ମନୋରଞ୍ଜନ

Bollywood ର ଫେମସ ଖଳନାୟକ ମାନଙ୍କର ରିଅଲ ଲାଇଫ ପତ୍ନୀ ଓ ଝିଅ, Danny Denzongpa ଙ୍କ ଝିଅ ଲାଗନ୍ତି ସବୁଠୁ ଅଧିକ ସୁନ୍ଦର

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ର ଫିଲ୍ମ ସବୁବେଳେ ପାରିବାରିକ କାହାଣୀ ଉପରେ ଆଧାରିତ ଥାଏ।ଏହି କାହାଣୀ ହିଁ ଦର୍ଶକ ମାନଙ୍କୁ ଅଧିକ ମାତ୍ରାରେ ପ୍ରଭାବିତ କରିଥାଏ।ବଲିଉଡ ଇଣ୍ଡଷ୍ଟ୍ରୀ ର ସମସ୍ତ ଅଭିନେତା ମାନେ ମଧ୍ୟ ପରଦା ରେ ଅଭିନୟ ମାଧ୍ୟମରେ କାହାଣୀ ରେ ଥିବା ସମ୍ପର୍କ କୁ ଖୁବ ଭଲ ଭାବରେ ପ୍ରଦର୍ଶନ କରିଥାନ୍ତି। ଏହି ଅଭିନେତା ମନେ ପରଦା ରେ ଯେପରି ସମ୍ପର୍କ ର ମହତ୍ତ୍ୱ କୁ ନିଜ ଅଭିନୟ ମାଧ୍ୟମରେ ପ୍ରଦର୍ଶନ କରିଥାନ୍ତି ସେହିପରି ରିଅଲ ଲାଇଫ ରେ ମଧ୍ୟ ଏମାନେ ନିଜ ପରିବାର କୁ ସେତେ ମାତ୍ରାରେ ଭଲ ପାଆନ୍ତି।

ତେବେ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ର କିଛି ପ୍ରସିଦ୍ଧ ଅଭିନେତା ମାନଙ୍କ ରିଅଲ ଲାଇଫ ପତ୍ନୀ ଓ ଝିଅ ଙ୍କ ସମ୍ବନ୍ଧରେ କହିବୁ। ଯେଉଁମାନେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି।

 

୧. ଡ୍ୟାନି ଡେଙ୍ଗଜୋମ୍ପା- ବଲିଉଡ ର ଏହି ଲିଷ୍ଟ ରେ ସର୍ବ ପ୍ରଥମେ ଯେଉଁ ଅଭିନେତା ଙ୍କ ନାମ ସାମିଲ ରହିଛି ସେ ହେଉଛନ୍ତି ‘ଡ୍ୟାନି ଡେଙ୍ଗଜୋମ୍ପା’। ଏହି ଅଭିନେତା ୮୦ ଓ ୮୦ ଦଶକ ର ପ୍ରସିଦ୍ଧ ବଲିଉଡ ଖଳନାୟକ ଭାବରେ ପରିଚିତ ଅଟନ୍ତି।ଏହି ଅଭିନେତା ଙ୍କ ରିଅଲ ଲାଇଫ ପତ୍ନୀ ଙ୍କ ସମ୍ବନ୍ଧରେ ଯଦି କହିବା ତେବେ ତାଙ୍କ ନାମ ‘ଗାଭା ଡେଙ୍ଗଜୋମ୍ପା’ ଅଟେ।ଏହି ଯୋଡ଼ି ୧୯୯୦ ମସିହାରେ ବିବାହ କରିଥିଲେ ଏବଂ ଏହି ଯୋଡ଼ି ଦୁଇଟି ସନ୍ତାନ ଙ୍କ ମାତାପିତା ଅଟନ୍ତି।

ପତ୍ନୀ ଙ୍କ ପରେ ଏହି ଅଭିନେତା ଙ୍କ ଝିଅ ଙ୍କ ସମ୍ବନ୍ଧରେ ଯଦି କହିବା ତେବେ ତାଙ୍କ ନାମ ‘ପେମା ଡେଙ୍ଗଜୋମ୍ପା’ ଅଟେ। ସେ ଦେଖିବାକୁ ଖୁବ ସୁନ୍ଦର ଅଟନ୍ତି ଏବଂ ପ୍ରଫେସନ ରୁ ଜଣେ ମଡେଲର ଅଟନ୍ତି।

୨. ଚଙ୍କି ପାଣ୍ଡେ- ବଲିଉଡ ଇଣ୍ଡଷ୍ଟ୍ରୀ ର ଦମଦାମ କମେଡ଼ି ଅଭିନୟ ମାଧ୍ୟମରେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ‘ଚଙ୍କି ପାଣ୍ଡେ’ ଙ୍କ ରିଅଲ ଲାଇଫ ପତ୍ନୀ ଙ୍କ ସମ୍ବନ୍ଧରେ ଯଦି କହିବା ତେବେ ତାଙ୍କ ନାମ ‘ଭାବନା ପାଣ୍ଡେ’ ଅଟେ। ସେ ପ୍ରଫେସନ ରୁ ଜଣେ କସଟ୍ୟୁମ ଡିଜାଇନର ଅଟନ୍ତି। ଏହି ଯୋଡ଼ି ୧୯୯୮ ମସିହା ରେ ବିବାହ କରିଥିଲେ।

ପତ୍ନୀ ଙ୍କ ପରେ ଏହି ଅଭିନେତା ଙ୍କ ଝିଅ ଙ୍କ ସମ୍ବନ୍ଧରେ ଯଦି କହିବା ତେବେ ତାଙ୍କ ଦୁଇ ଝିଅ ଙ୍କ ନାମ ‘ଅନନ୍ୟା ପାଣ୍ଡେ’ ଏବଂ ‘ରିସା ପାଣ୍ଡେ’ ଅଟେ। ଅନନ୍ୟା ପାଣ୍ଡେ ଜଣେ ବଲିଉଡ ଅଭିନେତ୍ରୀ ଅଟନ୍ତି ଏବଂ ସେ ନିଜର ଡେବ୍ୟୁଟ ଫିଲ୍ମ ‘ସ୍ତୁଡେଣ୍ଟ ଅଫ ଦ ୟର ୨’ ରୁ ଆରମ୍ଭ କରିଥିଲେ। ଅଭିନେତା ଚଙ୍କି ପାଣ୍ଡେ ଙ୍କ ସାନ ଝିଅ ‘ରିସା ପାଣ୍ଡେ’ ବର୍ତ୍ତମାନ ନିଜ ପାଠପଢ଼ା ରେ ଧ୍ୟାନ ଦେଉଛନ୍ତି।

୩. ଶକ୍ତି କପୁର- ବଲିଉଡ ଇଣ୍ଡଷ୍ଟ୍ରୀ ରେ ଖଳନାୟକ ଭୂମିକା ରେ ଅଭିନୟ କରି ପରିଚୟ ହାସଲ କରିଥିବା ଅଭିନେତା ‘ଶକ୍ତି କପୁର’ ଫିଲ୍ମ ରେ ନିଜ ଭୂମିକା ର ସମ୍ପୂର୍ଣ୍ଣ ବିପରୀତ ନିଜ ରିଅଲ ଲାଇଫ ରେ ଅଟନ୍ତି।ରିଅଲ ଲାଇଫ ରେ ସେ ବହୁତ ଲଭିଙ୍ଗ ଓ କେୟରିଂ ନେଚର ର ଅଟନ୍ତି। ଏହି ଅଭିନେତା ଙ୍କ ରିଅଲ ଲାଇଫ ପତ୍ନୀ ଙ୍କ ସମ୍ବନ୍ଧରେ ଯଦି କହିବା ତେବେ ତାଙ୍କ ନାମ ‘ଶିବାଙ୍ଗୀ କୋଲହାପୁରୀ’ ଅଟେ। ଏହି ଯୋଡ଼ି ୧୯୮୨ ମସିହାରେ ଲଭ ମ୍ୟାରେଜ କରିଥିଲେ।

ତାଙ୍କ ପତ୍ନୀ ପେସା ରୁ ଜଣେ ଅଭିନେତ୍ରୀ ଅଟନ୍ତି। ‘କିସ୍ମତ’, ‘ୟାଦୋ କି ବାରାତ’ ଭଳି ଫିଲ୍ମ ରେ ସେ ଅଭିନୟ କରିଛନ୍ତି। ପତ୍ନୀ ଙ୍କ ପରେ ଯଦି ଏହି ଅଭିନେତା ଙ୍କ ଝିଅ ଙ୍କ ସମ୍ବନ୍ଧରେ କହିବା ତେବେ ତାଙ୍କ ଝିଅ ଙ୍କ ନାମ ‘ଶ୍ରଦ୍ଧା କପୁର’ ଅଟେ। ଯିଏ ବଲିଉଡ ର ଜଣେ ପ୍ରସିଦ୍ଧ ଏବଂ ନାମିଦାମୀ ଅଭିନେତ୍ରୀ ଅଟନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button