ମନୋରଞ୍ଜନ

ଏହା ହେଉଛି South ଫିଲ୍ମ ଇଣ୍ଡଷ୍ଟ୍ରି ର ଫେମସ ଅଭିନେତା ମାନଙ୍କର ରିଅଲ ଲାଇଫ ମା-ପୁଅ ଯୋଡି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମାଆ ଏପରି ଏକ ଶବ୍ଦ ଯାହା ଶିଶୁ ଟିଏ ପ୍ରଥମ ଥର କଥା କହିବା ଆରମ୍ଭ କରିବା ସମୟରେ ତା ପାଟିରୁ ବାହାରିଥାଏ। ମାଆ ଶବ୍ଦ ଶୁଣିବା ଦ୍ୱାରା ନାରୀ ଟି ଏ ନିଜର ସମସ୍ତ ଦୁଃଖ କଷ୍ଟ ଭୁଲିଯାଇଥାଏ।ମାଆ ନିଜ ଶିଶୁ ପାଇଁ ସମସ୍ତ ଦୁଃଖ କଷ୍ଟ କୁ ହସି ହସି ସହି ଯାଇଥାଏ।ମାଆ ଶିଶୁର ସମସ୍ତ କଥା ବୁଝିଥାଏ।ଦୁଃଖ କଷ୍ଟ ସବୁ ସମୟରେ ନିଜ ମାଆ ହିଁ ପାଖରେ ରହିଥାଏ।ବନ୍ଧୁଗଣ ଆପଣ ମାନେ ଦେଖିଥିବେ ଯେ ସାଉଥର ସମସ୍ତ ତାରକା ପରଦା ଉପରେ ପ୍ରେମୀର ଅଭନୟ ବହୁତ ଭଲ ଭାବେ କରିଥାନ୍ତି।କିନ୍ତୁ ଆଉ କେତେକ ତାରକା ଅଛନ୍ତି ଯିଏ ଏକ ଭଲ ପୁଅର ଚରିତ୍ରରେ ମଧ୍ୟ ବହୁତ ଭଲ ଅଭିନୟ କରିଥାନ୍ତି।

“ବାହୁବଳୀ”ରେ ପ୍ରଭାସ ବହୁତ ଭଲ ପୁଅ ଭାବେ ରେ ନିଜ ଚରିତ୍ର ରେ ବହୁତ ଉତ୍ତମ ଅଭିନୟ କରିଥିଲେ।କିନ୍ତୁ ଆମେ ଆପଣଙ୍କୁ ଜଣାଇ ଦେଉଅଛୁ କି ଏହି ତାରକା ମାନେ କେବଳ ପରଦା ରେ ନୁହେଁ ବରଂ ନିଜ ଅସଲ ଜୀବନରେ ମଧ୍ୟ ବହୁତ ନିଜ ମାଆଙ୍କୁ ବହୁତ ଭଲ ପାଇଥାନ୍ତି।ନିଜ ମାଆ ଙ୍କ ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି।

ତାଙ୍କ ମାଆ ମଧ୍ୟ ତାଙ୍କୁ ବହୁତ ଭଲ ପାଇଥାଆନ୍ତି।ତେବେ ବନ୍ଧୁଗଣ ଆଜି ସାଉଥର କେତେକ ତାରକା ଏବଂ ତାଙ୍କର ଅସଲ ଜୀବନର ମାଆ ଙ୍କ ବିଷୟରେ ଆଲୋଚନା କରିବା।ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ଏହି ବିଷୟରେ ଅଧିକ କିଛି କଥା।

୧.ନବୀନ ବାବୁ ଘଣ୍ଟା-ନବୀନ ସାଉଥର ଏକ ଜଣା ଶୁଣା ଅଭିନେତା ଅଟନ୍ତି।ନିଜର ବହୁତ ଭଲ ଅଭିନୟ ପାଇଁ ସେ ସମସ୍ତଙ୍କ ନିକଟରେ ପରିଚିତ ଅଟନ୍ତି।ସେ ଯେଉଁ ଚରିତ୍ର ରେ ଅଭିନୟ କରିଥାନ୍ତି ସେ ଚରିତ୍ରକୁ ବହୁତ ଭଲ ଭାବରେ ପ୍ରଦର୍ଶନ କରିଥାନ୍ତି।ବର୍ତ୍ତମାନ ତାଙ୍କ ଅସଲ ଜୀବନର ମାଆଙ୍କ ବିଷୟରେ।ତେବେ ବନ୍ଧୁଗଣ ତାଙ୍କ ମାଆଙ୍କ ନାମ ହେଉଛି ବିଜୟ ଲକ୍ଷ୍ମୀ ଘଣ୍ଟା।ସେ ଜଣେ ଗୃହିଣୀ ଅଟନ୍ତି।ସେ ନିଜ ଘରର କାମ କୁ ବହୁତ ଭଲ ଭାବରେ କରିଥାନ୍ତି।ନବୀନ ନିଜ ମାଆଙ୍କୁ ବହୁତ ଭଲ ପାଆନ୍ତି।ତାଙ୍କ ମାଆ ମଧ୍ୟ ତାଙ୍କୁ ବହୁତ ଭଲ ପାଇଥାନ୍ତି ଏବଂ ତାଙ୍କର ବହୁତ ଯତ୍ନ ନେଇଥାନ୍ତି।

୨.ୟଶ-ୟଶ ନିଜ ଫିଲ୍ମରେ ରୋମାନ୍ସ ଓ କମେଡି ପାଇଁ ବହୁତ ପ୍ରଶଂସିତ ହୋଇଥାନ୍ତି।ନିଜର ଚମତ୍କାର ଅଭିନୟ ଜରିଆରେ ସେ ଦର୍ଶକଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ଘର ତିଆରି କରି ପାରିଛନ୍ତି।ବର୍ତ୍ତମାନ କଥା ହେବା ତାଙ୍କ ମାଆଙ୍କ ବିଷୟରେ।ତାଙ୍କ ମାଆ ଙ୍କ ନାଁ ହେଉଛି ପୁଷ୍ପା।ସେ ଜଣେ ଗୃହିଣୀ ଅଟନ୍ତି।ସେ ତାଙ୍କ ଘରକୁ ବହୁତ ଭଲ ଭାବରେ ସମ୍ଭାଳି ଥାଆନ୍ତି।ୟଶ ନିଜ ମାଆଙ୍କୁ ବହୁତ ଭଲ ପାଇଥାନ୍ତି।ତାଙ୍କ ମା ମଧ୍ୟ ତାଙ୍କୁ ବହୁତ ଭଲ ପାଇଥାଆନ୍ତି।ସେ ତାଙ୍କ ମାନଙ୍କ ର ବହୁତ ଯତ୍ନ ନେଇଥାନ୍ତି।ତାଙ୍କ ତାଙ୍କ ମା ମଧ୍ୟ ୟଶ ଙ୍କର ବହୁତ ଧ୍ୟାନ ରଖିଥାନ୍ତି।

୩.ମହେଶ ବାବୁ-ବନ୍ଧୁଗଣ ବର୍ତ୍ତମାନ ଆମେ କଥା ହେବା ମହେଶ ବାବୁ ଙ୍କ ବିଷୟରେ।ମହେଶ ଙ୍କୁ ଟଲିଉଡ଼ ଇଣ୍ଡଷ୍ଟ୍ରୀ ର ରାଜକୁମାର କୁହାଯାଇଥାଏ।ନିଜର ଲୁକ ଦ୍ଵାରା ସେ ଅନେକ ଝିଅଙ୍କ ର ହୃଦୟ ଜିତି ପାରିଛନ୍ତି।ଯଦି ଆମେ ଆଲୋଚନା କରିବା ତାଙ୍କର ଅସଲ ଜୀବନର ମାଆ ଙ୍କ ବିଷୟରେ।ତାଙ୍କ ମାଆଙ୍କ ନାମ ଇନ୍ଦ୍ରାଦେବୀ ଅଟେ।ସେ ଜଣେ ଗୃହିଣୀ ଅଟନ୍ତି।ସେ ନିଜ ଘରକୁ ବହୁତ ଭଲ ଭାବରେ ସମ୍ଭାଳି ଥାଆନ୍ତି।ମହେଶ ନିଜ ମାଆ ଙ୍କୁ ବହୁତ ଭଲ ପାଇଥାନ୍ତି।ତାଙ୍କ ମାଆ ମଧ୍ୟ ତାଙ୍କର ବହୁତ ଧ୍ୟାନ ରଖିଥାନ୍ତି।ସେ ନିଜ ମାଆଙ୍କୁ ନିଜର ସବୁ କଥା କହିଥାନ୍ତି।ତାଙ୍କ ମାଆ ତାଙ୍କର ସବୁ ଛୋଟ ବଡ଼ କଥାର ଯତ୍ନ ନେଇଥାନ୍ତି।

୪.ବିଜୟ ଜୋସେଫ-ନିଜ ଫିଲ୍ମ ମାନଙ୍କରେ ସେ ଦମଦାର ଅଭିନୟ କରି ସେ ଫିଲ୍ମ କୁ ସୁପରହିଟ କରିଥାନ୍ତି।ତାଙ୍କର ସମସ୍ତ ଫିଲ୍ମ ବକ୍ସ ଅଫିସ ରେ ଧମାଲ କରିଥାଏ।ବର୍ତ୍ତମାନ କଥା ହେବା ତାଙ୍କ ଅସଲ ଜୀବନର ମାଆଙ୍କ ବିଷୟରେ।ତାଙ୍କ ମାଆ ଙ୍କ ନାମ ଶୋଭା ଅଟେ।ସେ ଜଣେ ଗାୟିକା ଅଟନ୍ତି।ବର୍ତ୍ତମାନ ସୁଦ୍ଧା ସେ ବହୁତ ଗୁଡିଏ ଗୀତ ଗାଇଛନ୍ତି।ସେ ନିଜ ମାଆ ଙ୍କୁ ବହୁତ ଭଲ ପାଇଥାନ୍ତି ଏବଂ ତାଙ୍କ ମାଆ ମଧ୍ୟ ତାଙ୍କୁ ବହୁତ ଭଲ ପାଇଥାନ୍ତି।ସେ ପରସ୍ପର ର ବହୁତ ଯତ୍ନ ନେଇଥାନ୍ତି।କିଛି କାମ ନ ଥିବା ସମୟରେ ଦୁହେଁ ବାହାରକୁ ବୁଲିବାକୁ ଯାଇଥାନ୍ତି।ବିଜୟ ନିଜ ମାଆଙ୍କୁ ବହୁତ ଭଲ ପାଇଥାଆନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button