IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଭୁଲରେ ବି ଘରର ଏହି ଜାଗାରେ ଲଗାନ୍ତୁ ନାହିଁ ଅଇନା, ପଛରେ ପସ୍ତେଇବେ

ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବୁ କି ଘର ର କେଉଁ ଦିଗ ରେ ଆଇନା ଲଗେଇଲେ ଘର ପାଇଁ ବିପଦ ହୋଇ ଥାଏ । ଆମେ ମାନେ ସବୁ ସମୟ ରେ ଏହି କଥା ଭାବି ଥାନ୍ତି କି ସବୁ ବେଳେ ଆମ ଘରେ ସୁଖ ଏବଂ ସମୃଦ୍ଧି ଲାଗି ରହି ଥାଉ ବୋଲି । କେତେ ଠିକ୍ କାମ କଲେ ମଧ୍ୟ ଆମ ଘର କୁ ସୁଖ ସମୃଦ୍ଧି ଆସେ ନାହିଁ । ଯେମିତି କି ଆମେ ଆଜି କଥା ହେଉଛୁ ଦର୍ପଣ ବା ଆଇନା ବିଷୟ ରେ । ବହୁତ ଲୋକ ମାନେ ଜାଣିଛନ୍ତି କି ଶୋଇବା ଘରେ ଆଇନା ରଖିବା ମନା ଅଟେ ।

ହେଲେ ହେଲେ ସେହି ସହିତ ଘର ର ଏମିତି ବି କିଛି ସ୍ଥାନ ରହିଛି ଯେଉଁଠୀ ଆପଣ ମାନେ ଆଇନା ଲଗେଇ ଦେଲେ ବର୍ବାଦ୍ ହୋଇ ଯିବେ । ଯେତେ ଧନ ଥିଲେ ବି ଆପଣ ମାନେ କୋଟି ପତି ଭୀକାରୀ ହୋଇ ଯିବେ । ତେବେ ବନ୍ଧୁଗଣ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ଘର ର ସେହି ସବୁ ସ୍ଥାନ ବିଷୟ ରେ ଯେଉଁ ସ୍ଥାନ ରେ ଏହି ଦର୍ପଣ କୁ କେବେ ବି ଲଗାଇବା କଥା ନୁହେଁ ।

ଯଦି ଆମେ ବାସ୍ତୁ ଶାସ୍ତ୍ର ବିଷୟ ରେ କହିବା ତେବେ କେବେ ବି ଶୋଇବା ଘରେ ସେଜ ର ଆଖ ପାଖରେ ଆଇନା କୁ କେବେ ବି ଲଗାନ୍ତୁ ନାହିଁ । ସେହି ବ୍ୟତିତ ଆପଣ ମାନେ କେବେ ବି ବେଡ୍ ର ସାମ୍ନା ରେ ଏହି ଆଇନା କୁ କେବେ ବି ଲଗାନ୍ତୁ ନାହିଁ ।

ଯଦି ଆପଣ ମାନଙ୍କୁ ବାଧ୍ୟତା ମୂଳକ ଶୋଇବା ଘରେ ଲଗେଇବା ପାଇଁ ପଡୁଛି ତେବେ ଆପଣ ମାନେ ରାତି ରେ ଶୋଇବା ସମୟ ରେ ସେହି ଆଇନା ଉପରେ କପଡା ପକେଇ ଦେବା ପାଇଁ ପଡିବ, ସେହି ପରି ବନ୍ଧୁଗଣ ଆଇନା ଏବଂ ଟିଭି କୁ ସାମ୍ନା ରେ ରଖିବା ଦ୍ୱାରା ଘର ର ଲୋକ ମାନଙ୍କ ମଧ୍ୟ ରେ ଫାଟ ସୃଷ୍ଟି ହୋଇ ଥାଏ ।

ତୃତୀୟ ରେ ହେଲା ଘର ର ଦକ୍ଷିଣ ଦିଗ ରେ ଆପଣ ମାନେ କେବେ ବି ଆଇନା ଲଗାନ୍ତୁ ନାହିଁ । ନଚେତ୍ ଆପଣ ମାନଙ୍କ ଘରେ ସୁଖ ସମୃଦ୍ଧି ର ସବୁ ଦିନ ପାଇଁ ତାଲା ପଡି ଯିବ । ଏବଂ ଏହା ଆପଣ ମାନଙ୍କ ଜିବନ ରେ ବହୁତ ଖରାପ୍ ପ୍ରଭାବ ପକେଇ ଥାଏ । ତେବେ କେବେ ବି ଘରେ ଏହି ସ୍ଥାନ ରେ କେବେ ବି ଦର୍ପଣ କୁ ଲଗାନ୍ତୁ ନାହିଁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button