IBN ଓଡ଼ିଶା ଏକ୍ସକ୍ଲୁସିଭ୍

କଲଗାଲ ଅର୍ଡର କଲା ସ୍ଵାମୀ, ହୋଟେଲରୁମ ରେ ନିଜ ସ୍ତ୍ରୀ କୁ ଦେଖିବା ପରେ ହେଲା ଏମିତି

ବନ୍ଧୁଗଣ ଆଜିର ସମୟ ରେ ସ୍ୱାମୀ ସ୍ତ୍ରୀ ଙ୍କ ସଂମ୍ପର୍କ କୁ ନେଇ ବିଭିନ୍ନ ପ୍ରକାରର ସମସ୍ୟା ଦେଖିବା ପାଇଁ ମିଳୁ ଥିବା ବେଳେ ଏହି ଦିନ ରେ ସେମିତି ଗୋଟିଏ ଘଟଣା ହୋଇ ଥିବାର ଦେଖିବା ପାଇଁ ମିଳିଛି । ଏବଂ ସେମାନଙ୍କ ସଂମ୍ପର୍ଣ୍ଣ ଘଟଣା ବିଷୟ ରେ ଜଣା ପଡ଼ିଛି । ସେମିତି ରେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଯେଉଁ ଘଟଣା ବିଷୟରେ କହୁଛୁ ତାହା ଉତ୍ତରା ଖଣ୍ଡର କାଶୀ ପୁର ଠାରେ ଘଟି ଥିବାର ଜଣା ପଡ଼ିଛି ।

ତେବେ ସଂମ୍ପର୍ଣ୍ଣ ଘଟଣା ଅନୁସାରେ ଏଠାରେ ଗୋଟିଏ ସ୍ୱାମୀ କଲ୍ ଗାର୍ଲ ଡାକି ଥିଲେ । ଏବଂ ପରେ ଦେଖିବା ପରେ ସେହି ସ୍ୱାମୀ ଡାକି ଥିବା କଲ୍ ଗାର୍ଲ ଜଣଙ୍କ ହେଲେ ତାଙ୍କ ନିଜର ସ୍ତ୍ରୀ । ତେବେ ସେହି ପରି ଭାବେ ସ୍ୱାମୀ ଜଣଙ୍କ ଦଲାଲ୍ଲା ମାଧ୍ୟମରେ ଏହି କଲ୍ ଗାର୍ଲ କୁ ଡାକି ଥିବାର ଜଣା ପଡି ଥିଲା । ଏବଂ ସେମିତି କ୍ଷେତ୍ର ରେ ଯୁବକ ଙ୍କ ପାଖକୁ ଦଲ୍ଲାଲ୍ ଜଣଙ୍କ କଲ୍ ଗାର୍ଲ କୁ ପଠେଇ ଦେଇ ଥିଲେ ।

ତେବେ ଏହା ପରେ କଲ୍ ଗାର୍ଲ କୁ ଦେଖିବା ପରେ ଜଣା ପଡି ଥିଲା କି ଉକ୍ତ ଯୁବକ ଙ୍କର ସ୍ତ୍ରୀ ବୋଲି । ଏମିତି ବେଳେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହୋଇ ଥିଲା ଏବଂ ଦୁହେଁ ଦୁହଁଙ୍କ ବିରୋଧ ରେ ଥାନା ରେ ଏତଲା ଦେଇ ଥିଲେ । ତେବେ କିଛି ଦିନ ପୂର୍ବ ରୁ ଦିନେସ୍ ପୁର ରୁ ବିବାହ କରି କାଶୀ ପୁର କୁ ପଳେଇ ଆସି ଥିଲେ ।

ସେମିତି ରେ ବିବାହ କିଛି ଦିନ ପରେ ସ୍ତ୍ରୀ ଜଣଙ୍କ ସ୍ୱାମୀ ଙ୍କ ପାଖରେ ନ ରହି ବାପ ଘରେ ରହୁ ଥିଲେ । ତେବେ ସେମିତି ମଧ୍ୟ ରେ ସେହି ଯୁବକ ଙ୍କୁ ନିଜର ସାଙ୍ଗ କହି ଥିଲେ କି ତାଙ୍କର ପତ୍ନୀ କଲ୍ ଗାର୍ଲ କାମ କରୁଛନ୍ତି ବୋଲି । ଏବଂ ପରେ ସ୍ୱାମୀ ସ୍ତ୍ରୀ ଙ୍କତୁ ସ୍ୟାମ ପୁର ରେ କାମ କରୁ ଥିବା ଦଲ୍ଲାଲ ଙ୍କ ଦ୍ୱାରା ଡକେଇ ଥିଲେ ।

ଏବଂ ସେମିତି କ୍ଷେତ୍ର ରେ ରେଡ୍ ହେଣ୍ଡେଡ୍ ରେ ସେ ନିଜ ସ୍ତ୍ରୀ କୁ ଧରି ଥିବା ବେଳେ ବର୍ତମାନ ସମୟ ରେ ସେମାନେ ଦୁହେଁ ଥାନା ରେ ଆଫାୟାର ରଦ୍ଧ କରି ଥିବାର ଦେଖିବା ପାଇଁ ମିଳିଛି । ତେବେ ଏହାର ସମାଧାର ପୋଲିସ୍ କରୁଛି ବୋଲି କହିଛି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button