IBN ଓଡ଼ିଶା ଏକ୍ସକ୍ଲୁସିଭ୍

ପ୍ରତିଦିନ ଛୁଇଁ ଦିଅନ୍ତୁ ମହିଳାଙ୍କର ଏହି ଅଙ୍ଗ, ଆପଣଙ୍କ ଭାଗ୍ୟ ଚମକି ଉଠିବ

ସାଧାରଣତଃ ଝିଅ ମାନଙ୍କୁ ଲକ୍ଷ୍ମୀ ରୂପରେ ମାନିଥାନ୍ତି, ହେଲେ ଜଣେ ଜଣେ ଝିଅ ଏମିତି ଥାଆନ୍ତି ଯେଉଁମାନଙ୍କୁ ଲକ୍ଷ୍ମୀ ବୋଲି ମାନିବା ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ । ଚାଣକ୍ୟ ନୀତି ଅନୁସାରେ ଚାଣକ୍ୟ ତାଙ୍କ ଗ୍ରନ୍ଥରେ ଏହି ସବୁ ଝିଅ ମାନଙ୍କର କିଛି ଲକ୍ଷଣ ବିଷୟରେ ବର୍ଣ୍ଣନା କରିଛନ୍ତି । ଯଦି କୌଣସି ଲୋକ ଏହି ଝିଅ ମାନଙ୍କ ସହ ବିବାହ କରିବ, ତେବେ ସେହି ଲୋକ ନିଜ ଜୀବନ ସାରା ଦୁଃଖ କଷ୍ଟରେ ରହିବ । ଏହି ଝିଅ ମାନଙ୍କ ପାଇଁ ପରିବାରରେ ବାଦବିବାଦ ବା ବିଶୃଙ୍ଖଳା ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଝିଅ ମାନଙ୍କର କିଛିଟା ଲକ୍ଷଣ ବିଷୟରେ । ଯାହା ଦ୍ୱାରା ଆପଣ ଏହି ଝିଅ ମାନଙ୍କୁ ସହଜରେ ଚିହ୍ନି ପାରିବେ ।

ପ୍ରଥମ ଲକ୍ଷଣ-

ଚାଣକ୍ୟ ନୀତି ଅନୁସାରେ ଯଦି ଆପଣ କେଉଁ ଝିଅ ସହ ବିବାହ କରିବାକୁ ଯାଉଥିବେ, ତେବେ ଆପଣ ସେହି ଝିଅର ଘର ପାଖରେ ଥିବା ପଡୋଶୀ ଓ ଅନ୍ୟ ଲୋକମାନଙ୍କ ଠାରୁ ଝିଅର ସ୍ଵଭାବ ବିଷୟରେ ଜାଣନ୍ତୁ । ଯଦି ଝିଅର ସ୍ଵଭାବ ଖରାପ ହୋଇଥିବ, ତେବେ ଭୁଲ ସେ ମଧ୍ୟ ନିଜ ଜୀବନକୁ ନଷ୍ଟ କରନ୍ତୁ ନାହିଁ ।

ଦ୍ଵିତୀୟ ଲକ୍ଷଣ-

ଚାଣକ୍ୟ ନୀତି ଅନୁସାରେ ଯେଉଁ ଝିଅ ମାନଙ୍କର ଅନେକ ସମ୍ବନ୍ଧ ରହିଥାଏ, ତେବେ ସେହି ଝିଅ ମାନଙ୍କୁ ଭୁଲ ସେ ମଧ୍ୟ ବିବାହ କରିବେ ନାହିଁ । ଏହି ଝିଅ ମାନେ ସମୟ ଆସିଲେ ନିଜ ସ୍ଵାମୀଙ୍କୁ ମଧ୍ୟ ତ୍ୟାଗ କରି ପାରିବେ । ତେଣୁ ଏହି ଝିଅ ମାନଙ୍କ ଠାରୁ ଦୂରରେ ରୁହନ୍ତୁ ।

ତୃତୀୟ ଲକ୍ଷଣ-

ଯେଉଁ ଝିଅ ମାନଙ୍କୁ ଧନର ଅତ୍ୟଧିକ ଲୋଭ ଓ ଭୋଗବିଳାସ ରହିଥାଏ, ତେବେ ଚାଣକ୍ୟ ନୀତି ଅନୁସାରେ ଭୁଲ ସେ ମଧ୍ୟ ସେହି ଝିଅ ମାନଙ୍କ ସହ ବିବାହ କରିବେ ନାହିଁ । ସମୟ ଆସିଲେ ଏମାନେ କାହାର ହେବେ ନାହିଁ । ଆପଣଙ୍କ ଜୀବନ କୁ ବରବାଦ କରିଦେବେ ।

ଚତୁର୍ଥ ଲକ୍ଷଣ-

ଚାଣକ୍ୟ ନୀତି ଅନୁସାରେ ଯେଉଁ ଝିଅ ମାନେ ଧର୍ମ ଉପରେ ବିଶ୍ଵାସ କରୁନଥିବେ ଓ ପୂଜା ପାଠ କରୁନଥିବେ ତା ହେଲେ ଭୁଲ ରେ ମଧ୍ୟ ସେହି ଝିଅ ସହ ବିବାହ କରନ୍ତୁ ନାହିଁ । କାରଣ ଏହି ଝିଅ ମାନଙ୍କ ପାଇଁ ଘରର ସୁଖ ସମୃଦ୍ଧି ଦୂର ହୋଇଯାଏ ଓ ଘର ମଧ୍ୟରେ ନକରାତ୍ମକ ଶକ୍ତିର ପ୍ରଭାବ ବୃଦ୍ଧି ହୋଇଥାଏ । ଯେଉଁ ଝିଅ ନିଜ ଧର୍ମର ପାଳନ କରିପାରିବ ନାହିଁ, ତେବେ ସେ ନିଜ ପତିର କଥାର ପାଳନ କଣ କରିବ । ତେଣୁ ଏହି ଝିଅ ମାନଙ୍କୁ କେବେ ବି ଭୁଲ ସେ ବିବାହ କରିବେ ନାହିଁ ।

ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ମହିଳା ମାନଙ୍କର କେଉଁ ଅଙ୍ଗକୁ ଛୁଇଁଲେ ଆପଣଙ୍କ ଭାଗ୍ୟ ବଦଳିଯିବ । ତେବେ ଚାଣକ୍ୟ ନୀତି ଅନୁସାରେ ମହିଳାଙ୍କର ପାଦ ହେଉଛି ସବୁଠାରୁ ପବିତ୍ର ସ୍ଥାନ । ମହିଳାଙ୍କ ପାଦ ଛୁଇଁଲେ ସବୁ ଜନ୍ମର ପୂଣ୍ୟ ମିଳିଯାଇଥାଏ । ଚାଣକ୍ୟ ନୀତି ଅନୁସାରେ ମହିଳାର ପାଦ ଛୁଇଁଲେ ପୁରୁଷକୁ ସମସ୍ତ ସଫଳତା ମିଳିବା ସହ ପୁରୁଷର ଭାଗ୍ୟ ବଦଳିଯାଇଥାଏ । ତେଣୁ ପ୍ରତିଦିନ ସକାଳୁ ଉଠି ନିଜ ମା’ଙ୍କ ପାଦ ଅବଶ୍ୟ ଛୁଅନ୍ତୁ ଓ ତାଙ୍କର ଆଶୀର୍ବାଦ ନିଅନ୍ତୁ ଦେଖିବେ ସଫଳତା ଆପେ ଆପେ ଆପଣଙ୍କ ପାଖକୁ ଆସିବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button