ଦେଶ

ଭୁଲରେ ବି ମହିଳାଙ୍କର ଏହି ଜିନିଷକୁ ଛୁଇଁବେ ନାହିଁ, ନ ହେଲେ ସାରା ଜୀବନ କାନ୍ଦୁଥିବେ- Chanakya Niti

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଚାଣକ୍ୟ ନୀତି ଅନୁସାରେ ମହିଳା ମାନଙ୍କ କେଉଁ ଜିନିଷ କୁ ଛୁଇଁଲେ ଅଶୁଭ ବୋଲି ମାନି ନିଆ ଯାଇଥାଏ ସେହି ସମ୍ବନ୍ଧରେ କହିବୁ। ଭାରତ ଏକ ଏଭଳି ଦେଶ ଯେଉଁଠାରେ ନାରୀ ଙ୍କୁ ସର୍ବଦା ସର୍ବଶ୍ରେଷ୍ଠ ସମ୍ମାନ ପ୍ରଦାନ କରାଯାଇଥାଏ ଏବଂ ଏଠାରେ ନାରୀଙ୍କୁ ଦେବୀ ବୋଲି ମାନି ଥାଆନ୍ତି । ଭାରତ ର ସଂସ୍କୃତି ଅନୁସାରେ ଦେବା ଦେବୀ ଙ୍କ ପୂଜା କରିବା ପରେ ହିଁ କୌଣସି ଶୁଭ କାର୍ଯ୍ୟ ର ଆରମ୍ଭ ହୋଇଥାଏ ଏବଂ ନାରୀ ମାନେ ହେଉଛନ୍ତି ଈଶ୍ଵର ଙ୍କ ସର୍ବଶ୍ରେଷ୍ଠ ରଚନା । ତେଣୁ ଭାରତୀୟ ସଂସ୍କୃତି ରେ ନାରୀ କୁ ପୂଜାର୍ଚ୍ଚନା କରାଯାଏ। ଭାରତୀୟ ସଂସ୍କୃତି ରେ କନ୍ୟା ପୂଜନ ର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ।

ନାରୀ ହିଁ ଆରମ୍ଭ ଏବଂ ନାରୀ ହିଁ ଅନ୍ତ। ଇତିହାସ ରେ ହୋଇଥିବା ଯୁଦ୍ଧ ର କାରଣ ଭି ନାରୀ ହିଁ ଅଟେ। ତାହା ମହାଭାରତ ହେଉ ଅଥବା ରାମାୟଣ।ସମସ୍ତ ଧାର୍ମିକ ଘଟଣା ମଧ୍ୟ ନାରୀର ଯୋଗଦାନ ବିନା ଅପୂର୍ଣ୍ଣ ଅଟେ।ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଏଭଳି ଅନେକ କ୍ଷେତ୍ର ରହିଛି ଯେଉଁଥିରେ ନାରୀ କୁ ରୋକା ଯାଇଥିବାର ଦେଖିବାକୁ ମିଳେ ।

ଏହା ମଧ୍ୟ କୁହାଯାଏ ଯେ ଘର ଓ ପରିବାର ର ସୁଖ ଶାନ୍ତି ନିମନ୍ତେ ନାରୀ କୁ ନିଜ ନିୟନ୍ତ୍ରଣ ରେ ରହିବା ଅତ୍ୟାବଶ୍ୟକ ହୋଇଥାଏ ଏବଂ ବହୁତ କିଛି ନୀତି ନିୟମ ର ଶିକାର ହେବାକୁ ପଡ଼ିଥାଏ କିନ୍ତୁ ପୁରୁଷ ଜାତିଙ୍କୁ କେବେ ବି କୌଣସି କ୍ଷେତ୍ରରେ କୌଣସି ନୀତି ନିୟମ ବାଧା ଦେଇନଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ କହିବୁ ନାରୀ ଙ୍କ କେଉଁ ଜିନିଷ କୁ ଛୁଇଁବା ଦ୍ୱାରା ଅଶୁଭ ମନେ କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ସେହି ସମ୍ବନ୍ଧରେ ।

ବନ୍ଧୁଗଣ ଶାସ୍ତ୍ର ଅନୁସାରେ କୌଣସି ନାରୀ ଙ୍କ ନାଭି କୁ ଛୁଇଁବା ଅନୁଚିତ । ତେଣୁ ଯେତେବେଳେ ଜଣେ ପୁରୁଷ ଜଣେ ନାରୀ ଙ୍କ ସହ ସମ୍ପର୍କ ସ୍ଥାପନ କରୁଛନ୍ତି ସେହି ସମୟରେ ସେ ଅତ୍ୟନ୍ତ ଉତ୍ତେଜିତ ହୋଇ ରହିଥାନ୍ତି। ତେବେ ସେହି ସମୟରେ ତାଙ୍କ ଶରୀର ର ନାଭି କୁ ଛୁଇଁବା କଥା ନୁହେଁ ଏବଂ ସର୍ବଦା ନାରୀ ଙ୍କ ସହ ଶାଳୀନତା ର ସହ ବ୍ୟବହାର କରିବା ଉଚିତ ଏବଂ କେବେ ବି କୌଣସି ନାରୀ ଙ୍କ ସହ ଜୋର ଜବରଦସ୍ତି କରିବା ଅନୁଚିତ । ବନ୍ଧୁଗଣ ନାଭିକୁ ନ ଛୁଇଁବା ପଛରେ ଏକ ବହୁତ ବଡ଼ କାରଣ ତଥା ରହସ୍ୟ ରହିଛି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି କାରଣ ସମ୍ବନ୍ଧରେ।

ବନ୍ଧୁଗଣ ନାରୀଙ୍କ ନାଭି କୁ ନ ଛୁଇଁବା ର କାରଣ ଧାର୍ମିକ ଅଟେ। ଶାସ୍ତ୍ର ରେ ଉଲ୍ଲେଖନୀୟ ହୋଇ ରହିଛି ଯେ, ପ୍ରତ୍ୟେକ ନାରୀ ଙ୍କ ନାଭି ରେ ଦେବୀ ଶକ୍ତି ତଥା ମାତା କାଳୀ ବାସ କରନ୍ତି। ଯଦି କୌଣସି ପୁରୁଷ କୌଣସି ନାରୀଙ୍କ ନାଭି କୁ ସ୍ପର୍ଶ କରିଥାଏ ତେବେ ମାତା କାଳୀ ଏଥିରେ ଅସନ୍ତୁଷ୍ଟ ହୁଅନ୍ତି ଏବଂ କ୍ରୋଧନ୍ୱିତ ହୁଅନ୍ତି। କୌଣସି ନାରୀ ର ନାଭି କୁ ଛୁଇଁବା ର ଅର୍ଥ ଦେବୀଙ୍କ ଶକ୍ତି କୁ ଆହ୍ୱାନ ଦେଉଛନ୍ତି। ତେଣୁ କୌଣସି ଭି ନାରୀଙ୍କ ନାଭି କୁ ସ୍ପର୍ଶ କରିବା ଉଚିତ ନୁହେଁ।

ବନ୍ଧୁଗଣ ଯଦି କୌଣସି ପୁରୁଷ କୌଣସି ନାରୀର ନାଭି କୁ ସ୍ପର୍ଶ କରିଥାଏ ତେବେ ସେ ମହାପାପ ର ଭାଗିଦାରୀ ହୋଇଥାଏ ଏବଂ ତାହାର ଫଳ ସେ ପରବର୍ତ୍ତୀ ସମୟରେ ନିଶ୍ଚିତ ରୂପରେ ଭୋଗ କରିଥାଏ ଏହା ସହିତ ମୃତ୍ୟୁ ମୁଖରେ ମଧ୍ୟ ପଡ଼ିବାର ସମ୍ଭାବନା ରହିଥାଏ। ତେଣୁ ବନ୍ଧୁଗଣ ଆପଣ ଏହି ପରି ଭୁଲ କଦାପି କରନ୍ତୁ ନାହିଁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button