IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଆଜିଠାରୁ ମାଆ ଲକ୍ଷ୍ମୀ ଙ୍କ କୃପାଦୃଷ୍ଟି ରୁ ଏହି ୬ଟି ରାଶି, ହେବେ କୋଟିପତି ଘରେ ହେବ ଧନବର୍ଷା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଗୁରୁବାର ଠାରୁ ୬ଟି ରାଶିରେ ମାଆ ଲକ୍ଷ୍ମୀ ଠାକୁରାଣୀ କୃପା ବର୍ଷା ହେବ। ମାଣବସା ଗୁରୁବାର ପୂର୍ବରୁ ମୌଳା ମାସ ଯୋଗୁଁ ଏହି ପାଳି ଅଲାଗି ପାଳି ରୂପେ ପରିଗଣିତ ହେବ। ଏହି ପାଳି ରେ ମାଣ ବସିବ ନାହିଁ କିମ୍ବା ଚିତା ଦିଆ ଯିବ ନାହିଁ। ତାପରେ ୪ ପାଳି ଲକ୍ଷ୍ମୀଙ୍କ ପୂଜା ହେବ।ତେବେ ଆସନ୍ତୁ ଜାଣିବା କେଉଁ ରାଶି ଗୁଡିକ ଏହି ମାଣବସା ଗୁରୁବାର ଗୁଡ଼ିକରେ ଉପକୃତ ହେବେ ଏବଂ ଧନ ପ୍ରାପ୍ତି ପାଇଁ କେଉଁ ବିଧି ପ୍ରତିକାରର ପାଳନ କରିବେ।

ମେଷ ରାଶି :ଉଦାର ସ୍ୱଭାବର ହେବେ। ଦାନଶୀଳ ହୋଇପାରନ୍ତି। ସୁଖୀ ହେବେ। ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି। ସ୍ୱାସ୍ଥ୍ୟ ଅତୁଟ ରହିବ। କୃଷି କର୍ମକାରୀ ହେବେ। ପ୍ରେମୀ ଓ ବୁଦ୍ଧିମାନ ହେବେ। କଳା ଅପରାଜିତା ଫୁଲ ଶୁଭଦାୟକ ହେବ।ମାଆ ଲକ୍ଷ୍ମୀ ଙ୍କ ଗାୟତ୍ରୀ ଜପ କରନ୍ତୁ।

ବୃଷ: ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ। ମଧୁରଭାଷୀ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ। ଧାର୍ମିକ ଓ ବନ୍ଧୁପ୍ରେମୀ ହୋଇପାରନ୍ତି। କାନରେ ଦୁଇହାତ ଦେଲେ ଶୁଭଫଳ ମିଳିବ। ମା ଲକ୍ଷ୍ମୀଙ୍କ ନାମରେ ଘିଅ ଦୀପ ଜଳାନ୍ତୁ।

ସିଂହ: ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମଚଞ୍ଚଳ ରହିବେ। ନିରୋଳା ସ୍ଥାନରେ ସମୟ ବିତାଇପାରନ୍ତି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ହାତ ପୃଷ୍ଠ ଭାଗରେ ରଖି ହସି ହସି ଯାତ୍ରା କଲେ ଶୁଭଫଳ ମିଳିବ।ଆୟ ଆଶାନୁରୂପ ହେବ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ପୃଷ୍ଠ ଦେଶରେ ହସ୍ତ ଚାଳନା କଲେ ବିପଦ ଆପଦରୁ ଉଧୁରୀ ଯିବେ। ମାଆ ଲକ୍ଷ୍ମୀ ଙ୍କୁ ପୀତ ବସ୍ତ୍ର ଦାନ କରନ୍ତୁ।

 

ତୁଳା: କାର୍ଯ୍ୟରେ ସଫଳତା ଲାଭ କରିବେ। କୁଳ ଉଜ୍ଜ୍ୱଳକାରୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଧଳାଫୁଲ ମାଆ ଙ୍କୁ ଅର୍ପଣ କଲେ ଜ୍ଞାନ ଗରିମା ବୃଦ୍ଧି ହେବ। ମାଆ ଲକ୍ଷ୍ମୀ ଙ୍କ ବିଶେଷ କୃପା ରହିବ।

କନ୍ୟା : ସେବା ପୂଜାରେ ମନୋନିବେଶ କରିପାରନ୍ତି। ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ ବିଳାସର କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଲାଲ ରଙ୍ଗର ଫୁଲ ଲକ୍ଷ୍ମୀ ଦେବୀଙ୍କୁ ଅର୍ପଣ କଲେ ମନସ୍କାମନାପୂର୍ଣ୍ଣ ହେବ।

ମୀନ ରାଶି : ଶ୍ରମ ସାର୍ଥକ ହେବ। ସୁସ୍ଥ ଓ ନିରାମୟ ରହିବେ। ଭ୍ରାତୃ ସ୍ନେହ ଅତୁଟ ରହିବ। ସହଯୋଗୀମାନଙ୍କ ଚତୁରତାରୁ ଶତ୍ରୁ ଦମନ କରିବାରେ ପାରଙ୍ଗମ ହେବେ। ଚାକିରି କ୍ଷେତ୍ରରେ ବହୁ ସୁନାମ ମିଳିବ। ହନୁମାନ ଆଶ୍ରିତ ହେଲେ ଶୁଭଫଳ ମିଳିବ।ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମଳିବ। କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭ ହେବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ବହି ଆସିପାରେ। ବ୍ୟବସାୟ ଭଲରେ ଚାଲିବ। ହଳଦୀ ରଙ୍ଗର ନବ ବସ୍ତ୍ର ମାଆ ଙ୍କୁ ଚଢାନ୍ତୁ ଶୁଭ ହେବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button