IBN ଓଡ଼ିଶା ଏକ୍ସକ୍ଲୁସିଭ୍

Jyotish Shastra- ଆଜି ରାତି ୧୨ ଟା ପରେ ଏହି 4 ଟି ରାଶିଙ୍କ ପାଖକୁ ନିଜେ ଆସିବେ ମା’ ଲକ୍ଷ୍ମୀ, କଣ ସେହି ଭାଗ୍ୟଶାଳି ରାଶି ଆପଣଙ୍କର ନୁହେଁ ତ ?

 

ଆଜି ରାତି ୧୨ଟା ପରେ ଏହି ୫ରାଶି ଉପରେ ମାତା ଲକ୍ଷ୍ମୀ ବିଶେଷ କୃପା ଢାଳିବେ। ଆଜି ରାତିରେ ଶୁକ୍ର ଗ୍ରହ କୁମ୍ଭ ରାଶିରୁ ବାହାରି ନିଜ ଉଚ୍ଚ ରାଶି ମୀନ ରେ ପ୍ରବେଶ କରିବାକୁ ଯାଉଛନ୍ତି।

ଯାହା ଫଳ ରେ ତାର କିଛି ପ୍ରଭାବ କେତେକ ରାଶି ଉପରେ ପଡିବାକୁ ଯାଉଛି। ଏହି ପରିବର୍ତ୍ତନ ଶୁକ୍ରବାର ଦିନ ହେବାକୁ ଯାଉଛି। ଏହି ସବୁ ରାଶି ଉପରେ ଥିବା ସମସ୍ତ ବିପତ୍ତି ବା ଅସୁବିଧା ଗୁଡିକ ଏବେ ଶେଷ ହେବାକୁ ଯାଉଛି। ଏହା ସହ ଆର୍ଥିକ ସମସ୍ଯା ମଧ୍ୟ ଦୂର ହେବ। ଆସନ୍ତୁ ଆଲୋଚନା କରିବା ସେହି ରାଶି ଗୁଡିକ ବିଷୟରେ।

୧) ମେଷ ରାଶି-

ଏହି ରାଶି ମାନଙ୍କର ଭବିଷ୍ୟତରେ ରାଜଯୋଗ ର ସମ୍ଭାବନା ରହିଛି । ଭବିଷ୍ୟତ ରେ ଏହି ରାଶିର ବ୍ୟକ୍ତି ମାନଙ୍କ ର କୌଣସି ଅଟକି ରହି ଯାଇଥିବା କାର୍ଯ୍ୟ ପୂର୍ଣ ହେବ । ନୂତନ କାର୍ଯ୍ୟ କରିବା ନିମନ୍ତେ ନୂଆ ନୂଆ ସୁଯୋଗ ପ୍ରାପ୍ତ ହେବ । ନୂତନ ମିତ୍ର ବନାଇବେ ଏବଂ ଏହି ମିତ୍ର ମାନଙ୍କର ସମ୍ପୂର୍ଣ୍ଣ ସହଯୋଗ ମଧ୍ୟ ମିଳିବ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭ ପ୍ରାପ୍ତ ହେବ ।ମାତା ଲାଖମିଙ୍କ କୃପା ଯୋଗୁଁ  ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନ ରେ ଥିବା ଧନ ସମସ୍ୟା ଦୂର ହେବ।

୨) କନ୍ୟା ରାଶି-

ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଏହି ରାଶି ମାନଙ୍କ ଜୀବନରେ ଥିବା ପାରିବାରିକ ସମସ୍ୟା ଦୂର ହେବ । ନିଜ ଜୀବନସାଥୀ ଙ୍କ ସହ ନିଜର ସମୟ ଅତିବାହିତ କରିବେ । ଭାଗ୍ୟ ର ଏମାନଙ୍କୁ ପୂର୍ଣ ସହଯୋଗ ମିଳିବ। ଭାଗ୍ୟର ସହଯୋଗ ରେ ଏହି ରାଶିର ବ୍ୟକ୍ତି ମାନେ ପ୍ରଗତି ଆଡ଼କୁ ଅଗ୍ରସର ହେବେ।

୩) ସିଂହ ରାଶି-

ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଖୁବ ଶୀଘ୍ର ଶୁଭ ସମୟର ଆଗମନ ହେବାକୁ ଯାଉଛି । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ନିଶ୍ଚିତ ଭାବରେ ସଫଳତା ହାସଲ କରିବେ । ଏମାନଙ୍କ ଜୀବନରେ ମାତା ଲକ୍ଷ୍ମୀ ଙ୍କ ବିଶେଷ କୃପାଦୃଷ୍ଟି ରୁ କୌଣସି କ୍ଷେତ୍ରରେ ଆର୍ଥିକ ସମସ୍ୟା ରହିବ ନାହିଁ । ବ୍ୟାପାର ଏବଂ ବାଣିଜ୍ୟ ଉଭୟ କ୍ଷେତ୍ରରେ ଲାଭ ପ୍ରାପ୍ତ ହେବ । ଵ୍ୟାପାରୀ ମାନେ ନିଜ ବ୍ୟାପାର ରେ ଦୁଇଗୁଣ ଲାଭ ପାଇବେ । ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ହେବ ।

୪) କୁମ୍ଭ ରାଶି-

ଏହି ରାଶିର ବ୍ୟକ୍ତି ମାନଙ୍କୁ ଭାଗ୍ୟ ର ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ଏମାନେ ନିଜ ଭାଗ୍ୟ ବଳ ରେ ସମସ୍ତ କାର୍ଯ୍ୟ ରେ ସଫଳତା ହାସଲ କରିବେ।  ଏହି ରାଶିର ବ୍ୟକ୍ତି ମାନଙ୍କୁ ଆସନ୍ତା ସମୟରେ ଧନର କୌଣସି ଅଭାବ ରହିବ ନାହିଁ ଏବଂ ଏମାନଙ୍କ ଜୀବନ ରେ ସୁଖ ଏବଂ ଶାନ୍ତି ପ୍ରତିଷ୍ଠା ହେବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button