IBN ଓଡ଼ିଶା ବ୍ୟୁରୋ

ଏହି 2 ଟି କାମ ପାଇଁ ସାରା ଜୀବନ ମଣିଷ ରହିଥାଏ ଦରିଦ୍ର, ଆଦୌ କରନ୍ତୁ ନାହିଁ ଏହି ଭୂଲ- Geeta Vani

ଏହି ୩ଟି କଥା ପାଇଁ ମଣିଷ ଦରିଦ୍ର ହୋଇଥାଏ । ଏହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜି ଆମେ ଜାଣିବା ଭାଗବତରେ ବର୍ଣିତ ହୋଇଥିବା ଦାରିଦ୍ର୍ୟ ତାର ଲକ୍ଷଣ । ମାନେ କେଉଁ ଭଳି ଲୋକମାନେ ଦୁଃଖ କଷ୍ଟରେ ଜୀବନ ଯାପନ କରିଥାନ୍ତି ବା ଦରିଦ୍ର ରହିଥାନ୍ତି ସେମାନେ କେବେ ବି ଧନୀ ହୋଇପାରନ୍ତି ନାହିଁ । ତେଣୁ ଏଠା ରେ କେତୋଟି ଭୁଲ ଉପରେ କୁହାଯାଇଛି ମାନେ ଯେଉଁ ଭୁଲ ଯାହାକି ମଣିଷ କରିବା କଥା ନୁହେଁ ।

ଭାଗବତ ରୁ କେତେଗୁଡିଏ ସାରା କଥା ରହିଅଛି ଯାହା କି ଆପଣ ମାନେ ମଧ୍ୟ ଜାଣିନଥିବେ ଯାହାକି ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଏହା ଜାଣିବା ଦ୍ଵାରା ଆପଣଙ୍କର ଜ୍ଞାନ ମଧ୍ୟ ବଢ଼ିପାରେ । ତେବେ ଆସନ୍ତୁ ଜାଣିବା ସେହି ସବୁ କଣ ଯାହାପାଇଁ ମଣିଷ ଦାରିଦ୍ର୍ ହୋଇଯାଇଥାଏ ।

 

ମଣିଷ ୨ ଟି କାରଣ ରୁ ଦରିଦ୍ର ହୋଇଥାଏ ଯଥା :କର୍ମଦୋଷେୟଣ ଦରିଦ୍ରତା ଏବଂ ଅନ୍ୟ ଟି ହେଉଛି ପ୍ରକୃତିଦୋଷେୟଣ ଦରିଦ୍ରତା ଅର୍ଥାତ ନିଜ କର୍ମ ଦୋଷରୁ ମଣିଷ ଦରିଦ୍ର ହୋଇଥାଏ ଏବଂ କେତେଟା କ୍ଷେତ୍ରରେ ପ୍ରକୃତି ଦୋଷରୁ ମଧ୍ୟ ଦରିଦ୍ର ହୋଇଥାଏ । ଯେଉଁ ବ୍ୟକ୍ତି ନିଜର କର୍ମ କୁ ବାରମ୍ବାର ଠକିବା ଅଭ୍ୟାସ କରିଥାଏ କିମ୍ବା କର୍ମ ନ କରି ପର ଧନ କୁ ଲକ୍ଷ ରଖିଥାଏ ସେମାନେ ସଦା ସର୍ବଦା ଜୀବନରେ ଦରିଦ୍ର ହୋଇରହିଥାନ୍ତି ।

 

କାରଣ ଭାଗବତରେ ଅଛି ପରଧନକୁ ଯେବେ ଦେବ ଆଖି ଜନ୍ମେ ଜନ୍ମେ ହୋଇବ ଦୁଃଖୀ ଯେଉଁ ବ୍ୟକ୍ତି ପର ଧନକୁ ତୁଷାରପାତ କରନ୍ତି ସେହିମାନେହିଁ ଦରିଦ୍ର ହୋଇଥାନ୍ତି । ଆପଣମାନେ ଜାଣିଥିବେ ସୁଦମା କୃଷ୍ଣ ଙ୍କର ବହୁତ ବଡ଼ ଭକ୍ତ ଥିଲେ କିନ୍ତୁ ସୁଦମା ମାତ୍ର କୃଷ୍ଣଙ୍କ ଭାଗର ମୁଠେ ଚାଉଳ ଭଜା ଖାଇଦେଇଥିଲେ ବୋଲି ସାରା ଜୀବନ ତାଙ୍କୁ ଦରିଦ୍ରତା ଭିତରେ କାଟିବାକୁ ପଡିଥିଲା । ତେଣୁ ଏଥିରୁ ଜାଣିଥାନ୍ତୁ ସୁଦାମା କେତେବଡ଼ ଭକ୍ତ ହୋଇ ମଧ୍ୟ ସାରାଜୀବନ ଦରିଦ୍ରତା ଭାବରେ କାଟୁଥିଲେ । ତେଣୁ ପର ଧନକୁ ଆଶା ରଖିବା ମହାନ କ୍ଷତିକରକ ।

 

ଯେଉଁ ବ୍ୟକ୍ତି ପର ଧନକୁ ମନଇଚ୍ଛା ଖର୍ଚ୍ଚ କରନ୍ତି ସେହିମାନେ ହିଁ ଦରିଦ୍ର । ଯେଉଁମାନେ ସମୟକୁ ଡାକନ୍ତି କୋଣସି କର୍ମ କରନ୍ତି ନାହିଁ ବସି, ଶୋଇ ତାସ ଖେଳି ସମୟକୁ କାଟନ୍ତି ତାଙ୍କୁ ଅଭାବ ଗ୍ରାସ କରିଥାଏ ସେମାନେ କେବେବି ଜୀବନରେ ଉନ୍ନତି କରି ପାରନ୍ତି ନାହିଁ କିନ୍ତୁ ଯଦି ଆପଣ ସବୁ କାଯ୍ୟରେ ନିଷ୍ଠାପର ସହିତ କାର୍ଯ୍ୟ କରନ୍ତି ତେବେ କେବେବି ଅପଣମାନଙ୍କ ଘରର ଅଭାବ ଦେଖାଯିବ ନାହିଁ କାରଣ ଲଷ୍ମୀ ସର୍ବଦା ନିଷ୍ଠାପର ବ୍ୟକ୍ତି ପାଖରେ ରହିଥାନ୍ତି । ବଚନ ମଧ୍ୟେ ସତ୍ୟ ବାଣୀ ନିର୍ଲୋଭ ମଧ୍ୟେ ପରଧନ ଜାଣି ।

 

ଆଉ ମଧ୍ୟ କେତେଗୁଡିଏ କଥା ରହୁଛି ଯାଇ ଆପଣ ପାଳନ କରିବେ ତେବେ ଧନ ପ୍ରତି ବି ମା ଲଷ୍ମୀ ଆପଣଙ୍କ ଉପରେ ସଦା ସର୍ବଦା ସନ୍ତୁଷ୍ଟ ରହିଥାନ୍ତି । ସବୁବେଳେ ସତ କଥା କହିବା, ପରଧନ କୁ ଲୋଭ କରିବାନାହିଁ, ଯାହାକୁ ଯେଉଁ ସମୟରେ ଯେଉଁ କଥାଟି କହିବେ ତାକୁ କାର୍ଯ୍ୟରେ ଲଗେଇବେ ।

Related Articles

Leave a Reply

Your email address will not be published. Required fields are marked *

Back to top button