IBN ଓଡ଼ିଶା ବ୍ୟୁରୋ

Jyotish Shastra- ଶନିଦେବ ନିଜେ କରିବେ କୃପା, ଆଜି ଠାରୁ ଏହି 2 ଟି ରାଶିଙ୍କୁ କରିଦେବେ ମାଲାମାଲ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭଗବାନ ଶନିଦେବ ହେଉଛନ୍ତି ନ୍ୟାୟ ର ଦେବତା ଅଟନ୍ତି । କୌଣସି ବ୍ୟକ୍ତି ର କର୍ମ ଅନୁଯାୟୀ ହିଁ ଶନି ଦେବ ସେହି ବ୍ୟକ୍ତି କୁ ଫଳ ପ୍ରଦାନ କରିଥାନ୍ତି ।

ଯଦି କୌଣସି ବ୍ୟକ୍ତି ନିଜ ଜୀବନରେ ଭଲ କର୍ମ କରିଥାଏ ତେବେ ଶନିଦେବ ସେହି ବ୍ୟକ୍ତି ଙ୍କୁ ନିଶ୍ଚିତ ଭଲ ଫଳ ପ୍ରଦାନ କରିଥାନ୍ତି ଏବଂ ଯେଉଁ ବ୍ୟକ୍ତି ନିଜ ଜୀବନରେ ଖରାପ କର୍ମ କରିଥାଏ ସେହି ବ୍ୟକ୍ତି ଙ୍କୁ ଶନିଦେବ ତାର କର୍ମ ଅନୁସାରେ ନିଶ୍ଚିତ ଦଣ୍ଡିତ କରିଥାନ୍ତି । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଶନିଦେବ ୨ଟି ରାଶି ଙ୍କ ଉପରେ ପ୍ରସନ୍ନ ରହିବେ ଏବଂ ସେହି ବ୍ୟକ୍ତି ର ଜୀବନ ରେ ସୁଖ ସମୃଦ୍ଧି ସ୍ଥାପନ ହେବ ଏବଂ ସେହି ରାଶି ଥିବା ବ୍ୟକ୍ତି ଙ୍କ ଜୀବନ ଧନଧାନ୍ୟ ରେ ପରିପୂର୍ଣ୍ଣ ହେବ ।

ତେବେ ବନ୍ଧୁଗଣ ଆସନ୍ତୁ ସେହି ରାଶି ମାନଙ୍କ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ମେଷ ରାଶି- ବନ୍ଧୁଗଣ ପ୍ରଥମ ରାଶିଟି ହେଉଛି, ‘ମେଷ ରାଶି’ । ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଉପରେ ଭଗବାନ ଶନିଦେବ ଙ୍କ ଅପାର କୃପା ରହିବ । ଶନି ଙ୍କ ଅନୁଗ୍ରହ ରେ ଏମାନଙ୍କ ଜୀବନ ରେ ନୂତନ ପରିବର୍ତ୍ତନ ର ଆଗମନ ହେବାକୁ ଯାଉଛି । ଏହି ରାଶି ଥିବା ବ୍ୟକ୍ତି ଙ୍କ ଉପରେ ଧନର ବର୍ଷା ହେବ । ଯେଉଁ ମାନଙ୍କ ଆର୍ଥିକ ଅବସ୍ଥା ଠିକ ନାହିଁ, ସେମାନଙ୍କ ଅର୍ଥିକ ସ୍ଥିତି ରେ ସୁଧାର ଆସିବ । ରୋଜଗାର ର ନୂତନ ପନ୍ଥା ମିଳିବ ।

ସନ୍ତାନ ସମ୍ବନ୍ଧୀୟ ଏକ ଖୁସି ଖବର ପାଇବେ । ପ୍ରେମ କ୍ଷେତ୍ରରେ ଏହି ରାଶିର ବ୍ୟକ୍ତି ଭାଗ୍ୟବାନ ହେବେ । ବିଦ୍ୟାର୍ଥୀ ତଥା ଛାତ୍ରଛାତ୍ରୀ ମାନେ ପରୀକ୍ଷା ରେ ସଫଳତା ହାସଲ କରିବେ । କେବଳ କଠିନ ପରିଶ୍ରମ ର ଆବଶ୍ୟକତା ରହିଛି । ଏହି ରାଶିର ବିଦ୍ୟାର୍ଥୀ ମାନେ ନିଜର କଠିନ ପରିଶ୍ରମ ବଳରେ ସଫଳତା ର ଶୀର୍ଷ ସ୍ଥାନରେ ପହଞ୍ଚିବେ ଏବଂ ନିଜ ଲକ୍ଷ ସ୍ଥଳରେ ଅଗ୍ରସର ହେବେ ।

୨. ତୁଳା ରାଶି- ବନ୍ଧୁଗଣ ଦ୍ଵିତୀୟ ରାଶିଟି ହେଉଛି, ‘ତୁଳା ରାଶି’ । ଏହି ରାଶି ଥିବା ବ୍ୟକ୍ତି ବିଶେଷ ଙ୍କ ଉପରେ ଶନିଦେବ ଙ୍କ ଅପାର କୃପାଦୃଷ୍ଟି ଲାଭ ହେବ । ଶନିଦେବ ଙ୍କ କୃପା ରୁ ଏହି ରାଶିର ବ୍ୟକ୍ତି ଙ୍କୁ ପ୍ରଚୁର ଧନ ଲାଭ ହେବ । ଏମାନଙ୍କ ଘରେ ସୁଖ ଓ ସମୃଦ୍ଧି ସ୍ଥାପନ ହେବ ଏବଂ ଏହା ସହିତ ଏହି ରାଶିର ବ୍ୟକ୍ତି ଙ୍କ ଆର୍ଥିକ ସ୍ଥିତି ଦୃଢ଼ ହେବ ।

ଏମାନଙ୍କ ସମସ୍ତ ଇଚ୍ଛା ତଥା ମନୋକାମନା ପୂରଣ ହେବ । ଏହି ରାଶିର ବ୍ୟକ୍ତି ବିଶେଷ ଘର ଓ ପରିବାରର ଚାପ ରୁ ମୁକ୍ତି ପାଇବାକୁ ଯାଉଛନ୍ତି । ଏମାନଙ୍କ ସମ୍ପୂର୍ଣ୍ଣ ଜୀବନ ସୁଖ ଓ ଶାନ୍ତି ରେ କଟିବ । ଏମାନେ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ସଫଳତା ହାସଲ କରିବେ ଏବଂ ଆର୍ଥିକ ଲାଭ ପାଇବେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button