IBN ଓଡ଼ିଶା ଏକ୍ସକ୍ଲୁସିଭ୍

ପଇସାକୁ ଚୁମ୍ବକ ପରି ଟାଣେ ଏହି ଗଛ, 24 ଘଣ୍ଟାରେ ଭାଗ୍ୟ ଚମକିବ

ନମସ୍କାର ବନ୍ଧୁଗଣ, ଆମ ଦୁନିଆରେ ଏମିତି କିଛି ଗଛ ରହିଛି ଯେଉଁ ଗଛର ପ୍ରଭାବରେ ଭଗବାନ ପ୍ରଭାବିତ ହୋଇଥାନ୍ତି । ଏବଂ ତାଙ୍କର କୃପା ନଜର ଆମ ଉପରେ ପକାଇଥାନ୍ତି । ଭଗବାନଙ୍କୁ ଆକର୍ଷିତ କରୁଥିବା ଗଛ ସମ୍ପର୍କରେ ଯଦି ଆପଣ ଜାଣିଯିବେ ତେବେ ଆପଣଙ୍କ ଜୀବନର ଅଭାବ ଅସୁବିଧା କଷ୍ଟ ସବୁକିଛି ଶେଷ ହୋଇଯିବ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ପଇସାକୁ ଘରକୁ ଟାଣି ଆଣିବା ପାଇଁ କେଉଁ ଗଛ ଆକର୍ଷଣର କେନ୍ଦ୍ର ହୋଇଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ଅତିବଳା ଗଛର ପ୍ରୟୋଗ ଆପଣଙ୍କୁ କରିଥାଏ ଧନବାନ । ଏହି ଗଛର ସଠିକ ପ୍ରୟୋଗ କରିବା ଦ୍ଵାରା ବା ଏହି ଗଛ ସାହାର୍ଯ୍ୟରେ ସଠିକ ଉପାୟ କରିବା ଦ୍ଵାରା ଆପଣଙ୍କ ଜୀବନର ଅଭାବ ଅନାଟନ ଯେଉଁ ବାଟରେ ଆସିଥାଏ ସେହି ବାଟରେ ପୁଣି ଫେରିଯାଏ । ଆପଣ ଗୁରୁବାର ଦିନ ଏହି ଗଛର ପାଞ୍ଚଟି ଫୁଲ ତୋଳି ଆଣନ୍ତୁ । ବୃହସ୍ପତି ବାରର ଯେଉଁଦିନ ହୋଇଥାଏ ତାହା ସୂର୍ଯ୍ୟଙ୍କର ମଧ୍ୟ ଦିନ ହୋଇଥାଏ ।

ଏବଂ ଭଗବାନ ବିଷ୍ଣୁଙ୍କର ଦିନ ହୋଇଥାଏ । ଏହି ପାଞ୍ଚଟି ଫୁଲକୁ ଆପଣଙ୍କୁ ସନ୍ଧ୍ୟା ୫ଟା ସମୟରେ ଆଣିବାକୁ ହେବ । ଆଣିବା ପରେ କୌଣସି ଏକ ଲାଲ କପଡାରେ ଏହାକୁ ବାନ୍ଧି ଦିଅନ୍ତୁ । ଏବଂ ତାପରଦିନ ତଥା ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ବାରରେ ଆପଣଙ୍କୁ ଓସ୍ତ ଗଛ ପାଖକୁ ଯିବାକୁ ପଡିବ । ଏବଂ ସେଠାରେ ଏକ ଘିଅର ଦୀପ ଜଳାନ୍ତୁ ।

ଯେଉଁ ଲାଲ କପଡାରେ ଆପଣ ୫ଟି ଫୁଲ ବାନ୍ଧିଥିଲେ ତାହାକୁ ଓସ୍ତ ଗଛ ମୂଳରେ ପୋତି ଦିଅନ୍ତୁ । ଏହା କରିବା ପରେ ଆପଣ ଯଦି ଆପଣଙ୍କ ବ୍ୟାପାର ବାଣିଜ୍ୟ ଠିକରେ ଚାଲୁନଥିଲା ତାହା ପ୍ରଗତି ଆଡକୁ ଗତି କରିବ । ଯଦି ଆପଣ କରଜରେ ପଡିଥିଲେ ତେବେ ସେଥିରୁ  ସହଜରେ ମୁକୁଳିଯିବେ । ଆପଣଙ୍କ ପାଖକୁ ଧନ ଆସିବାର ଅନେକ ମାର୍ଗ ଖୋଲିଯିବ ।

ଶୁକ୍ରବାର ଦିନ କରାଯାଇଥିବା କୌଣସି ଉପାୟ କେବେ ମଧ୍ୟ ବ୍ୟର୍ଥ ହୋଇନଥାଏ । ଗୁରୁବାର ଦିନ ଯଦି କୌଣସି କାର୍ଯ୍ୟ ଆରମ୍ଭ କରାଯାଏ ତେବେ ସେହି କାର୍ଯ୍ୟ ନିଶ୍ଚିନ୍ତ ଭାବରେ ସଫଳ ହୋଇଥାଏ । ଯଦି ଆପଣ ଗୁରୁବାର ଦିନ ଏହି ଉପାୟ କରିବା ଆରମ୍ଭ କରନ୍ତି ତେବେ ଶୁକ୍ରବାର ଦିନ ତାହା ମାତା ଲକ୍ଷ୍ମୀଙ୍କ କୃପାରୁ ସଫଳ ହୋଇଥାଏ । ଚାକିରି ଆଶା ଥିଲେ ଚାକିରି ମଧ୍ୟ ମିଳିଥାଏ ।

ଶୁକ୍ରବାର ଦିନ ଆପଣ ସକାଳୁ ଏହି ଗଛର ୭ଟି ଫୁଲ ତୋଳି ଆଣି ସନ୍ଧ୍ୟା ସମୟରେ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ରଖୀ ବସି ପୂଜା କରନ୍ତୁ ଏବଂ ସେହିଫୁଲକୁ ଏକ ଲାଲ କପଡାରେ ବାନ୍ଧି ଆପଣ ତ୍ତାହକୁ ଟଙ୍କା ରଖୁଥିବା ସ୍ଥାନରେ ରଖନ୍ତୁ । ଯାହାଦ୍ୱାରା ଧନ ଅର୍ଜନ ହେବାର ଅନେକ ମାର୍ଗ ମିଳିବ ଆପଣଙ୍କୁ ।

Related Articles

Leave a Reply

Your email address will not be published. Required fields are marked *

Back to top button