IBN ଓଡ଼ିଶା ବ୍ୟୁରୋ

ଏପରି ଲକ୍ଷଣ ଥିବା ସ୍ତ୍ରୀ ମାନେ ହୋଇଥାନ୍ତି ସୌଭାଗ୍ୟବତୀ, ଘରକୁ ବନେଇ ଦିଅନ୍ତି ସ୍ଵର୍ଗ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଏଭଳି କୁହା ଯାଇଥାଏ ଯେ, ନାରୀ ଙ୍କୁ ବୁଝିବା ଅତ୍ୟନ୍ତ କଷ୍ଟକର ହୋଇଥାଏ । ସୃଷ୍ଟି ର ରଚୟତା ବ୍ରହ୍ମା ଙ୍କ ର ନାରୀ ଏକ ଏଭଳି ରଚନା ଅଟେ ଯାହା ସ୍ୱୟଂ ବ୍ରମହା ମଧ୍ୟ ବୁଝି ପାରି ନଥିଲେ ।

ପ୍ରାଚୀନ କାଳରେ ଅନେକ ବିଦ୍ୱାନ ନାରୀ ମାନଙ୍କ ସମ୍ବନ୍ଧରେ ଅନେକ ଗ୍ରନ୍ଥ ର ରଚନା କରିଛନ୍ତି । କିନ୍ତୁ ସେମାନେ ମଧ୍ୟ ସଠିକ ଭାବରେ ନାରୀ ମାନଙ୍କର ସ୍ୱଭାବ କୁ ବୁଝିପାରି ନଥିଲେ । ଏମିତି ରେ ଘରର ସ୍ତ୍ରୀ କୁ ଘରର ଲକ୍ଷ୍ମୀ ବୋଲି ମାନା ଯାଇଥାଏ । ଘରର ବୈଭବ ସେହି ଘରେ ଥିବା ସ୍ତ୍ରୀ ର ଚରିତ୍ର ଉପରେ ନିର୍ଭର କରିଥାଏ । କୁହାଯାଇ ଥାଏ ଯେ ଘରର ସ୍ତ୍ରୀ ଘରକୁ ସ୍ୱର୍ଗ ସଦୃଶ ବନାଇ ଥାଏ । କିନ୍ତୁ ସେହି ସ୍ତ୍ରୀ ଘରକୁ ନର୍କ ମଧ୍ୟ ବନାଇ ଥାଏ ।

ଶାସ୍ତ୍ର ରେ ସ୍ତ୍ରୀ ମାନଙ୍କର କେତେ ଗୁଡ଼ିଏ ଲକ୍ଷଣ ସମ୍ବନ୍ଧରେ ଉଲ୍ଲେଖ ରହିଛି । କିଛି ଲକ୍ଷଣ ଏଭଳି ରହିଛି ଯାହା ସ୍ତ୍ରୀ କୁ ଚରିତ୍ର ହୀନ କରିଥାଏ ଏବଂ କିଛି ଲକ୍ଷଣ ଏଭଳି ରହିଛି ଯାହା ସ୍ତ୍ରୀ କୁ ଭାଗ୍ୟଶାଳୀ ବନାଇଥାଏ । ଏହି ଶାସ୍ତ୍ର ରେ ପ୍ରତ୍ୟେକ ନାରୀ ର ଅଙ୍ଗ ଏବଂ ଶାରୀରିକ ଲକ୍ଷଣ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ନାରୀ ମାନଙ୍କ ଏଭଳି କିଛି ଅଙ୍ଗ ସମ୍ବନ୍ଧରେ କହିବୁ ଯଦି ତାହା ବଡ଼ ହୋଇଥାଏ ତେବେ ସେ ସାକ୍ଷାତ ମାତାଲକ୍ଷ୍ମୀ ଙ୍କ ସ୍ୱରୂପ ଅଟନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଯେଉଁ ନାରୀ ମାନଙ୍କ ମୁହଁ ତାଙ୍କ ପିତା ସଦୃଶ ହୋଇଥାଏ ସେମାନଙ୍କୁ ବହୁତ ଶୁଭ ବୋଲି ମାନା ଯାଇଥାଏ । ଏହିଭଳି ନାରୀ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ସର୍ବଦା ପରିବାର କୁ ଯୋଡ଼ି ରଖିଥାନ୍ତି ।

୨. ବନ୍ଧୁଗଣ ଦ୍ବିତୀୟତଃ, ଯେଉଁ ନାରୀ ମାନଙ୍କ ଜିଭ ଲମ୍ବା ଏବଂ ଗୋଲାପୀ ହୋଇଥାଏ ସେମାନେ ସବୁବେଳେ ମାଧୁର୍ ବାଣୀ କହିଥାନ୍ତି । ଶାସ୍ତ୍ର ଅନୁସାରେ ସେମାନଙ୍କୁ ବହୁତ ଶୁଭ ବୋଲି କୁହା ଯାଇଛି । ଏଭଳି ନାରୀ ଘରର ଐଶ୍ଚର୍ଯ୍ୟ ଏବଂ ବୈଭବ ସୃଷ୍ଟି କରିଥାନ୍ତି । କିନ୍ତୁ ଯେଉଁ ନାରୀ ମାନଙ୍କ ଜିଭ ରେ କଳାଯାଇ ରହିଛି ସେମାନେ ଦୁର୍ଭାଗ୍ୟଶାଳୀ ଏବଂ ଧନ ହାନୀ ର କାରଣ ସାଜିଥାନ୍ତି ।

୩. ବନ୍ଧୁଗଣ ତୃତୀୟତଃ, ଯେଉଁ ନାରୀ ମାନଙ୍କ ନାକ ଲମ୍ବା ହୋଇଥାଏ ଏବଂ ନାକର ଅଗ୍ରଭାଗରେ କଳାଯାଇ ରହିଥାଏ ସେହି ନାରୀ ମାନଙ୍କୁ ଅତ୍ୟନ୍ତ ଭାଗ୍ୟଶାଳୀ ବୋଲି ମାନା ଯାଇଥାଏ ଏବଂ ନାକର ଯେ କୌଣସି ସ୍ଥାନରେ କଳାଯାଇ ରହିଲେ ମଧ୍ୟ ତାହା ଶୁଭ ହୋଇଥାଏ । ଏଭଳି ନାରୀ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ।

୪. ବନ୍ଧୁଗଣ ଚତୁର୍ଥତଃ, ଯେଉଁ ନାରୀ ମାନଙ୍କ କାନ ଦ୍ଵିତୀୟା ଚନ୍ଦ୍ର ଆକାର ର ହୋଇଥାଏ ଏବଂ ଲୋମହୀନ ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ସେଭଳି ନାରୀ ବିନମ୍ର ସ୍ୱଭାବ ର ହୋଇଥାନ୍ତି ।

୫. ବନ୍ଧୁଗଣ ପଞ୍ଚମତଃ, ଯେଉଁ ନାରୀ ମାନଙ୍କ ମୁହଁ ଚାରି କୋଣିଆ ସଦୃଶ ହୋଇଥାଏ ସେମାନେ ବହୁତ ବୁଦ୍ଧିମତୀ ଓ ଚାଲାକ ହୋଇଥାନ୍ତି ଏବଂ ଯେଉଁ ନାରୀ ଙ୍କ ମୁହଁ ଗୋଲ ଆକାର ସଦୃଶ ହୋଇଥାଏ ସେମାନଙ୍କ ପାଖରେ କେବେବି ଧନର ଅଭାବ ରହି ନଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button