Gk Questions And Answers- ଜାଣନ୍ତୁ ସାଧାରଣ ଜ୍ଞାନର 16 ମଜାଳିଆ ପ୍ରଶ୍ନ ଓ ଉତ୍ତର

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଜୀବନରେ ସାଧାରଣ ଜ୍ଞାନର ଆବଶ୍ୟକତା ବହୁତ ଥାଏ । ସାଧାରଣ ଜ୍ଞାନ ପଢିବା ଦ୍ଵାରା ଆମେ ଦେଶ ଓ ବିଦେଶ ର ଅନେକ କିଛି ରୋଚକ କଥା ଜାଣିପାରୁ । ଜୀବନରେ ସାଧାରଣ ଜ୍ଞାନର ମହତ୍ତ୍ୱ ବହୁତ ଅଟେ । କିଛି ଲୋକଙ୍କୁ ସାଧାରଣ ଜ୍ଞାନ ପଢିବା ପାଇଁ ଭଲ ଲାଗିଥାଏ ଓ ଆଉ କେତେକ ଲୋକଙ୍କୁ ସାଧାରଣ ଜ୍ଞାନ ପଢିବା ପାଇଁ ବିଲକୁଲ ବି ଭଲ ଲାଗି ନ ଥାଏ ।
କିନ୍ତୁ ଆମେ ଜଣାଇ ଦେଉଛୁ କି ସାଧାରଣ ଜ୍ଞାନ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହାକୁ ପଢିବା ଦ୍ଵାରା ଆମେ ଦେଶ ବିଦେଶରେ ଘଟୁଥିବା ଅନେକ ଘଟଣା ସମ୍ପର୍କରେ ଜାଣି ପାରି ଥାଉ । ସାଧାରଣ ଜ୍ଞାନ ବିଦ୍ୟାଳୟ, ମହାବିଦ୍ୟାଳୟ ରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଭାବେ ପଢ଼ାଯାଇଥାଏ । କାରଣ ସାଧାରଣ ଜ୍ଞାନ ରୁ ଅନେକ ପ୍ରଶ୍ନ ଭବିଷ୍ୟତରେ କାର୍ଯ୍ୟ ରେ ଲାଗିଥାଏ ।

ସରକାରୀ ହେଉ କିମ୍ବା ଘରୋଇ ସମସ୍ତ କର୍ମ କ୍ଷେତ୍ରରେ ଚାକିରୀ ପାଇବା ପାଇଁ ହେଲେ ସାଧାରଣ ଜ୍ଞାନ ଜାଣିବା ନିହାତି ଆବଶ୍ୟକ ହୋଇଥାଏ । କର୍ମ କ୍ଷେତ୍ରରେ ଚାକିରୀ ପାଇବା ପାଇଁ ଯେଉଁ ଇଣ୍ଟରଭ୍ୟୁ ସବୁ ହୋଇଥାଏ ସେଥିରେ ସାଧାରଣ ଜ୍ଞାନ ହିଁ ବେଶି ପଚରା ଯାଇଥାଏ । ଏପରିକି ଭାରତର ସବୁଠୁ ବଡ଼ ପଦବୀ ଆଇ. ଏ. ଏସ ଏବଂ ଆଇ. ପି. ଏସ ପରୀକ୍ଷା ରେ ଏବଂ ଇଣ୍ଟରଭ୍ୟୁ ରେ ମଧ୍ୟ ସାଧାରଣ ଜ୍ଞାନ ସମ୍ପର୍କରେ ପଚରା ଯାଇଥାଏ ।
ଏପରି କୌଣସି ପରୀକ୍ଷା ନାହିଁ ଯେଉଁଥିରେ ସାଧାରଣ ଜ୍ଞାନର ପ୍ରଶ୍ନ ଆସି ନ ଥାଏ । ସାଧାରଣ ଜ୍ଞାନର ଏପରି କିଛି ପ୍ରଶ୍ନ ଥାଏ ଯାହା ଆମେ ବିଲକୁଲ ବି ଶୁଣି ନ ଥାଉ କି ଜାଣି ନ ଥାଉ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହିପରି କିଛି ପ୍ରଶ୍ନ ବିଷୟରେ ଆଲୋଚନା କରିବା ଯାହା ଆପଣ ଆଗରୁ କେଉଁଠି ବି ଶୁଣି ନ ଥିବେ କି ଜାଣିନଥିବେ । ତେବେ ଆସନ୍ତୁ ଆଲୋଚନା କରିବା ସାଧାରଣ ଜ୍ଞାନ ର ଅନେକ ଗୁଡିଏ ଅଜଣା ଓ ମଜାଳିଆ ପ୍ରଶ୍ନ ଏବଂ ତାର ଉତ୍ତର ବିଷୟରେ ।

୧. କୃଷିର ପ୍ରଥମ ଉଦାହରଣ କେଉଁଠାରୁ ମିଳିଥିଲା?
ଉତ୍ତର-ମେହରଗଡ଼ ।
୨. ବିଶ୍ୱର ସବୁଠାରୁ ବଡ଼ ମସଜିଦ କେଉଁ ଦେଶରେ ଅବସ୍ଥିତ?
ଉତ୍ତର-ଇରାକ ରେ ।
୩. ମହାତ୍ମା ଗାନ୍ଧି ଙ୍କୁ ଅର୍ଧ ନଗ୍ନ ଫକୀର କିଏ କହିଥିଲେ?
ଉତ୍ତର-ଫ୍ରେଙ୍କ ମୋରିସ ।
୪. ଯୋଗ ଦର୍ଶନ ର ପ୍ରବର୍ତ୍ତକ କିଏ ଥିଲେ?
ଉତ୍ତର-ପତଞ୍ଜଳି ।
୫. ବିଶ୍ୱରେ ସବୁଠାରୁ ବେଶୀ ମୋବାଇଲ ଫୋନ କେଉଁ ଦେଶରେ ତିଆରି କରାଯାଇଥାଏ?
ଉତ୍ତର-ଚୀନରେ ।

୬. ସବୁଠାରୁ ବେସି ବିଷ ଧର ସାପ ର ନାମ କଣ?
ଉତ୍ତର-କିଙ୍ଗ କୋବ୍ରା ।
୭. ଚନ୍ଦ୍ରମା ରେ ଧୂଳିର ପଡିଆକୁ କଣ କୁହାଯାଏ?
ଉତ୍ତର-ଶାନ୍ତି ସାଗର ।

୮. ସିନ୍ଧୁ ସଭ୍ୟତା ର ଆବିଷ୍କାର କିଏ କରିଥିଲେ?
ଉତ୍ତର-ରାୟ ବାହାଦୂର ଦୟାରାମ ସାହାଣୀ ।
୯. ନୁର ଜାହଁ ଙ୍କ ବାସ୍ତବିକ ନାମ କଣ ଥିଲା?
ଉତ୍ତର-ମେହରୁନନୀଶା ।
୧୦. କେଉଁ ଯିବ ସବୁ ଜିନିଷ ଦୁଇ ଗୁଣ ଦେଖାଯାଇଥାଏ?
ଉତ୍ତର-ହାତୀ କୁ ।

୧୧. ସନ୍ଧ୍ୟା ତାରା କେଉଁ ଗ୍ରହକୁ କୁହାଯାଇଥାଏ?
ଉତ୍ତର-ଶୁକ୍ର ଗ୍ରହ ।
୧୨. ବିଶ୍ୱର ସର୍ବ ବୃହତ ଜ୍ୱାଳାମୁଖୀ ପର୍ବତର ନାମ କଣ ଅଟେ?
ଉତ୍ତର-କୋଟାପେକ୍ସି ।
୧୩. କୁକୁର କାମୁଡ଼ିଲେ କେଉଁ ରୋଗ ହୋଇଥାଏ?
ଉତ୍ତର-ରାବିସ ।
୧୪. ରୁକ ବୈଦିକ ଯୁଗରେ ବନସ୍ପତି ର ଦେବତା କିଏ ଥିଲେ?
ଉତ୍ତର-ସୋମ ।

୧୫. “ଇଣ୍ଡିଆ ଡିଭାଇଟେଡ଼” ପୁସ୍ତକ କିଏ ଲେଖିଥିଲେ?
ଉତ୍ତର-ଡ଼ଃ ରାଜେନ୍ଦ୍ର ପ୍ରସାଦ ।
୧୬. ଏମିତି କେଉଁ ଜିନିଷ ଯାହାକୁ, ସକାଳୁ ଦେଖିଲେ- ସବୁଜ, ଖରାବେଳେ ଦେଖିଲେ- କଳା, ଖରାବେଳେ ଦେଖିଲେ- ନୀଳ, ରାତିରେ ଦେଖିଲେ- ଧଳା ହେଇଥାଏ ?
ଉତ୍ତର- ବିଲେଇର ଆଖି ।
ତେବେ ବନ୍ଧୁଗଣ ଯଦି ଆପଣଙ୍କୁ ସାଧାରଣ ଜ୍ଞାନ ପଢିବାକୁ ଭଲ ଲାଗୁଥାଏ ତେବେ ଏହାକୁ ନିଶ୍ଚିତ ଭାବରେ ପଢ଼ନ୍ତୁ । ଏପରି କୌଣସି ପରୀକ୍ଷା ନାହିଁ ଯେଉଁଠି ସାଧାରଣ ଜ୍ଞାନର ପ୍ରଶ୍ନ ଆସି ନ ଥାଏ । ଏହାକୁ ପଢିବା ଦ୍ଵାରା ଆପଣ ସାଧାରଣ ଜ୍ଞାନ ର ଅନେକ କିଛି ଅଜଣା କଥା ସମ୍ପର୍କରେ ଜାଣିବାକୁ ପାଇବେ ।




