ଦେଶ

ମହିଳାଙ୍କର ଏହି 1 ଜିନିଷ କେବେ ବି ଦେଖନ୍ତୁ ନାହିଁ, ହୋଇଯାଏ ସର୍ବନାଶ – Chanakya Niti

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଚାଣକ୍ୟ ନୀତି ରେ ଉଲ୍ଲେଖନୀୟ ଥିବା କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ବନ୍ଧରେ କହିବୁ। ଚାଣକ୍ୟ ଙ୍କ ଗ୍ରନ୍ଥ ର ମୁଖ୍ୟ ଉଦ୍ଦେଶ୍ୟ ହେଲା ପ୍ରତ୍ୟେକ ମନୁଷ୍ୟ କୁ ବ୍ୟବାହରିକ ଶିକ୍ଷା ପ୍ରଦାନ କରିବା। ବନ୍ଧୁଗଣ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ। ସେ ନିଜର ବୁଦ୍ଧି ବଳରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଙ୍କୁ ରାଜଗାଦିରେ ବସାଇଥଲେ। ବନ୍ଧୁଗଣ ସେହି ମହାନ ଜ୍ଞାନୀ ଚାଣକ୍ୟ ଙ୍କ ନୀତି ରେ ଅନେକ କିଛି ମହତ୍ତ୍ୱପୂର୍ଣ୍ଣ ତଥ୍ୟ ରହିଛି ଯାହା ପ୍ରତ୍ୟେକ ମନୁଷ୍ୟ ପାଇଁ ଶିକ୍ଷଣୀୟ ଅଟେ।

ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ଯେ, ଆଚାର୍ଯ୍ୟ ଚାଣକ୍ୟ ଙ୍କ ଗ୍ରନ୍ଥ ରେ ଉଲ୍ଲେଖନୀୟ ରହିଛି ଯେ, ମହିଳା ମାନଙ୍କର ଏହି ଜିନିଷ ଯେଉଁ ପୁରୁଷ ଦେଖିଥାଏ ତେବେ ତା’ର ମୃତ୍ୟୁ ସୁନିଶ୍ଚିତ ହୋଇଥାଏ। ଶାସ୍ତ୍ର ଅନୁସାରେଏଭଳି ପୁରୁଷ ମହାପାପୀ ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା ମହିଳା ମାନଙ୍କ କେଉଁ ଜିନିଷ ଦେଖିବା ଦ୍ୱାରା ଜଣେ ପୁରୁଷ ପାପ ର ଭାଗିଦାରୀ ହୋଇଥାଏ ଏବଂ ତା’ର ମୃତ୍ୟ ସୁନିଶ୍ଚିତ ହୋଇଥାଏ।

୧. ବନ୍ଧୁଗଣ ଯେଉଁ ପୁରୁଷ ଜଣେ ମାଆ କୁ ନିଜ ଛୁଆକୁ ସ୍ତନପାନ କରାଉଥିବା ସମୟରେ ଦେଖିଥାଏ ଏବଂ ନିଜ ମନରେ ଖରାପ ଭାବନା ସୃଷ୍ଟି କରିଥାଏ ସେହି ପୁରୁଷକୁ ଶାସ୍ତ୍ର ରେ ମହାପାପୀ ବୋଲି କୁହାଯାଇଛି।ଏହି ବ୍ୟକ୍ତି ନିଜ ମୃତ୍ୟୁ ର ସ୍ୱୟଂ କାରଣ ସାଜିଥାନ୍ତି।। ଶାସ୍ତ୍ର ରେ ଏଭଳି ବ୍ୟକ୍ତି ଙ୍କୁ ଦଣ୍ଡିତ କରିବାର ଅଲଗା ପ୍ରାବଧାନ ରହିଛି।


୨. ଯେଉଁ ପୁରୁଷ କୌଣସି ମହିଳା ଙ୍କୁ ସ୍ନାନ କରୁଥିବା ସମୟରେ ଲୁଚିକରି ଦେଖିଥାଏ, ସେଭଳି ପୁରୁଷ ଙ୍କୁ ଶାସ୍ତ୍ର ରେ ମହାପାପୀ ବୋଲି କୁହାଯାଇଛି। ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଯେଉଁ ପୁରୁଷ ଏଭଳି କରିଥାଏ ସେ ଦୁନିଆର ସବୁଠାରୁ ପାପୀ ମନୁଷ୍ୟ ରେ ଗଣା ହୋଇଥାଏ। ଏଭଳି ପୁରୁଷ ସ୍ୱୟଂ ନିଜେ ନିଜର ମୃତ୍ୟ ର କାରଣ ହୋଇଥାନ୍ତି।
୩. ବନ୍ଧୁଗଣ କେବେବି କୌଣସି ପୁରୁଷ କୁ ଅନ୍ୟ ମହିଳା ମାନଙ୍କ ସ୍ତନ କୁ ଦେଖିବା ଆଦୋୖ ଉଚିତ ନୁହେଁ। ଏଭଳି ପୁରୁଷ ପାପର ର ଭାଗିଦାରୀ ହୋଇଥାନ୍ତି। ଏହାଦ୍ବାରା ହିଁ ଜଣେ ପୁରୁଷ ର ପାଳନ ପୋଷଣ ହୋଇଥାଏ। ସେଥିପାଇଁ ଯେଉଁ ପୁରୁଷ ଅନ୍ୟ ମହିଳା ଙ୍କ ସ୍ତନକୁ ଖରାପ ନଜର ରେ ଦେଖିଥାଏ ତେବେ ତାହା ଘୋର ପାପ ବୋଲି କୁହାଯାଏ। ଶାସ୍ତ୍ର ଅନୁସାରେ ଏଭଳି ପୁରୁଷ ଅନ୍ୟ ଜନ୍ମ ରେ ମନୁଷ୍ୟ ରୂପରେ ଜନ୍ମ ଗ୍ରହଣ କରି ନଥାନ୍ତି। ତେଣୁ କୌଣସି ବି ପୁରୁଷ ଏଭଳି ପାପ କରିବା ଆଦୋୖ ଉଚିତ ନୁହେଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button