IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଏବେ ଏବେ ଆସିଲା ବଡ ଖବର, କରୋନା ନେଲା ଆଉ ଏକ Bollywood ଷ୍ଟାରଙ୍କ ଜୀବନ

ଏବେ ଏବେ ଆସିଲା ପୁଣି ଏକ ଦୁଃଖର ଖବର, ଯେମିତି କି ଆପଣ ମାନେ ଜାଣିଛନ୍ତି କରୋନା ଏବେ ପୁଣି ଦ୍ରୁତଗତିରେ ବଢି ଚାଲିଛି ଓ ଏମିତିରେ ଅନେକ ଲୋକ ନିଜର ଜୀବନ ହରାଉଛନ୍ତି ।

ତେବେ ବଲୀଉଡ ଓ ଓଲିଉଡର ବହୁତ ଅଭିନେତା ଏହି କରୋନାରେ ଜୀବନ ହରାଇ ସାରିଲେଣି । କେବଳ ଅଭିନେତା ନୁହେଁ ଅନେକ ସାମ୍ବାଦିକ ମାନେ ମଧ୍ୟ ନିଜ ଜୀବନ ହଋ ଲେଣି । ଆଜି ମଧ୍ୟ ଆଉ ଜଣେ ଅଭିନେତା ଏହି କରୋନାରେ ଆଖି ବୁଝି ଦେଇଛନ୍ତି । ତେବେ ଅଜଯ ଯେଉଁ ମହାନ କଳାକର ଏ ଦୁନିଆକୁ ବିଦାୟ ଦେଇଛନ୍ତି ସେ ବହୁତ ଚର୍ଚ୍ଚିତ ଅଭିନେତା ଅଟନ୍ତି ଓ ଜଣେ ଅବସର ପ୍ରାପ୍ତ ସେନା ମଧ୍ୟ ।

ସେହି ବ୍ୟକ୍ତି ହେଲେ ଅଭିନେତା ବିକ୍ରମଜିତ୍ କାନୱାରପାଲ (ବିକ୍ରମଜିତ୍ କାନୱାରପାଲ) ଯିଏ କରୋନା ସଂକ୍ରମଣରେ ମୃ-ତ୍ୟୁ ବରଣ କରିଛନ୍ତି । ତାଙ୍କୁ ମାତ୍ର 52 ବର୍ଷ ବୟସ ହୋଇଥିଲା । ତେବେ ଆଜି ଚଳଚ୍ଚିତ୍ର ନିର୍ମାତା ଅଶୋକ ପଣ୍ଡିତ ଏହି ଅଭିନେତାଙ୍କ ଦେ-ହା-ନ୍ତ-ରେ ଶୋକ ପ୍ରକାଶ କରି ଟ୍ୱିଟ୍ କରି କହିଛନ୍ତି ।

, “ଆଜି ସକାଳେ କୋଭିଡ କାରଣରୁ ଅଭିନେତା ମେଜର ବିକ୍ରମଜିତ୍ କାନୱାରପାଲଙ୍କ ଦେ-ହା-ନ୍ତ ଖବର ଶୁଣି ବହୁତ ଦୁଖୀ । ସେ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ଯିଏ ଅନେକ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସିରିଏଲରେ ସୁପୋର୍ଟିଂ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ପ୍ରତି ସମବେଦନା । ”

ଏହି ଚଳଚ୍ଚିତ୍ରଗୁଡ଼ିକରେ ପ୍ରଦର୍ଶନ କରିଥିଲେ

2003 ମସିହାରେ ଭାରତୀୟ ସେନାରୁ ଅବସର ନେବା ପରେ ବିକ୍ରମଜିତ୍ କାନୱାରପାଲ ଅଭିନୟ ଆରମ୍ଭ କରିଥିଲେ । ସେ ପେଜ-3, ରକେଟ୍ ସିଂ: ସେଲ୍ସମ୍ୟାନ୍ ଅଫ୍ ଦି ଇୟର, ରିଜର୍ଭେସନ୍, ମ-ର୍ଡ-ର ୨, 2 ଷ୍ଟେଟ୍ସ ଏବଂ ଗାଜି ଆ-ଟା-କ୍ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ଟିଭି ଶୋ’ରେ ମଧ୍ୟ କାମ କଲା ।

ଚଳଚ୍ଚିତ୍ର ବ୍ୟତୀତ ସେ ଦିୟା ଅର ବାତି ହମ୍, ୟେ ହେ ଚାହତେ, ଦିଲ୍ ହି ତୋ ହେ ଏବଂ ଏହା ଛଡା ଆହୁରି 24 ଭଳି ଟେଲିଭିଜନ ସିରିଏଲରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କରୋନା ମହାମାରୀ ହେତୁ ମନୋରଞ୍ଜନ ଜଗତ ମଧ୍ୟ ଯ-ନ୍ତ୍ର-ଣା ଭୋଗୁଛି ।

କୋଭିଡ -19 ଯୋଗୁଁ ଅନେକ କଳାକାର ଏପର୍ଯ୍ୟନ୍ତ ପ୍ରାଣ ହରାଇଛନ୍ତି । କେବଳ ସେତିକି ନୁହେଁ ଅନେକ ଲୋକ ନିଜର ପରିବାର ଲୋକଙ୍କୁ ହାରୁଛନ୍ତି । ଏହି ସମୟରେ ଭ୍ୟାକ୍ସିନର ମଧ୍ୟ ଅଭାବ ଦେଖା ଦେଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button