IBN ଓଡ଼ିଶା ଏକ୍ସକ୍ଲୁସିଭ୍

ପର୍ସରେ ଶୀଘ୍ର ରଖି ଦିଅନ୍ତୁ ଏହି ଜିନିଷ, ହେଇଜିବେ କୋଟିପତି

ଆମେ ଆଜି ଏହି ଠାରେ ଜାଣିବା କି ପର୍ସରେ କେଉଁ ଜିନିଷ ରଖିବା ଦ୍ୱାରା ଆମର ଧନର ବୃଦ୍ଧି ହୋଇ ଥାଏ ଏବଂ କେଉଁ କାର୍ଯ୍ୟ କରିବା ଦ୍ୱାରା ଆମର ଧନର ହାନୀ ହୋଇ ଥାଏ । ସବୁ ଦିନ ଆପଣ ସକାଳେ ପର୍ସ ଫୁଲ୍ କରି ନେଉ ଥିଲେ ଏବଂ ସଂନ୍ଧ୍ୟା କୁ ଏହା ଖାଲି ହୋଇ ଜାଉ ଥିଲେ ଏହା ଆପଣ ମାନଙ୍କ ପାଇଁ ବହୁତ ଭଲ କାର୍ଯ୍ୟ କରିବ । ଏମିତି ରେ ଯଦି ଆପଣ କେବେ ପର୍ସ ଟିଏ କିଣି କରି ଆଣୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଭଲ ଏବଂ ଏହା ଛଡା ଯଦି ଆପଣଙ୍କୁ କେହି ପର୍ସ ଟିଏ ଗିଫ୍ଟି ହସିବ ରେ ଦେଇ ଥାଏ ।

ତେବେ ଏହା ଆପଣ ମାନଙ୍କ ପାଇଁ ବହୁତ ଶୁଭ ହୋଇ ଥାଏ । ସେମିତି ରେ ଆପଣ ମାନେ ଯଦି ପର୍ସ ରେ ଶ୍ରୀ କୃଷ୍ଣ ଙ୍କ ଅତି ପ୍ରିୟ ମୟୁର ପଙ୍ଖୁ କୁ ରଖନ୍ତୁ ତେବେ ଆପଣ ମାନଙ୍କ ପର୍ସ ରୁ ଚାଲି ଜାଉ ଥିବା ଟଙ୍କା ରୋକିବା ରେ ଲାଗିବ । ଏବଂ ଆପଣ ମାନେ ନିଜର ଧନ କୁ ବଞ୍ଚେଇ ପାରିବେ । ଦ୍ୱୀତୀୟ କଥା ହେଉଛି ଯେଉଁ ପର୍ସକୁ ଆପଣ ମାନେ ବ୍ୟବହାର କରୁଛନ୍ତି ।

ତାହାକୁ ପ୍ରତ୍ୟେକ ବର୍ଷକୁ ବଦଳାଇ ଦିଅନ୍ତୁ । ତାହା ଭଲ ଥାଉ କିମ୍ଭା ଖରାପ୍ ତାହା ନିଶ୍ଚିତ ବଦଳାନ୍ତୁ । କେହି ଏମିତି ଭାବନ୍ତି କି ଏହି ପର୍ସ ଟି ମୋ ପାଇଁ ବହୁତ ଶୁଭ ଅଟେ ତେବେ ସେମିତି ରେ ଏହା ଆପଣ ଭୁଲ ଭାବୁଛନ୍ତି । କାରଣ ସେଥିରେ ଲକ୍ଷ୍ମୀ ହି ଥାନ୍ତି । ଏବଂ ଲକ୍ଷ୍ମୀ କେବେ ବି ଅପରିସ୍କାର ସ୍ଛାନ ରେ ରହିବା ପାଇଁ ପସନ୍ଦ କରନ୍ତି ନାହିଁ ।

କେବେ ଯଦି ଆପଣଙ୍କୁ ସମୟ ମିଳେ ତେବେ ଏହି ପର୍ସ କୁ ହଳଦୀ ପାଣି ରେ ଧୁଏଇ ଦିଅନ୍ତୁ ତେବେ ଆପଙ୍କ ଧନ ବୃଦ୍ଧି ହେବ । କେବେ ପର୍ସ କୁ ଅଳିଆ ରେ ପକାନ୍ତୁ ନାହିଁ । ତାହାକୁ ଆପଣ ମାନେ କୈଣସି ଗଛ ତଳେ ରଖି ଦିଅନ୍ତୁ । ବହୁତ ଲୋକ ମାନେ ଏମିତି ବି ରହି ଥାନ୍ତି । ଯେଉଁ ମାନଙ୍କ ପାଖରେ ପର୍ସ ହିଁ ନ ଥାଏ ସେମାନେ ସବୁ ବେଳେ ଅନ ଲାଇନ୍ ରେ ଟ୍ରାଞାକ୍ସନ୍ କରି ଥାନ୍ତି । ହେଲେ ଏହା କରିବା ସବୁ ବେଳେ ଭୁଲ ହୋଇ ଥାଏ ।

ଯେତେ ଟ୍ରାଞାକ୍ସନ୍ କଲେ ମଧ୍ୟ ପାଖରେ କିଛି ପରିମାଣ ରେ ଟଙ୍କା ରଖନ୍ତୁ । ତେବେ ଏହା ପରେ ରହିଛି ଆପଣଙ୍କ ଧନ କ୍ଷେୟ କେଉଁ କାର୍ଯ୍ୟ ଯୋଗୁଁ ହୋଇ ଥାଏ ଆସନ୍ତୁ ଜାଣିବା ସେମିତି ରେ କେବେ ଯଦି ପର୍ସ ରୁ ଟଙ୍କା ଚୋରୀ ହୋଇ ଥାଏ ତେବେ ସେହି ସମୟ ରେ ଜାଣି ନିଅନ୍ତୁ ଆପଣଙ୍କ ଦୁର୍ଭାଗ୍ୟ ଆପଣଙ୍କ ପାଖକୁ ଆସୁଛି ବୋଲି । ବହୁତ ଲୋକ ମାନେ ରହିଛନ୍ତି ।

ଯେଉଁ ମାନେ ନିଜର ପର୍ସକୁ ପ୍ୟଣ୍ଟ ର ପଛରେ ରଖନ୍ତି । ଏବଂ ଯେଉଁ ସମୟ ରେ ସେମାନେ ପ୍ୟଣ୍ଚ ବଦଳାଇ ଥାନ୍ତି । ସେହି ସହିତ ସେମାନଙ୍କ ପର୍ସ କୁ ମଧ୍ୟ ସେହି ପ୍ୟଣ୍ଟ ରେ ରଖି କୈଣସି ସ୍ଥାନ ରେ ଟାଙ୍ଗି ଦେଇ ଜାଇ ଥାନ୍ତି । ହେଲେ ଏହା କରିବା ଆପଣ ମାନଙ୍କ ପାଇଁ ସଂମ୍ପର୍ଣ୍ଣ ଭାବେ ଭୁଲ ଅଟେ । ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ ଅପମାନ ହୋଇ ଥାଏ । ତେବେ ଏହା ଛଡା ଆପଣଙ୍କ ଧନ କ୍ଷେୟ ସବୁ ବେଳେ ହୋଇ ଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button