IBN ଓଡ଼ିଶା ବ୍ୟୁରୋ

ପୁଅମାନଙ୍କ କେଉଁ ଜାଗାରେ କଳାଜାଇ ଥିଲେ ହୋଇଥାନ୍ତି ଧନବାନ, ଜାଣିରଖନ୍ତୁ

ବନ୍ଧୁଗଣ ଯତିଶ୍ର ଶାସ୍ତ୍ର ମତରେ ନାରୀ ମାନଙ୍କର ବାମ ଅଙ୍ଗରେ ଏବଂ ପୁରୁଷ ମାନଙ୍କର ଡାହାଣ ଅଙ୍ଗରେ କଳାଜାଇ ବା ତିଳ ଚିହ୍ନ ଥିଲେ ସ୍ୱଭାଗ୍ୟ ଜନକ ହୋଇଥାଏ । ବନ୍ଧୁଗଣ ଆଜା ଆମେ ଜାଣିବା ପୁରୁଷ ମାନଙ୍କର କେଉ ଅଙ୍ଗର କଳାଜାଇ ବା ତିଳ ଚିହ୍ନ ଥିଲେ ପୁରୁସ ଧନି ହୋଇଥାନ୍ତି ।

ତେବେ ଚାଲନ୍ତୁ ଜାଣିବା ସର୍ମ୍ପୁନ ବିସୟରେ । କୋଣସି ପୁରୁଷର ବାହୁରେ ତିଳ ଚାହ୍ନ ଥିଲେ ସେହି ପୁରୁଷ ଶକ୍ତି ଶାଳି ବା କ୍ଷମତା ଶାଳି ହୋଇଥାନ୍ତି ।କୋଣସି ପୁରୁଷ ପାପୁଲିରେ ତିଳ ଚିହ୍ନ ଥିଲେ ଉତ୍ତମ ହୋଇଥାନ୍ତି । ଏବଂ ପାପୁଲିର ପଛପଟେ ଥିଲେ ମଧ୍ୟ ସେହି ତିଳ ଚିହ୍ନ ଅତ୍ୟନ୍ତ ଶୁଭ ହୋଇଥାଏ ।

ଏବଂ ସେହି ପୁରୁଷକୁ ସେ ଧନି କରାଇ ଥାଏ । ଯେଉ ପୁରୁଷ ଗଳାରେ ତିଳ ଚିହ୍ନ ଥାଏ ସେହି ପୁରୁଷ ଆରମ ଦାୟକ ଜୀବନ ଅତି ବାହିତ କରିଥାଏ ।କହୁଣି ଉପରେ ତିଳ ଚିହ୍ନ ଥିଲେ ସେହି ପୁରୁଷ ବହୁତ ବିଦ୍ୱାନ୍ ହୋଇଥାନ୍ତି । ଏବଂ କ୍ଷମତା ଶିଳ ହୋଇଥାନ୍ତି ।

ଲଲାଟ ମଝିରେ ତିଳ ଚିହ୍ନ ଥିଲେ ଏବଂ ଭାଗ୍ୟଶାଳି ମଧ୍ୟ ହୋଇତାନ୍ତି । ମଥାର ଡାହାଣରେ ଥିଲେ ପୁରୁଷ ଶକ୍ତିଶାଳି ଏବଂ କ୍ଷମତା ଶାଳି ହୋଇଥାନ୍ତି । ଆଖିର ପତାରେ ତିଳ ଚିହ୍ନ ଥିଲେ ସେହି ପୁରୁଷ ନିଜର ଜୀବନ ସାଥିକୁ ବହୁତ ଭଲ ପାଇଁତାନ୍ତି ଏବଂ ଆଦର ଯନ୍ତ କରିଥାନ୍ତି ।

ଯେଉ ମଣିଷର ଗାଲରେ ତିଳ ଚିହ୍ନ ଥାଏ ସେହି ପୁରୁଷ ଅତ୍ୟନ୍ତ ଧନଶାଳି ହୋଇଥାନ୍ତି ବା ସେହି ତିଳଚିହ୍ନ ଧନବାନ କରାଇ ଥାଏ ।ଓଠରେ ତିଳଚିହ୍ନ ଥିଲେ କିମ୍ବା ଓଠର ଉପରେ ତିଳଚିହ୍ନ ଥିଲେ ସେହି ପୁରୁଷ ବହୁତ ସଚୁଟ୍ ହୋଇତାନ୍ତି ଏବଂ ଜୀବନରେ ବହୁତ ଅଗ୍ରବତୀ କରିଥାନ୍ତି ।

ନାକ ଉପରେ ତିଳଚିହ୍ନ ଥିଲେ ସେହି ପୁରୁଷ ବହୁତ ପ୍ରଭାବ ଶାଳି ହୋଇଥାନ୍ତି ଏବଂ ବହୁତ ସୁଖ ମଧ୍ୟ ପ୍ରାପ୍ତି କରିଥାନ୍ତି । ଏବେ ଜାଣିବା ଆଙ୍ଗୁଳି ବିସୟରେ । ବୃଧ ଆଙ୍ଗୁଳିରେ ତିଳ ଚିହ୍ନ ଥିଲେ ସେହି ପୁରୁଷ ବହୁତ କାର୍ଯ୍ୟ କୁସଳି ହୋଇଥାନ୍ତି । ସମାଜରେ ବହୁତ ପ୍ରତିଷ୍ଟା ମାନ ହୋଇଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button