Uncategorized

ପାରା ର କେଉଁ କାର୍ଯ୍ୟ ଗୃହ ପାଇଁ ଅଶୁଭ ସଂକେତ- Shakuna Shastra

ଆମେ ଜାଣିଛେ କି କେଉଁ ଜୀବ ମାନେ ଆମ ପାଇଁ ଶୁଭ ହୋଇ ଥାନ୍ତି ଓ କିଛି ଜଣ ଆମ ପାଇଁ ଅଶୁଭ ହୋଇ ଥାନ୍ତି । ଆମ ପାଇଁ ଭଗବାନ ଏହି ସଂସାର ରେ ସବୁ ପ୍ରକାର ସୁବିଧା କରି ରଖିଛନ୍ତି କିନ୍ତୁ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି କିଛି ଜଣ ଆମ ପାଇଁ ଶୁଭ ହୋଇ ଥାଏ କିଛି ଜଣ ଆମ ପାଇଁ ଅଶୁଭ ହୋଇଥାନ୍ତି । ଆମେ ଆଜି କହିବା ପାଇଁ ଯାଉଥିବା ପାରା ବିଷୟରେ କେବଳ ଏକ କଥା କହି ପାରିବା କି ଆମେ ଯଦି ଏହାଙ୍କୁ ଖାଇବା ପାଇଁ ଦେବା ଏହା ଖୁବ ଭଲ ହୋଇ ଥାଏ ।

ଆମେ ଜାଣିଛେ କି ଏହା ଆମ ପାଇଁ ଶୁଭ ହୋଇ ଥାଏ କି ଆମେ କାହାକୁ ଖାଇବା ପାଇଁ ଦେବା ଏହା ଅଧିକ ଶୁଭ ହୋଇ ଥାଏ ସେତେବେଳେ ଯେତେବେଳେ ଆମେ କଥା କହି ପାରୁନଥିବା ଜୀବ କିମ୍ବା ପକ୍ଷୀ ମାନଙ୍କୁ ଖାଇବା ପାଇଁ ଦେଇ ଥାଉ । ଆମ ଶାସ୍ତ୍ର ରେ ସବୁ ଜୀବ ଓ ପକ୍ଷୀ ମାନଙ୍କ ପାଇଁ କିଛି ଭଲ ଓ କିଛି ଖରାପ ଲେଖା ଯାଇଛି କୁହା ଯାଇଛି । ଆମେ ଆଜି କହିବ ଅପାଇନ ଯାଉଥିବା କଥା ହେଉଛି କି ଆପଣ ମାନେ ପାରା କୁ ଜାଣି ଥିବେ ଏହା ଏକ ସାଧାରଣ ପକ୍ଷୀ ଅଟେ ଭାରତ ରେ । ଏହାକୁ ଆଗ କାଳରେ ଲୋକ ମାନେ ନିଜ ସନ୍ଦେଶ କୁ ପହଞ୍ଚାଇବା ପାଇଁ ବ୍ୟବହାର କରୁଥିଲେ ।

ଏହାକୁ ବୁଦ୍ଧିଆ ପକ୍ଷୀ କହିଲେ ମଧ୍ୟ ଏହା ଭୁଲ ହେବନି । ଏମାନଙ୍କ ପାଖରେ ସ୍ଵତନ୍ତ୍ର ଭାବେ ଦେଖିବା ପାଇଁ ଯିବା ତ ଏମାନେ ଥରେ ଯାହାକୁ ମାନ ରାଖୀ ଥାନ୍ତି ସେମାନଙ୍କୁ ଜାଣି ଯାନ୍ତି ଏମାନେ ସାଧାରଣ ଭାବେ ଏକା ସହ ବୁଲୁଥାନ୍ତି । ଏମାନେ କାହିଁ ଉପରୁ ଭି ସୋରିଷ ଦାନା ଦେଖି ନେବେ ଏମାନେ ଖୁବ ଭଲ ଦେଖି ପାରନ୍ତି । କିଛି ଜଣ ଙ୍କ ମତରେ ଏମାନଙ୍କ ପାଇଁ ଆପଣ ଯଦି କିଛି ଖାଇବା ସବୁ ଦିନ ଦେବେ ଏହା ଭଲ ଅଟେ ଏହା ସହ ଆପଣ ଯଦି ଏମାନଙ୍କ ପାଇଁ ପାଣି ପିବା ର ବ୍ୟବସ୍ଥା କରିବେ ଏହା ମଧ୍ୟ ଖୁବ ଭଲ ଅଟେ ।

ଏହା ମଧ୍ୟ କୁହା ଯାଏ କି ଦୁଇ ପ୍ରକାର କିମ୍ବା ଏହା ଠାରୁ ଅଧିକ ପ୍ରକାର ପାରା ଅଛନ୍ତି ଆମ ଦେଶରେ । ଏହି ପାରା ମନ୍ଦିର ଓ ମସ୍ଜିଦ ମାନଙ୍କ ରେ ଅଧିକ ଦେଖା ଯାଇଥାନ୍ତି । କିଛି ଜଣ ଏମାନଙ୍କୁ ନିଜ ଘର ମାନଙ୍କ ରେ ପାଳି ଥାନ୍ତି । ଏମାନେ ଯଦି ନ୍ଯାଯ ବଂଶ ବିସ୍ତାର ଅକ୍ରିୟ ଥାନ୍ତି ଏହା ଶୁଭ ଅଟେ । ଆପଣଙ୍କ ଘରକୁ ପାରା ଆସିଥାଏ ଏହା ଶୁଭ ଅଟେ । ଆପଣ ଯଦି ତାକୁ ଘରେ ବସା କରିବା ପାଇଁ ଦେବେ ଏହା ଖରାପ ଅଟେ । ଏହାର ଧ୍ୟାନ ଦେବେ କି ପାରା ତାର ବସା ଆପଣ ଙ୍କ ଘରେ ନ କରୁ । ବାଙ୍ଗାଲ୍ଲୀ ରେ କୁହାଯାଏ କି ଶୁଭର ପାରା । ଏହାର ମାନେ ପାରା ଶୁଭ ଅଟେ ।

Related Articles

Leave a Reply

Your email address will not be published. Required fields are marked *

Back to top button