ରାକ୍ଷୀ ପୁର୍ଣିମା ଶ୍ରାବଣ ମାସର ପୁର୍ଣିମା ତିଥିରେ ପାଳନ କରାଯାଇଥାଏ । ଏହି ଦିନ ଭଉଣୀ ଭାଇର ଲମ୍ବା ଆୟୁଷ ସୁଖ ସମୃଦ୍ଧି କାମନା କରି ରାକ୍ଷୀ ବାନ୍ଧି ଥାଏ । ଜ୍ୟୋତିଷଙ୍କର କହିବା ଅନୁଯାଇ ରକ୍ଷା ବନ୍ଧନରେ ଅନେକ ଲୋକ ଜାଣତରେ ହେଉ ବା ଅଜାଣତରେ ଅନେକ ବଡ ବଡ ଭୁଲ କରିବସିଥାନ୍ତି । ଯାହାକୁ ବହୁତ ଅଶୁଭ ହୋଇଥାଏ । ଯାହାକି ଭାଇ ଭଉଣୀର ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ । ଯାହାକି ଭାଇ ଭଉଣୀର ସଂପର୍କକୁ ଦୂରେଇ ଦେଇଥାଏ । ଏବଂ ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରିଥାଏ । ତେଣୁ ଏହି ସବୁ ଛୋଟ ଛୋଟ ଭୁଲ ଠାରୁ ଦୂରେଇ ରୁହନ୍ତୁ । ଆସନ୍ତୁ ଏହି ସବୁ ଭୁଲ ଗୁଡିକ ବିଷୟରେ ଆଲୋଚନା କରିବା । ରାକ୍ଷୀ ପୁର୍ଣିମାରେ ଭଦ୍ରା କାଳ ଓ ରହୁ କାଳରେ ରାକ୍ଷୀ ବାନ୍ଧିବା ଅନୁଚିତ ହୋଇଥାଏ । ଏଥର ରାକ୍ଷୀରେ ଭଦ୍ରାର ପ୍ରଭାବ ରହିବ ନହିଁ । You may like Marlo Thomas, 87, Grab Tissues Before You See Her Now Cidergossip Do This For 15 Minutes A Day And Earn ₹84,000 Daily Passive Income दोबारा नहीं सताएगा जोड़ों का दर्द, बस एक बार इसे आजमाएं Alpha Pain Relief गंजे सिर पर बाल उगाने का नेचुरल तरीका Alpha Hair Oil କିନ୍ତୁ ସନ୍ଧ୍ଯା ପାଞ୍ଚଟା ଶୋହଳ ମିନିଟରୁ ନେଇକି ୬.୫୪ ମିନିଟ ପର୍ଯ୍ୟନ୍ତ ରାହୁ କାଳ ରହିବ । ଏହା ଭିତରେ ଭୁଲରେବୀ ଭାଇର ହାତରେ ରାକ୍ଷୀ ବାନ୍ଧିବେ ନହିଁ । କାରଣ ଏହି ସମୟ ରହୁ କାଳ ରହିବ । ୨୨ ଅଗଷ୍ଟ ସକାଳ ୬.୧୪ ମିନିଟ ପର୍ଯ୍ୟନ୍ତ ଭଦ୍ରାକାଳ ରହିବ । ଏହା ପରେ ଦିନସାରା ଦିନସାରା ରକ୍ଷା ବନ୍ଧନ ପର୍ବ ପାଳନ କରାଯାଇପାରିବ । ଯେତେବେଳେକି ପୁର୍ଣିମା ତିଥି ୫ .୩୧ ମିନିଟ ପର୍ଯ୍ୟନ୍ତ ରହିବ । ଏଥି ପାଇଁ ୫ .୩୧ ମିନିଟ ପୂର୍ବରୁ ହିଁ ଭାଇର ହାତରେ ରାକ୍ଷୀ ବାନ୍ଧି ନିଅନ୍ତୁ । More Cool Stuff Marlo Thomas Is Almost 90, Hold Your Heart When You See Her Now Cidergossip क्या आपको भी कमर दर्द की शिकायत है? तो इसका उपयोग करके देखें Alpha Pain Relief Do This For 15 Minutes A Day And Earn ₹84,000 Daily Passive Income रजत शर्मा की पत्नी से जुड़ी कुछ ऐसी बातें जो आपको नहीं पता होंगी Brainberries ତେବେ ଦର୍ଶକ ବନ୍ଧୁ ଏହିଠାରେ ଆପଣ ଜାଣି ନିଅନ୍ତୁ ରାକ୍ଷୀ ବାନ୍ଧିବାର ଶୁଭ ମୁହୂର୍ତ ହେଉଛି ସକାଳ ୬ .୧୪ ମିନିଟରୁ ଆରମ୍ଭ ହୋଇ ସନ୍ଧ୍ଯା ପାଞ୍ଚଟା ୧୪ ମିନିଟ ରହିଛି । ଏହା ସହିତ ଆସନ୍ତୁ ଜାଣି ନେବା କେଉଁ ସବୁ ରାକ୍ଷୀ କିଣି ଆଣିବା ଉଚିତ । ପ୍ରାୟତଃ ରାକ୍ଷୀ କିଣି ବଜାରରୁ ଆଣିବା ଭିତରେ ତାହା ଛିଣ୍ଡି ଯାଇଥାଏ । ପୁଣି ଆମେ ଏହାକୁ ଯୋଡି କରି ଠିକ କରିଦେଇଥାଉ । ଜ୍ୟୋତିଷଙ୍କ ଅନୁସାରେ ଯଦି କୌଣସି ରାସୀ ଖଣ୍ଡିତ ହୋଇଯାଇଥାଏ ବା ଛିଣ୍ଡି ଯାଏ ତେବେ ଏହାର ପ୍ରୟୋଗ ବର୍ଜିତ ହୋଇଥାଏ । ତେବେ ଏହି ରାକ୍ଷୀ କାହା ହାତରେ ବାନ୍ଧିବା ଉଚିତ ହୋଇନଥାଏ । ପ୍ଲାଷ୍ଟିକ ରାକ୍ଷୀ ଜମାବି ବନ୍ଧନତୁ ନହିଁ, ପ୍ଲାଷ୍ଟିକ ରାକ୍ଷୀ କେତୁର ପଦାର୍ଥ ବୋଲି କୁହାଯାଇଥାଏ । ଏହା ଦୁର୍ନାମକୁ ବଢାଇ ଥାଏ । ତେବେ ଏହାକୁ ପିନ୍ଧାଇବା ଉଚିତ ହୋଇନଥାଏ । ଏହା କାଲେ ଭାଇର ଦୁର୍ନାମ ବଢିଥାଏ । ଏହା ସହିତ ରାକ୍ଷୀ କିଣିଲା ପରେ ଏହି କଥାର ଧ୍ୟାନ ରଖିବେକୀ କୌଣସି ଧାରୁଆ ବା ତୀକ୍ଷଣ ଜିନିଷରେ ତିଆରି ହୋଇନଥିବ । ଶୁଭ ମଉକାରେ ଏହି ଜିନିଷ ଅଶୁଭ ଫଳ ଆଣି ଦେଇଥାଏ । ଜ୍ୟୋତିଷଙ୍କ ଅନୁସାରେ ଭାଇ ମଧ୍ୟ କୌଣସି ଧାରୁଆ ଜିନିଷର ଉପହାର ଦେବା ଉଚିତ ନୁହେଁ । ଯେମିତିକି ଛୁରୀ ସେଟ, ମିକସି, ଫୋଟୋ ଫ୍ରେମ , ଆଇନା, ଏହା ସହିତ ଭଉଣୀକୁ ରୁମାଲ, ବା ଚପଲ ଭଳି ଜିନିଷ ଉପହାର ଦେବା ଉଚିତ ନୁହେଁ । ଏହି ସବୁ ଜିନିଷ ଉପହାର ଦେଲେ ଫାଟ ସୃଷ୍ଟି ହୋଇଥାଏ ।
ଆମ ଶାସ୍ତ୍ର ଅନୁସାରେ ଦେଖିବା ପାଇ ଗଲେ ସିନ୍ଦୁର ର ଅନେକ ମହତ୍ଵ ଅଛି । କିନ୍ତୁ ଏହାକୁ ଆମେ କେବଳ ପୂଜା ପାଠ ଓ ସଜେଇବା ପାଇ ବ୍ୟବହାର କରୁନା । ଏହାର ବ୍ୟବହାର ର ଅନେକ ଫାଇଦା ମଧ୍ୟ ଅଛି । ଏହାକୁ ଯଦି ଆମେ ବ୍ୟବହାର କରିବା ତେବେ ଆମେ ଅନେକ ଖରାପ ଶକ୍ତି କୁ ଆମ ଠାରୁ ଦୂରେଇ ରଖେ । ଆମ ଭାରତୀୟ ସଂସ୍କୃତି ର ଅନୁସାରେ ଦେଖିବା ପାଇ ଗଲେ ବିବାହିତ ନାରୀ ମାନେ ଏହାକୁ ନିଜ ମଠାରେ ସଜେଇ ଥାନ୍ତି । ସେମାନେ ଏହାକୁ ଲଗେଇବା ପାଇ ବିବାହ ଦିଆନରୁ ପ୍ରଥା ହୋଇ ଥାଏ ।
ଆମେ ଦେଖିବା ପାଇ ଗଲେ ଏହାକୁ କେବଳ ସ୍ଵାମୀ ମାନେ ଥରେ ମାତ୍ର ନିଜ ସ୍ତ୍ରୀ ମାନଙ୍କୁ ଏହା ଦେଇ ଥାନ୍ତି କିନ୍ତୁ ଏହାକୁ ସେମାନେ ସବୁ ଦିନ ଏହାକୁ ଲଗେଇ ଥାନ୍ତି । ସେମାନେ ଏହାକୁ ସବୁ ଦିନ ଲାହେୟ ଥାନ୍ତି ମାତ୍ର ଏହାକୁ ଲଗେଇବାର ସଠିକ ଉପାୟ ଯାନୀ ନଥାନ୍ତି ।
ଯଦି ଆମେ ଏହାକୁ ଭୁଲ ଭାବେ ଲଗେଇବା ଦ୍ଵାରା ଆମେ ଖୁବ ଖରାପ ପରିଣାମ ମିଳି ଥାଏ । ବିବାହିତ ମହିଳା ମାନେ ଏହାକୁ ଲଗେଇବବାର ଶାସ୍ତ୍ର ଅନୁସାରେ ଦେଖିବା ପାଇ ଗଲେ ଏହା ସେମାନଙ୍କୁ ଖରାପ ଦ୍ରୁଷ୍ଟି ରୁ ଦୂରେଇ ରଖୀ ଥାଏ । ଆହୁରି ଦେଖିବା ଅପାୟ ଗଲେ ବୈଜ୍ଞାନିକ ମାନେ କହିଛନ୍ତି କି ସିନ୍ଦୁର ରେ ପାରଦ ଥାଏ । ଏହାକୁ ଆମ ମଥାକୁ ସାନ୍ତ କରିକି ରଖିଥାଏ । ଏହାକୁ ଦେଖିବା ପାଇ ଗଲେ କୁକୁମ ରେ ଆମ ଜ୍ଞାନ ଚକ୍ରକୁ ନିୟନ୍ତ୍ରଣ କରିବାର କ୍ଷମତା ଥାଏ ।
ତେଣୁ ଏହାକୁ ଆମେ ପୂଜା କରିବା ସମୟରେ ମଧ୍ୟ ବ୍ୟଭାର କରି ଥାଉ । କିଛି ନାରୀ ମାନେ ଏହାକୁ ମନ ଇଚ୍ଛା କରିକି ଲଗାଇ ଥାନ୍ତି । ଏହାକୁ ଲଗାଇବା ଦ୍ଵାରା ବଶୀକରଣ ଓ ତନ୍ତ୍ର ଶକ୍ତି ମଧ୍ୟ ହାରି ଯାଇ ଥାଏ । ଏବେ ଆସନ୍ତୁ ଜାଣିବା ଆକି ଏହାକୁ କିଭଳି ଭାବେ ବ୍ୟବହାର କରିବା । ମହିଳା ମାନେ ଏହାକୁ ନିଜ ମଥାରେ ଲଗାଇବା ବେଳେ ନିଜ ଅନାମିକା ଆଙ୍ଗୁଳି ର ବ୍ୟବହାର କରିବା । ଯଦି ଆମେ ଆଉ କାହାକୁ ଲଗାଇବା ପାଇ ଯାଉଛୁ ତେବେ ଏହାକୁ ଆମେ ନିଜର ମଧ୍ୟମା ଆଙ୍ଗୁଳି ରେ ଲଗାଇବା ଆବଶ୍ୟକ ।
ମଧ୍ୟମା ଆଙ୍ଗୁଳି ରେ ଥିବା ଶକ୍ତି ଅନ୍ୟ ବ୍ଯକ୍ତିର ଖରାପ ଶକ୍ତି କୁ ନିଜ ଶରୀର ରେ ପ୍ରବେଶ କରିବା ପାଇ ଦେଇ ନଥାଏ । କିନ୍ତୁ ଦେଖିବା ପାଇ ଗଲେ ଆମେ ଅନେକ ସମୟରେ ମହିଳା ମାନେ ଅଧିକ ସିନ୍ଦୁର ଓ କୁକୁମ କୁ ଅଧିକ କରିକି ଲଗେଇ ଦେଇଥାଉ କିନ୍ତୁ ଏହା କରିବା ଖୁବ ଖରାପ ହୋଇ ଥାଏ ଯେତିକି ଦରକାର ତା ଠାରୁ ଅଧିକ କୁକୁମ ଲଗାଇବା ଅଶୁଭ ହୋଇ ଥାଏ ବୋଲି କୁହାଯାଏ । ଆଉ କ୍କିଛି ମହିଳା ମାନେ ନିଜ ମଥାରେ ଲାଗିଥିବା କୁକୁମ କୁ ସଜାଡିବା ଅପାୟ ଏହାକୁ ପୋଛି ଦେଇ ଥାନ୍ତି । ଏହା କରିବା ମଧ୍ୟ ଖରାପ ହୋଇ ଥାଏ ।