ଉଚ୍ଚତା ବଢିବା ପାଇଁ କ’ଣ ଖାଇବାକୁ ପଡେ ? ଏହିଭଳି 10+Interesting gk challenge for you

ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥିମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥିସହ ଏହି ସବ୍ୟ ଜ୍ଞାନ ଆପଣଙ୍କର ନୀତିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ଆଉ ସମୟ ବିଳମ୍ବ ନକରି ସେହି ସବୁ ସାଧାରଣ ଜ୍ଞାନ ପ୍ରଶ୍ନ ଓ ତାହାର ଉତ୍ତର ସମ୍ପର୍କରେ ଜାଣିନେବା ।
1- ଭାରତରେ କେଉଁ ଗଛ ଲଗାଇବା ଦ୍ଵାରା ଜେଲ୍ ହୋଇଯାଇଥାଏ ?
ଉତାର;- ଭାରତରେ ଗଞ୍ଜେଇ ଗଛ ଲଗାଇବା ଡ଼ିଡ଼ବଲଇଉର ଜେଲ୍ ହୋଇଯାଇଥାଏ ।
2- କେଉଁ ଦେଶର ଲୋକେ କୁକୁରର କ୍ଷୀର ପିଇଥାନ୍ତି ?
ଉତାର;- ମୋନୋ ଦେଶର ଲୋକେ କୁକୁରର କ୍ଷୀର ପିଇଥାନ୍ତି ।
3- ପବିତ୍ର ନଦୀ ନାମରେ କେଉଁ ନଦୀକୁ ଜଣା ଯାଇଥାଏ ?
ଉତ୍ତର;- ପବିତ୍ର ନଦୀ ଭାବେ ଗଙ୍ଗା ନଦୀକୁ ଜଣା ଯାଇଥାଏ ।
4- ଭାରତର ଡ୍ରାଇଭିଙ୍ଗ ଲାଇସେନ୍ସ କରିବାର ବୟସ ସୀମା କେତେ ଅଟେ ?
ଉତ୍ତର;- ଭାରତର ଡ୍ରାଇଭିଙ୍ଗ ଲାଇସେନ୍ସ କରିବାର ବୟସ ସୀମା 18 ବର୍ଷ ଅଟେ ।
5- କେଉଁ ଫଳ ଖାଇବା ଦ୍ଵାରା ବୁଦ୍ଧି ହୋଇଥାଏ ?
ଉତ୍ତର;- ବାଦାମ ଖାଇବା ଦ୍ଵାରା ବୁଦ୍ଧି ହୋଇଥାଏ ।
6- କେଉଁ ଦେଶରେ ଚୁଇଙ୍ଗମ ଖାଇଲେ ଓ ବିକିଲେ ଜରିମାନା ଦେବାକୁ ପଡିଥାଏ ?
ଉତ୍ତର;- ସିଙ୍ଗାପୁର ଦେଶରେ ଚୁଇଙ୍ଗମ ଖାଇଲେ ଓ ବିକିଲେ ଜରିମାନା ଦେବାକୁ ପଡିଥାଏ ।
7- କେଉଁ ଦେଶରେ ସବୁଠାରୁ ଅଧିକ ଟ୍ରେନ ଚାଲେ ?
ଉତ୍ତର;- ଆମେରିକାରେ ସବୁଠାରୁ ଅଧିକ ଟ୍ରେନ ଚାଲେ ।
8- କେଉଁ ଯିବାକୁ ସାପ କାମୁଡିଲେ ବି ବିଶ ଲାଗି ନଥାଏ ?
ଉତ୍ତର;- ନେଉଳକୁ ସାପ କାମୁଡିଲେ ମଧ୍ୟ ବିଶ ଲାଗିନଥାଏ ।
9- କ୍ରିକେଟ ଜଗତରେ କ୍ଯାପଟେନ କୁଲ୍ ନାମରେ କିଏ ପରିଚିତ ?
ଉତ୍ତର;- କ୍ରିକେଟ ଜଗତରେ କ୍ଯାପଟେନ କୁଲ୍ ନାମରେ ମହେନ୍ଦ୍ର ସିଂହ ଧୋନୀ ବେଶ ପରିଚିତ ଅଟନ୍ତି ।
10- ପ୍ରତିଦିନ କଣ ଖାଇବା ଦ୍ଵାରା ଉଚତା ବଢିଥାଏ ?
ଉତ୍ତର;- ପ୍ରତିଦିନ ଅଣ୍ଡା ଖାଇବା ଦ୍ଵାରା ଉଚତା ବୃଦ୍ଧି ହୋଇଥାଏ ।
ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ସହ ଏହିଭଳି ମଧ୍ୟ ଆଗକୁ ବନ୍ଧୁଗଣ ଯୋଡି ହୋଇ ରହିଥାନ୍ତୁ । ଏଥିସହ ଏହିଭଳି ଅଧିକରୁ ଅଧିକ ଜ୍ଞାନପୂର୍ଣ୍ଣ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ