ମନୋରଞ୍ଜନ

ମିହିର ଦାସ ଙ୍କ ସମ୍ପତି ଏତେ ଯେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ମିହିର୍ ଦାସ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଜଣେ ଏମିତି କଳାକର ଅଟନ୍ତି ଜାହାକୁ କେବଳ ନାୟକ ନୁହେଁ ବରଂ ଖଳନାୟକ ରୂପେ ବି ଦେଖିବା ପାଇଁ ମିଳେ । ଯେମିତି ହିନ୍ଧି ଫିଲ୍ମ ରେ ଲେଜେଣ୍ଡରୀ ଅଭିନେତା ଅମିତାବ୍ ବଚ୍ଚନ୍ ଅଟନ୍ତି ସେହି ପରି ଓଡ଼ିଆ ଫିଲ୍ମ ରେ ମିହିର୍ ଦାସ୍ । ଆମେ ଆଜି ଆପଣ ମାନଙ୍କୁ ଏଠାରେ ତାଙ୍କ ପରିବାର ଏବଂ ସଂମ୍ପର୍ତି ସହିତ ସଂମ୍ପର୍ଣ୍ଣ ସତ୍ୟତା ଉପରେ ପରଦା ଉଠେଇବା ପାଇଁ ଯାଉଛୁ ।

ତେବେ ସୂଚନା ଦେବୁ କି ମିହିର୍ ଦାସ୍ ଙ୍କ ଜନ୍ମ ଓଡ଼ିଶା ର ମୟୁର ଭଞ ଜିଲ୍ଲା ରେ ହୋଇ ଥିଲା କିନ୍ତୁ ସେ କଟକ ରେ ରୁହନ୍ତି । ଏବଂ ତାଙ୍କ ସ୍ତ୍ରୀ ଙ୍କ ନାମ ହେଲା ସଂଙ୍ଗୀତା ଦାସ୍ । ଏବଂ ତାଙ୍କର ଦୁଇଟି ପୁଅ ରହିଛି ଜଣଙ୍କ ନାମ ଅମ୍ଲାନ୍ ଦାସ୍ ଅଟେ । ତାଙ୍କ ସ୍ତ୍ରୀ ଜଣେ ସିଙ୍ଗର ଅଟନ୍ତି । ମିହିର୍ ଦାସ୍ 1980 ରେ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ପାଦ ଦେଇ ଥିଲେ ।

ଏବଂ 2020 ରେ ତାଙ୍କୁ 40 ବର୍ଷ ପୂରଣ ହୋଇ ଗଲା ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ଏବଂ ଆପଣ ମାନେ ଦେଖି ପାରୁ ଥିବେ ଆଜିର ଫିଲ୍ମ ରେ ମଧ୍ୟ ମିହିର୍ ଦାସ୍ ଙ୍କ ପାଖରେ ସେହି ଉର୍ଜା ଏବଂ ଶକ୍ତି ରହିଛି ।

ଅଭିମନ୍ୟୁ ଫିଲ୍ମ ରେ ତାଙ୍କର ଖଳନାୟକ ରୋଲ ଟି ଓଡ଼ିଶା ରେ ସମସ୍ତ ଙ୍କୁ ପସନ୍ଦ ଆସି ଥିଲା । ବର୍ତମାନ ବୟସ ତାଙ୍କର 54 ବର୍ଷ ମିହିର ଦାସ୍ ଆଜି ଯାଏ 150 ରୁ ଉର୍ଦ୍ଧ ଫିଲ୍ମ କରିଛନ୍ତି । ଏବେ ଓଡ଼ିଆ ଫିଲ୍ମ ପାଇଁ 5 ଲକ୍ଷ ରୁ 7 ଲକ୍ଷ ଟଙ୍କା ନିଅନ୍ତି ।

ଅନୁମାନ କରା ଯାଏ କି ତାଙ୍କର ମୋଟ ସଂମ୍ପତୀ 20 ରୁ 25 କୋଟି ରୁ ଉର୍ଦ୍ଧ ହେବ ବୋଲି ।ତେବେ ଆପଣ ମାନଙ୍କୁ ମିହିର୍ ଦାସ୍ ଙ୍କ ଫିଲ୍ମ ଏବଂ ତାଙ୍କର ଅଭିନୟ କେମିତି ଲାଗେ ଆପଣ ମାନେ ଆମକୁ ନିଶ୍ଚିତ ଭାବେ ଜଣେଇବେ ।ତେବେ ତାଙ୍କର କଟକରେ ଭଲ ଘର ରହିଛି । ଏହା ସହିତ ମର୍ସିଟିଜ୍ କାର୍ ତାଙ୍କ ପାଖରେ ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button