IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମୟୁର ପଙ୍ଖକୁ ଘରର ଏହି ଜାଗାରେ ରଖନ୍ତୁ, ରାତା ରାତି ହେବେ ଧନୀ

ବନ୍ଧୁଗଣ ଆପଣ ମାନେ ଯଦି ନିଜର ଭାଗ୍ୟକୁ ପରିବର୍ତନ କରିବା ପାଇଁ ଚାହାଁନ୍ତି ।ତେବେ ଆପଣ ମାନେ ମୟୁର ପରର ବ୍ୟବହାର କରି ପାରିବେ । ତେବେ ଆପଣ ମାନଙ୍କୁ ବହୁତ ଗୁଡ଼ିଏ ଲାଭ ମିଳିବ । ତେବେ ଆସନ୍ତୁ ବନ୍ଧୁଗଣ ଏହି ମୟୁର ପର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଟିପଣୀ ନେଇ ନେବା ।

ଆପଣ ମାନେ ଜାଣିଛନ୍ତି କି ଭଗବାନ ଶ୍ରୀ କୃଷ୍ଣ ସବୁ ସମୟରେ ନିଜର ମସ୍ତକ ରେ ଏହି ମୟୁର ପର କୁ ଧାରଣ କରନ୍ତି । କେବଳ ସେହିଥି ପାଇଁ ଏହାକୁ ପୂଜନିୟ ଏବଂ ପବିତ୍ର ବୋଲି ମନା ଜାଇ ଥାଏ । ଏହି ମୟୁର ପର ଦ୍ୱାରା ଆପଣ ମାନଙ୍କ ଦୂର୍ଭାଗ୍ୟ ସବୁ ଶୈଭାଗ୍ୟ ରେ ପରିବର୍ତନ ହୁଏ ।

ବାସ୍ତୁ ଶାସ୍ତ୍ର ରେ ଏହି ମୟୁର ପରର କେତେ ଗୁଡ଼ିଏ ଭଲ ଉପକାରୀତା ବିଷୟ ରେ କୁହାଜାଇଛି । ଯଦି ଗୃହରେ ଉଚିତ୍ ଭାବେ ଏହି ମୟୁର ପର କୁ ରଖା ଯାଏ । ତେବେ ବହୁତ ଶୁଭ ଫଳ ମିଳେ । ଯଦି କେବେ କୈଣସି କାର୍ଯ୍ୟ ଆପଣ ମାନଙ୍କର ହେଉ ହେଉ ରହି ଜାଇଛି ।

ତେବେ ଆପଣ ମାନେ ଏହି ମୟୁର ପରକୁ ନିଜର ବେଡ୍ ରୁମ୍ ର ପୂର୍ବ ଏବଂ ଦକ୍ଷିଣ କୋଣ ରେ ଲାଗାନ୍ତୁ । ତେବେ ଦେଖିବେ ଆପଣ ମାନଙ୍କ ଏହି ସମସ୍ୟା ସବୁ ଦୂର ହେବ ।ସେହି ପରି ଭାବେ ଆପଣ ମାନଙ୍କ ଘରେ କିମ୍ବା ଦୋକାନ ରେ ଯଦି ନାକାରାତ୍ମକ ଉର୍ଜା ର ପରିମାଣ ରେ ବୃଦ୍ଦି ପାଉଛି ।

 

ତେବେ ସେହି ପରି କ୍ଷେତ୍ର ରେ ଆପଣ ମାନେ ଆପଣ ମାନେ ଏହି ମୟୁର ପର ର ବ୍ୟବହାର ନିଜର ଘୋର ର କୋଣ କରନ୍ତୁ । ତେବେ ଦେଖିବେ ଆପଣ ମାନେ ଏହି ନାକାରାତ୍ମକ ଉର୍ଜା କୁ ମୁକ୍ତି ପାଇବେ । ସେହି ପରି ବେଳେ ଆପଣ ମାନଙ୍କ ଘରେ ଯଦି ବହୁତ ପରିମାଣ ରେ ବାସ୍ତୁ ଦୋଷ ରହି ଥାଏ ।

ତେବେ ସେମିତି କ୍ଷେତ୍ର ରେ ଆପଣ ମାନେ ନିଜର ଘର ର ଦ୍ୱାର ମୁହଁ ରେ ଶ୍ରୀ ଗଣେଷ ଏବଂ କିଛି ମୟୁର ପର ର ବ୍ୟବହାର କରନ୍ତୁ ତେବେ ଦେଖିବେ ଆପଣ ମାନଙ୍କ ଘରେ ବାସ୍ତୁ ଦୋଷ ସଂମ୍ପର୍ଣ୍ଣ ଭାବେ ଦୂର ହେବ ।

ଯେଉଁ ମାନଙ୍କ ପାଖରେ ସବୁ ସମୟରେ ଏହି ମୟୁର ପର ରହିଥାଏ । ତେବେ ସେହି ପରି କ୍ଷେତ୍ର ରେ ଆପଣ ମାନେ ଜାଣନ୍ତୁ ସେମାନେ ସବୁ ସମୟ ରେ ସଫଳ ହୋଇ ଥାନ୍ତି । ଏବଂ ଆପଣ ମାନଙ୍କୁ କହିବୁ କି ଆପଣ ମାନେ ନିଜର ଡାହୀରୀ ରେ ବି ଏହି ମୟୁର ପର କୁ ରଖନ୍ତୁ ଏହା ଦ୍ୱାରା ଆପଣ ମାନଙ୍କ ମନ ଏଣେ ତେବେ ଯିବ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button