IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଧନବାନ ବଢିବାର ଗୁପ୍ତ ରହସ୍ୟ,ଜାଣନ୍ତୁ

ଆପଣ ମାନେ ଏହି କଥା କୁ ଜାଣି ଥିବେ ମଣିଷ ଦୁଖଃ ସମୟ ରେ ନିରାଶ ଏବଂ ସୁଖ ସମୟ ରେ ଖୁସି ହୋଇ ଯିବା ଏହାର ଜନ୍ମ ଗତ ଗୁଣ ଅଟେ । ସେହି ପରି କ୍ଷେତ୍ରରେ ପ୍ରତ୍ୟେକ ମଣିଷ ନିଜ ଜିବନ ରେ ସବୁ ବେଳେ ସୁଖ ପାଇବା ପାଇଁ ପ୍ରଜତ୍ନ କରି ଥାଏ । କିନ୍ତୁ ତାହା ସବୁ ସମୟ ରେ ସମ୍ଭବ ହୋଇ ନ ଥାଏ ।

ହେଲେ ଆପଣ ମାନଙ୍କୁ କହିବୁ ଜାହା ଆମ ସନାତନ ସଂକୃତି ରେ ଲଖା ରହିଛି । ଏବଂ ଏଠାରେ କୁହା ଜାଇଛି  କି କେଉଁ ପରି ଭାବେ ଆମେ ଦୁଖଃ ସମୟ ରେ ସୁଖ କୁ ପାଇ ପାରିବା । ତେବେ ଆସନ୍ତୁ ଏହି ବିଷୟ ରେ ସୂଚନା ନେବା ।ଆମେ ଆପଣ ମାନଙ୍କୁ କୁମତୀ ଚକ୍ର ବିଷୟ ରେ କହିବୁ ।

ଏହି କୁମତୀ ଚକ୍ର ଗୋଟିଏ କ୍ୟଲସିୟମ ଯୁକ୍ତ ଚକ୍ର ଅଟେ । ଏହାର ଗୋଟିଏ ପାଖରେ କେତେକ ଚକ୍ର ର ଚିହ୍ନ ରହି ଥାଏ । ଏହାକୁ ସବୁ ବେଳେ ଲକ୍ଷ୍ମୀ ଙ୍କ ପ୍ରତିରୂପ ଭାବେ ପରିଗଣିତ କରା ଯାଏ । ଏହି ଚକ୍ର ଆପଣ ମାନଙ୍କୁ ୟେକୈଣସି ପୂଜା ଦୋକାନ ରେ ଅତି ସହଜ ରେ ମିଳି ଥାଏ ।

ଏହି ଚକ୍ର କୁ ଆପଣ ମାନେ ଯଦି ସୁକ୍ଲ ପକ୍ଷ ପ୍ରଥମ ଶୁକ୍ରବାର ବା ଦିପା ବଳୀ ଦିନ ଆପଣ ମାନେ ଗୋଟିଏ ଲାଲ୍ ବସ୍ତ୍ର ଉପରେ ରଖି କରି । ଯଥା ବିଧି ରେ ପୂଜା ଅର୍ଚ୍ଚନା କରନ୍ତୁ । ଏବଂ ପରେ ଏଠାରେ ବସି କରି ଗାୟତ୍ରୀ ମନ୍ତ୍ର କୁ 108 ଥର ଜପ କରନ୍ତୁ ।

ଏବଂ ପରେ ତାହାକୁ ଲକ୍ଷ୍ମୀ ଙ୍କ ପାଖରେ କପଡା ରେ ବାନ୍ଧି କରି ରଖିଲେ । ଆପଣ ମାନଙ୍କ ଜିବନ ରେ ଆସୁ ଥିବା ଦୁଖଃ ସବୁ ସୁଖ ରେ ପରିଣତ ହୋଇ ଯିବ ।ଏବଂ ଆପଣ ମାନେ ଯେକୈଣସି ଦୁଖଃ ର ପରିସ୍ଥିତି ରେ ମଧ୍ୟ ହସି ପାରିବେ । ସେହି ପରି ଭାବେ ଯଦି ଆପଣ ମାନଙ୍କ ଘରର କୈଣସି ଲୋକ ଙ୍କ ଉପରେ ନଜର ହୋଇ ଥାଏ ।

ତେବେ ଆପଣ ମାନେ ତିନୋଟି କୁମତୀ ଚକ୍ର କୁ ନିଅନ୍ତୁ । ଏବଂ ଗୋଟିଏ ସୁନସାନ୍ ସ୍ଥାନ କୁ ଜାଆନ୍ତୁ । ପରେ ସେହି ଠାରେ ନିଜ ଉପରେ ସେହି ତିନୋଟି ଚକ୍ର କୁ ସାତ ଥର ବୁଲେଇ ଆଣି ସେହି ଠାରେ ପୋତି ଦେଇ ପଳେଇ ଆସନ୍ତୁ । ତେବେ ଦେଖିବେ ଆପଣ ମାନଙ୍କ ଉପରେ ରହି ଥିବା ଦୃଷ୍ଟି ସଂମ୍ପର୍ଣ୍ଣ ଭାବେ ଉହ୍ଲାଇ ଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button