IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଚମତ୍କାରୀ ଦେଶୀ ଉପାୟ, ଦିନକୁ ମାତ୍ର ଥରେ ନିଅନ୍ତୁ, ସାରା ଜୀବନ ହେବ ନାହିଁ ଆଣ୍ଠୁ ଗଣ୍ଠି ଦରଜ- Health Tips

ନମସ୍କାର ବନ୍ଧୁଗଣ ଆଣ୍ଠୁ ଗଣ୍ଠି ବିନ୍ଧା ଏବେ ବହୁତ ସାମାନ୍ୟ ହେଇ ଗଲାଣି । ଏବେ ତ ବୟସ ପୂର୍ବରୁ ହିଁ ଆଣ୍ଠୁ ଗଣ୍ଠି ବିନ୍ଧା ଆରମ୍ଭ ହେଇ ଯାଉଛି । ଏବଂ ଏହା ଜରୁରୀ ନୁହଁ କି ଦୁଇ ଗୋଡ଼ ରେ ବିନ୍ଧା ହେବ ।

ଗୋଟିଏ ଗୋଡ଼ ରେ ମଧ୍ୟ ହୋଇ ପାରେ ଏବଂ ନିର୍ଦ୍ଦିଷ୍ଟ ଏକ ସ୍ଥାନରେ ମଧ୍ୟ ହୋଇ ପାରେ । ସେମିତି ରେ ବି ଏହି ଭଳି ବିନ୍ଧା ସାମାନ୍ୟ ଥାଏ । କିନ୍ତୁ ବେଳେବେଳେ ଏହାର ବିନ୍ଧା ଏତେ ଅଧିକ ହୋଇ ଯାଏ କି ସହ୍ୟ କରିବା ଅସମ୍ଭବ ହୋଇ ପଡେ । ଏବଂ ସେ ସମୟରେ କୌଣସି କାର୍ଯ୍ୟ କରିବା ପାଇଁ ମଧ୍ୟ ଆମେ ଅସମର୍ଥ ଥାଉ । ଏବଂ ଏହା ଛଡ଼ା ବେଳେ ବେଳେ ଗୋଡ଼ ଦୁର୍ବଳ ହୋଇ ପଡେ । ଚଲା ବୁଲା କରିବାର ଶକ୍ତି ମଧ୍ୟ ରୁହେ ନାହିଁ ଏବଂ ବଧିର ମଧ୍ୟ ହୋଇ ଯାଏ ।

ବେଳେ ବେଳେ ଶିରା ଅଧିକ ଟାଣି ମଧ୍ୟ ହୋଇ ଯାଏ । ଏବଂ ବେଳେ ବେଳେ ଅଣ୍ଟା ରେ ପିଠି ରେ କାନ୍ଧ ରେ ମଧ୍ୟ ବହୁତ ବିନ୍ଧା ହୋଇଥାଏ । ଏହାର ମୁଖ୍ୟ କାରଣ ହେଉଛି ଆମ ଖାଦ୍ୟ ରେ ପୋଷକ ର ଅଭାବ । ଆମେ ଯେଉଁ ସବୁ ଖାଦ୍ୟ ଗ୍ରହଣ କରୁଥାଉ ସେଥିରେ ଆଜି କାଲି ଅନେକ କେମିକାଲ ମିଶୁଛି ଯାହା ଦ୍ୱାରା ଆମ ଶରୀର କୁ ଶୁଦ୍ଧ ଖାଦ୍ୟ ମିଳି ପାରୁ ନାହିଁ ଏବଂ ଉଚିତ ଏବଂ ପୌଷ୍ଟିକ ଖାଦ୍ୟ ର ଅଭାବ ଯୋଗୁଁ ଆମ ଶରୀର ର ହାଡ଼ ଦୁର୍ବଳ ହୋଇ ପଡୁଛି ଏବଂ ଏହା ଦ୍ୱାରା ଆମକୁ ଆଣ୍ଠୁ ଗଣ୍ଠି ବିନ୍ଧା ଆଦି ଆରମ୍ଭ ହୋଇ ଯାଉଛି ।

ବାହାର ଖାଦ୍ୟ ଆମେ ଅଧିକ ପରିମାଣରେ ଖାଇ ଥାଉ ସେଥିରେ ଅନେକ ମସଲା ତେଲ ଏବଂ ଖରାପ ତେଲ ମିଶୁଛି ଯାହା ଆମ ଶରୀର ପାଇଁ ସଠିକ ନୁହେଁ ଏବଂ ତାକୁ ଆମ ଶରୀର ଗ୍ରହଣ ମଧ୍ୟ କରୁ ନାହିଁ ଏବଂ ଏହା ଯୋଗୁଁ ଆମ ଶରୀର ଭିତରେ ରକ୍ତ ର ପରିମାଣ ବୃଦ୍ଧି ହେଉ ନାହିଁ ଏବଂ ଆମେ ବୟସ ପୂର୍ବରୁ ହିଁ ଦୁର୍ବଳ ହୋଇ ଯାଉଛୁ ଏବଂ ଅନେକ ଆଣ୍ଠୁ ଗଣ୍ଠି ବିନ୍ଧା ଆଦି ମଧ୍ୟ ଆରମ୍ଭ ହେଇ ଯାଉଛି । ଅର୍ଥାତ ଶରୀର ରେ ଥିବା ବିଷାକ୍ତ ପଦାର୍ଥ ବାହାରକୁ ନ ଆସିବା ଯାଏଁ ଆମ ଶରୀର ସଠିକ ଏବଂ ସବଳ ହୋଇ ପାରିବ ନାହିଁ ।

ତେଣୁ ଆଜି ଆମେ ଆପଣ ଙ୍କୁ ଏପରି ଏକ ଜିନିଷ କହିବୁ ଯାହା ଦ୍ୱାରା ଆପଣ ନିଜର ହାଡ଼ ଏବଂ ମାଂସପେଶୀୟ ଶକ୍ତି କୁ ଦୃଢ଼ କରିବା ସହିତ ଆଣ୍ଠୁ ଗଣ୍ଠି ବିନ୍ଧା ମଧ୍ୟ ଭଲ ହୋଇ ଯାଇଥାଏ । ତେବେ ଆସନ୍ତୁ ସେହି ଉପାୟ ବିଷୟରେ ଜାଣିନେବା ।

ଏହି ଜିନିଷ କୁ କ୍ଷୀର ରେ ମିଶାଇ ପିଇବା ଦ୍ୱାରା ଆମର ହାଡ଼ ମଜବୁତ ରହିବ ତା ସହିତ ହୃଦୟ ଜନିତ କୌଣସି ବି ସମସ୍ୟା ରହିବ ନାହିଁ ଏବଂ ଆପଣ ସଠିକ ଭାବରେ ଚାଲି ମଧ୍ୟ ପାରିବେ । ଏଥିରେ ଓମେଗା ଥ୍ରୀ ଫ୍ୟାଟି ଏସିଡ ଏବଂ କ୍ୟାଲସିୟମ ବହୁତ ଅଧିକ ଏବଂ ଭଲ ଭାବରେ ରହିଛି । ଏହା ସହିତ ଆପଣ ଯାହା ବି ଖାଇବେ ତାହା ଭଲ ଭାବରେ ପାଚନ ମଧ୍ୟ ହୋଇ ଯିବ ଏବଂ ଶରୀର ସୁସ୍ଥ ରହିବ । ଏହା ଛଡା ଏହି ଜିନିଷ ଆମ ଆଖି କୁ ମଧ୍ୟ ଭଲ ରଖିଥାଏ ଏବଂ ଦୃଷ୍ଟି ଶକ୍ତି କୁ ପ୍ରଖର ମଧ୍ୟ କରାଇ ଥାଏ ।

ତେବେ ଆସନ୍ତୁ ସେହି ଜିନିଷ ବିଷୟରେ ଜାଣିନେବା ତେବେ ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ କ୍ଷୀର ନିଅନ୍ତୁ ଏବଂ ତା ସହିତ ଅଳସୀ କୁ ଗୁଣ୍ଡ କରି ତାର ପାଉଡର ପ୍ରସ୍ତୁତ କରନ୍ତୁ ଏବଂ ଏକ ଚାମଚ ଏହି ପାଉଡର କୁ ଗରମ କ୍ଷୀର ରେ ପକାଇ ସେବନ କରିବା ଦ୍ୱାରା ଆପଣ ଙ୍କର ଏହି ସବୁ ସମସ୍ୟା ଦୂର ହୋଇ ଥାଏ ଏବଂ ଆପଣ ଙ୍କ ହାଡ଼ ଏବଂ ମାଂସପେଶୀ ମଧ୍ୟ ଦୃଢ଼ ହୋଇଥାଏ । ତେବେ ଆପଣ ଏହାକୁ ନିଶ୍ଚିତ ବ୍ୟବହାର କରନ୍ତୁ ଏବଂ ନିୟମିତ ଭାବରେ ସେବନ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button