IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମା’ ଲକ୍ଷ୍ମୀ କୁହନ୍ତି ଘରେ ବନେଇ ଦିଅନ୍ତି ଏହି ୧ ନିୟମ, କେବେ ବି ହେବ ନାହିଁ ଧନର ଅଭାବ, ସର୍ବଦା ଲାଗି ରହିବ ମା’ ଲକ୍ଷ୍ମୀ ଙ୍କ କୃପା- Vastu Shastra

ବନ୍ଧୁଗଣ ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ୱାରା ରଚିତ ନୀତି ଶାସ୍ତ୍ର। ଯେଉଁଥିରେ ଜୀଵନ କୁ ସୁଖମୟ କରିବା ପାଇଁ ନୀତି ନିୟମ ବର୍ଣ୍ଣନା କରାଯାଇଛି। ଏଥିରେ ମନୁଷ୍ୟ କୁ ଜୀଵନ ର ସବୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା ହେଉଛି ଏହି ଗ୍ରନ୍ଥ ର ମୁଖ୍ୟ ବିଷୟ। ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ସେ ନିଜର ବୁଦ୍ଧି ଓ ନୀତି ଦ୍ୱାରା ଚନ୍ଦ୍ରଗୁପ୍ତ ଙ୍କୁ ରାଜା କରି ପାରିଥିଲେ। ଚାଲନ୍ତୁ ଜାଣିବା ଚାଣକ୍ୟ ଙ୍କର କିଛି ଏପରି ନୀତି ଯାହା ଆମ ଜୀବନର କୌଣସି ନା କୌଣସି ମୁହୂର୍ତ୍ତରେ କାମ ଆସି ପାରିବ।

ମନୁଷ୍ୟ ନିଜ ଜୀବନରେ ବହୁତ ଧନ କମେଇବା ପାଇଁ ଚାହିଁଥାଏ। ଏବଂ ସେହି ଧନ କୁ ପାଇବା ପାଇଁ ସେ ବହୁତ ପରିଶ୍ରମ ମଧ୍ୟ କରିଥାଏ।  ଏବଂ ଧନ ବିନା ଆପଣ ନିଜର ସୁଖ ସୁବିଧା ର ଜିନିଷ ମଧ୍ୟ କିଣି ପାରିବେ ନାହିଁ। ଏବଂ ଧନ ବିନା ନିଜ ଜୀବନରେ କୌଣସି କାର୍ଯ୍ୟ କରିବା ସମ୍ଭବ ନୁହେଁ।

ଏବଂ କିଛି ବ୍ୟକ୍ତି ଏପରି ଥାଆନ୍ତି କି ଧନ ତ ବହୁତ ରୋଜଗାର କରିଥାନ୍ତି କିନ୍ତୁ ତାଙ୍କ ପାଖରେ ଧନ କେବେବି ରୁହେ ନାହିଁ। ଏବଂ ଯାହା ଦ୍ୱାରା ସେମାନେ ବହୁତ ଚିନ୍ତିତ ରହିଥାନ୍ତି। ଏବଂ ଆଜି ଆମେ କିଛି ଉପାୟ କହିବୁ ଯାହାକୁ କେବଳ ରବିବାର ଦିନ ହିଁ କରିବେ। କାରଣ ରବିବାର ସୂର୍ଯ୍ୟ ଙ୍କ ଦିନ ହୋଇ ଥାଏ। ଏବଂ ସୂର୍ଯ୍ୟ ଦେବତାଙ୍କୁ ସୁଖ ସମୃଦ୍ଧି ର ପ୍ରତୀକ କୁହାଯାଏ। ଯଦି ଆପଣ ନିଜ ଘରେ ସୁଖ ସମୃଦ୍ଧି ଚାହାଁନ୍ତି ତେବେ ରବିବାର ଦିନ ଶୋଇବା ପୂର୍ବରୁ ଏକ ଗିଲାସ ରେ କିଛି ପାଣିରେ ଟିକେ କ୍ଷୀର ଢାଳିକି ଶୋଇବେ।

ଏବଂ ଧ୍ୟାନ ଦେବେ କି ଶୋଇଲା ବେଳେ ଯେମିତି ଆପଣଙ୍କ ହାତ ନ ବାଜି ଯାଉ। ଏବଂ ଉଠି ସ୍ନାନ ସାରି ସେହି ଜଳକୁ ବବୁଲ ଗଛ ମୂଳ ରେ ଦେଇଦେବେ। ଏପରି କଲେ ଆପଣଙ୍କ ଘରେ ଧନ ରହିବ ଏବଂ ଘରେ ଓ ପରିବାର ରେ ଶାନ୍ତି ମଧ୍ୟ ବଜାୟ ରହିବ। ଯଦି ଆପଣଙ୍କ କାର୍ଯ୍ୟ ପୂର୍ଣ୍ଣ ହେଉନାହିଁ କିମ୍ବା ଆପଣଙ୍କ କାର୍ଯ୍ୟ ରେ କୌଣସି ବାଧା ସୃଷ୍ଟି ହେଉଛି ତେବେ ରବିବାର ଦିନ ଏକ କଳା କୁକୁର ଙ୍କୁ ରୁଟି ଖାଇବା କୁ ଦେବେ।

ଏହା କରିବା ଦ୍ୱାରା ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ବାଧା ଦୂର ହୋଇ ଯିବ। ରବିବାର ଦିନ ସକାଳୁ ଶୀଘ୍ର ଉଠୁନ୍ତୁ। ଏବଂ ସୂର୍ଯ୍ୟ ଙ୍କୁ ଜଳ ଦାନ କରନ୍ତୁ ଏବଂ ସେହି ଜଳର ଧାରା ରେ ସୂର୍ଯ୍ୟ ଙ୍କୁ ଦର୍ଶନ କରନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ଦୃଷ୍ଟି ଶକ୍ତି ବଢିଥାଏ ଏବଂ ସମସ୍ୟା ଦୂର ହୋଇଥାଏ। ଏବଂ ସୂର୍ଯ୍ୟ ଙ୍କୁ ଜଳ ପ୍ରଦାନ କଲାବେଳେ ସୂର୍ଯ୍ୟ ମନ୍ତ୍ର ଓଁ ସୂର୍ଯାୟ ନମଃ ଏହି ମନ୍ତ୍ର ର ଉଚ୍ଚାରଣ କରିବା ଉଚିତ। ଏବଂ ରବିବାର ଦିନ ଭଗବାନ ସୂର୍ଯ୍ୟ ଙ୍କ ଆଶୀର୍ବାଦ ମିଳିବା ସହ ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ ।

ରବିବାର ଦିନ ଅଶ୍ୱତ୍ଥ ଗଛ ମୂଳରେ ଚାରି ମୁଖ ଵାଲା ଦୀପ ଜାଳିବା ଉଚିତ। ଏହା ଦ୍ୱାରା ଆପଣଙ୍କ ବ୍ୟାପାର ରେ ବୃଦ୍ଧି ହେବ।ଏବଂ ଧନର ପ୍ରାପ୍ତ ର ମଧ୍ୟ ରାସ୍ତା ଖୋଲିଯିବ। ଏବଂ ଘର କୁ ଲାଗି ରହିଥିବା ସମସ୍ତ ଅସୁବିଧା ମାନ ମଧ୍ୟ ଦୂର ହୋଇଯିବ। ଯଦି ଆପଣଙ୍କ ରୋଜଗାର କରିଥିବା ପଇସା ଆପଣଙ୍କ ପାଖରେ ରହୁନାହିଁ ତେବେ ସେଥିପାଇଁ ଆପଣ କୌଣସି ବି ଶୁଭ ମୁହୂର୍ତ୍ତରେ ସକାଳୁ ଶୀଘ୍ର ଉଠି ଏକ ଲାଲ ରେଶମ କପଡ଼ାରେ ଅଖଣ୍ଡିତ ୨୧ ଟି ଚାଉଳ କୁ ବାନ୍ଧନ୍ତୁ ଏବଂ ମହାଲକ୍ଷ୍ମୀ ଙ୍କ ପୂଜା ପରେ ନିଜର

ମନୋକାମନା କୁ କୁହନ୍ତୁ ଏବଂ ତାହା ପୂର୍ଣ ମଧ୍ୟ ହୋଇଥାଏ। ଆପଣ ସକାଳୁ ଶୀଘ୍ର ଉଠି ନିଜର ଦୁଇ ହାତକୁ ଦେଖି ମହାଲକ୍ଷ୍ମୀଙ୍କୁ ସ୍ମରଣ କରନ୍ତୁ ଏହା ଦ୍ବାରା ଆପଣଙ୍କୁ ମାତା ଲକ୍ଷ୍ମୀ ଓ ବିଷ୍ଣୁ ଏବଂ ମାତା ସରସ୍ୱତୀ ଙ୍କ ଆଶୀର୍ବାଦ ମଧ୍ୟ ମିଳିବ। ଏବଂ ନିଜ ଘରେ ଥିବା ଝାଡୁ କୁ ଏଠି ସେଠି ପକାନ୍ତୁ ନାହିଁ କାରଣ ଝାଡୁ କୁ ମାତା ଲକ୍ଷ୍ମୀ ଙ୍କ ପ୍ରତୀକ କୁହାଯାଏ।
ଏହି ସବୁ ଉପାୟ କରିବା ଦ୍ୱାରା ଆପଣଙ୍କ ଘରେ ଧନ ବଜାୟ ରହିବ ଏବଂ ପରିବାର ରେ ଖୁସି ଓ ଶାନ୍ତି ମଧ୍ୟ ବଜାୟ ରହିବ।

Related Articles

Leave a Reply

Your email address will not be published. Required fields are marked *

Back to top button