IBN ଓଡ଼ିଶା ଏକ୍ସକ୍ଲୁସିଭ୍

ପ୍ରତିଦିନ କେବଳ ଗୋଟିଏ ଚାମଚ ଖାଆନ୍ତୁ, କମ୍ପ୍ୟୁଟର ପରି ସ୍ମରଣ ଶକ୍ତି ଏତେ ବଢିବ କି ଯାହା ଥରେ ପଢିବେ ମନେ ରହିବ

ନମସ୍କାର ବନ୍ଧୁଗଣ , ଆଜି ଆମେ ଜାଣିବା  ଯେ ସ୍ମରଣ ଶକ୍ତି କୁ କିପରି ବୃଦ୍ଧି କରିବାର ଅଛି ଯେପରିକି ଥରେ ପଢିଲେ ବା ଶୁଣିଲେ ସବୁ ଜିନିଷ ମନେ ରହୁଥିବା ଦରକାର । କୋଣସି ବିଷୟକୁ ଶୁଣି ତାହାକୁ ମନେ ରଖି ଆମେ ଆମ ଜ୍ଞାନ କୁ ବୃଦ୍ଧି କରିଥାଉ । ଜ୍ଞାନ ହେଉଛି ଏଭଳି ଏକ ଜିନିଷ ଯାହାର କୋଣସି ସୀମା ରହିନଥାଏ । ମଣିଷ ଯେକୋଣସି ବୟସ ରେ ମଧ୍ୟ ଜ୍ଞାନ କୁ ଲାଭ କରିପାରିବ ।

ମାତ୍ର ଆଧୁନିକ ଯୁଗରେ ବାସ କରୁଥିବା ଆମେମାନେ ସବୁ ଜିନିଷ ପାଇଁ ଯାନ୍ତ୍ରିକ ଜନ୍ତ୍ର ଉପରେ ନିର୍ଭର କରିଥାଉ । ଆଜି କାଲି ଆମମାନଙ୍କୁ ମୋବାଇଲ ଫୋନ୍ ଏବଂ ସହଜ ଉପାୟମାନ ରହିଅଛି , ଯାହାକୁ ପ୍ରୋୟଗ କରି ଆମେ ନିଜର – ଜ୍ଞାନ କୁ ବଢାଇ ନଥାଉ । ବିଶେଷ କରି ପାଠ ପଢୁଥିବା ପିଲାମାନଙ୍କର କଣ ହୋଇଥାଏ ନା ସେମାନେ ପାଠ ଦିନ ରାତି ପଢିଥାନ୍ତି କିନ୍ତୁ ମନେ ରଖିପାରନ୍ତି ନାହିଁ ।

ଅନେକ ପିତାମାତା ମାନେ ଏହି ବୁଲିଯିବା ସମସ୍ୟା କୁ ବହୁତ ଚିନ୍ତିତ ହୋଇଥାନ୍ତି । କିନ୍ତୁ ଆଜିର ଏହି ଉପାୟକୁ କରିବା ଦ୍ଵାରା ଆପଣମାନଙ୍କ ପିଲାମାନଙ୍କ ଏହି ସମସ୍ୟା ସଂପୂର୍ଣ୍ଣ ଦୂର ହୋଇଥାଏ । ଏହି ଉପାୟକୁ କରିବା ଦ୍ଵାରା ଆମ ମସ୍ତିସ୍କ ଚତୁର ହୋଇଥାଏ ସବୁ ବିଷୟକୁ ବୁଜିବା ସହିତ ଆମ ଶରୀର ପାଇଁ ମଧ୍ୟ ଉତ୍ତମ ହୋଇଥାଏ । ଏହି ଉପାୟ କୁ କରିବା ପାଇଁ ଆବଶ୍ୟକ ହେଉଥିବା ପ୍ରଥମ ଜିନିଷ ହେଉଛି କାଜୁ ଏହା ଆମ ସହଜ ରେ ଘରେ ମିଳିଥାଏ ।

କାଜୁ ରେ ସ୍ମରଣ ଶକ୍ତି କୁ ବଢାଇବାରେ ବହୁତ ଉପକାରୀ ଜିନିଷ ରହିଥାଏ । ଆମେ ଖାଉଥିବ ଖାଦ୍ୟରେ  ଆମକୁ ମ୍ୟାଗ୍ନେସିୟମ ଭାତ ପୁର ମିଳିନଥାଏ । ମାତ୍ର କାଜୁ ରେ ଜିଙ୍ଗ , ଆଇରନ , ମ୍ୟାଗ୍ନେସିୟମ ପ୍ରଚୁର ପରିମାଣ ରେ ରହିଥାଏ । ଦ୍ଵିତୀୟ ଜିନିଷ ହେଉଛି alomnd ବାଦାମ ଡାକ୍ତରମାନେ କହିଥାନ୍ତି ଯେ ବାଦାମ କୁ ଖାଇବା ଦ୍ଵାରା ଆମ ସ୍ମରଣ ଶକ୍ତି ବହୁତ ବଢିଥାଏ , ତେଣୁ ପିଲାମାନଙ୍କୁ ସବୁ ଦିନ ଏହାକୁ ଖାଇବା ପାଇଁ କୁହାଯାଇଥାଏ ।

ଏହାକୁ ସମସ୍ତ ନୀତି ଦିନରେ ଖାଇବା ଉଚିତ୍ । ବାଦାମ ରେ ଥିବା ପ୍ରୋଟିନ ଆମ ସ୍ମରଣ ଶକ୍ତି ବଢାଇବା ସହିତ ଆମ ମସ୍ତିସ୍କ ର କୋଷ ଭଲ କରିଥାଏ । ତୃତୀୟ ଜିନିଷ ହେଉଛି ମଗଜ ମଞ୍ଜି ଏଥିରେ ମଧ୍ୟ ଜିଙ୍ଗ , ମ୍ୟାଗ୍ନେସିୟମ , ଫସଫରସ , ଆଇରନ ରହିଥାଏ ।

ଏବେ ଏହି ତିନୋଟି ଜିନିଷ କୁ ନେଇ କିଛି ସମୟ ପାଇଁ ଗ୍ୟାସ ଉପରେ ପାଞ୍ଚ ମିନିଟ୍ ପାଇଁ ଉତ୍ତାପ ଦେବେ ଏବଂ ଏବେ ଏଥିରେ ଅକରୋଟ ପକେଇ ଏହାକୁ ପୋଡିବେ ନାହିଁ ଗୋଟାଏ ମିନିଟ ପରେ ଗ୍ୟାସ ବନ୍ଦ କରିନେବେ ,ଏହା ଥଣ୍ଡା ହେଲା ପରେ ଏହାକୁ ଗ୍ରାଇଣ୍ଡିଗ କରି ପାଉଡର କରିନେବେ । ଏହି ପାଉଡର କୁ କ୍ଷୀର ରେ ମିଶେଇ ସବୁ ଦିନ ପ୍ରୋୟଗ କରିବା ଦ୍ଵାରା ଆପଣଙ୍କ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button