଲ ପାଇ ନିଜର ମନକୁ ଖାଲି ରଖିଥାନ୍ତି । ଆଉ ମନ କୁ ଯଦି ଆମେ ଖାଲି ରଖିବା ତେବେ ସେହି ମନ ଆମକୁ ନଷ୍ଟ କରିଥାଏ । କାରଣ କୁହାଯାଏ ଖାଲି ଥିବା ମନରେ ଶୟତାନ ର ବାସ ରହିଥାଏ । ତେଣୁ ମଣିଷ କୁ ସଦା ସର୍ବଦା ନିଜକୁ ବ୍ୟସ୍ତ ରଖିବା ଉଚିତ୍ । ଏକ ସୁନ୍ଦର କାହାଣୀ ମାଧ୍ୟମରେ ଆମେ ଜାଣିବା ଥରେ ଜଣେ ରହିଥିଲେ ସେ ଖାଲି ବସିଥିବା ସମୟରେ ତାଙ୍କ ମନକୁ ଗୋଟେ ବିଷୟ ଆସିଲା ସେ ଏକ ରାକ୍ଷସ କୁ ସୃଷ୍ଟି କରିଲେ ଏବଂ ତାହାକୁ ଜୀବିତ କରିଥିଲେ ।

ସେ ଭାବିଲେ କି ସେ ଆଉ କିଛି କାମ କରିବେ ନାହିଁ । ସମସ୍ତ  କାମ ରାକ୍ଷାସ ଦ୍ଵାରା କରିବେ ବୋଲି । ମାତ୍ର ସେ ରାକ୍ଷସ ଯେକୋଣସି କାମ କୁ ଅତି କମ୍ ସାମୟ ରେ କରିଦେଇ ଆସି ରାଜାଙ୍କୁ କାମ ମାଗୁଥିଲା ଯଦି ନ ଦିଅନ୍ତି ତେବେ ରାଜାଙ୍କୁ ଖାଇଦେବ ବୋଲି ଧମକ୍ ଦେଉଥିଲା । ରାଜା ଏହା ଶୁଣି ଭୟଭୀତ ହେଇଗଲେ ସେ ସମୟରେ ତାଙ୍କ ମନ କୁ ଆସିଲା ତାଙ୍କ ଗୁରୁଙ୍କ କଥା ସେ ରାକ୍ଷସ କୁ କାମ ଦେଇ ଗୁରୁଜିନଅକା ପାଖ କୁ ଯାଇ କହିଲା ।

ଏହି ସବୁ ବିଷୟ ଶୁଣି ଗୁରୁଜୀ କହିଲା ତମେ ଯାଅ ମୁଁ ଆସି ରାକ୍ଷସ କୁ କାମ ଦେବୀ ସେ ଆସି ରାକ୍ଷସ କୁ କହିଲେ ତମେ ଏକ ବଡ ସିଡି ତିଆରି କରି ଉପରକୁ ଛଡିବ ଏବଂ ତଳକୁ ଓଳାଇବ ଏହା ହେଉଛି ତୁମ କାମ ଯଦି ତେମେ ତାହା ନ କାରିବ ତେବେ ମୁଁ ଆପଣଙ୍କୁ ସମାପ୍ତ କରିବି । ରାକ୍ଷସ ଦୁଇ ଦିନ ଏହା କରି ଆଉ ନ କରି ଥକି ଗଲା । ଏହି ରାକ୍ଷସ ହେଉଛି ଆମ ମନ ଯଦି ଆପଣ ଏହାକୁ ନିଜର ନିୟନ୍ତ୍ରଣ ରେ ନ ରଖିବ ।

ତେବେ ଏହା ଆପଣଙ୍କୁ ନଷ୍ଟ କରିଦେବ । ତେଣୁ ସର୍ବଦା ନିଜକୁ କାମ ରେ ବ୍ୟସ୍ତ ରଖିବା ଦ୍ଵାରା ଆପଣ ମନ ଆପଣଙ୍କ ଉପରେ ରାଜ କରି ନଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button