IBN ଓଡ଼ିଶା ବ୍ୟୁରୋ

ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସର୍ବଦା କଳହ ଲାଗି ରହୁଥିଲେ, କରନ୍ତୁ ଏହି ଚମତ୍କାରୀ ଉପାୟ… ଗୃହରେ ହେବ ସୁଖର ଆଗମନ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗୃହସ୍ତ ଜୀବନରେ ସୁଖର ଇଚ୍ଛା ପ୍ରାୟ ସମସ୍ତଙ୍କ ଜୀବନରେ ରହିଥାଏ । କାରଣ ବ୍ୟକ୍ତି ପ୍ରକୃତ ସୁଖ ଘରେ ହିଁ ପାଇଥାଏ । ମାତ୍ର କିଛି କାରଣ କାରଣରୁ ଗୃହର ସୁଖ ଶାନ୍ତିରେ ବାଧା ବା କ୍ଲେଶ ଆସିଥାଏ । ଯାହା ଦ୍ଵାରା ବ୍ୟକ୍ତି ଜୀବନରେ ଅସାନ୍ତି ସୃଷ୍ଟି ହୋଇଥାଏ । ପରିବାରରେ ସୃଷ୍ଟି ହେଉଥିବା କ୍ଲେଶ ଯେ କୌଣସି କାରଣ ପାଇଁ ହୋଇପାରେ । ଯଥା ପିତା ପୁତ୍ରଙ୍କ ମଧ୍ୟରେ ଫାଟ, ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ଏହି ସମସ୍ଯା ମାନ ଆମର ନୀତି ଦିନିଆ ଯିବାକୁ ପ୍ରଭାବିତ କରିଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ଉପାୟ ନେଇ ଆସିଛୁ ଯାହା ଦ୍ଵାରା ଆପଣ ନିଜର ଜୀବନକୁ ଆନନ୍ଦମୟ କରି ପାରିବେ ।

୧- ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଛୋଟ ଛୋଟ କଥା ରେ କଲି ହେଉଥାଏ ତେବେ ଆଗାମୀ ସମୟରେ ଏହା ବଡ ସାମସ୍ୟା ସୃଷ୍ଟି କରିପାରେ । ଏଥିପାଇଁ ସ୍ଵାମୀ ଓ ସ୍ତ୍ରୀ ଙ୍କୁ ବୁଧବାର ଦିନ ଦୁଇ ଘଣ୍ଟା ମୌନ ରହିବା ଉଚିତ । ଏହା ଦ୍ଵାରା ଦୁହିଙ୍କ ମଧ୍ୟରେ ଥିବା ମନାନ୍ତର ଦୂର ହୋଇଥାଏ ।

୨- ସ୍ଵାମୀ କୌଣସି ଶୁକ୍ରବାର ଦିନ ନିଜ ସ୍ତ୍ରୀ ଙ୍କୁ କୌଣସି ସୁନ୍ଦର ଫୁଲ ବା ସେଣ୍ଟ ଗିଫ୍ଟ ଆକାରରେ ଦିଅନ୍ତୁ । ଏହା ସହ ଚାନ୍ଦି ପାତ୍ର ରେ ଦହି ଓ ଚିନି ମିଶାଇ ସ୍ଵାମୀ ନିଜ ସ୍ତ୍ରୀ ଙ୍କୁ ଖୁଇଇବା ଉଚିତ । ଚାନ୍ଦି ର ପାତ୍ର ରେ ନ ମିଳେ ତେବେ ଷ୍ଟିଲ ପାତ୍ର ରେ ଦେଇ ପାରିବେ । ଏହି ଉପାୟ ଟି କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଥିବା ମନାନ୍ତର ଦୂର ହୋଇଥାଏ ।

୩- ସ୍ଵାମୀ ଦରକାର ଯେ ସ୍ତ୍ରୀ ଙ୍କ ମଥା ରେ ସିନ୍ଦୁର ଲଗାନ୍ତୁ । ଏହାର ବିପରୀତ ସ୍ତ୍ରୀ ନିଜ ସ୍ଵାମୀ ଙ୍କ ମଥା ରେ ତିଳକ ଲାଗନ୍ତୁ । ଏପରି କରିବା ଦ୍ଵାରା ଦୁହିଙ୍କ ମଧ୍ୟରେ ଭଲ ପାଇବା ବଢିଥାଏ ।

୪- ସ୍ତ୍ରୀ ଙ୍କୁ ନିଜର ସୟନ କକ୍ଷ ରେ ସକାଳ ସମୟରେ ୧୦୦ ଗ୍ରାମ ଜୀରା ସ୍ନାନ କରିବା ପରେ ନାଲି ରଙ୍ଗର କନା ରେ ବାନ୍ଧି ରଖିବା ଉଚିତ । ଏହା ଦ୍ଵାରା ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଥିବା କ୍ଲେଶ ଦୂର ହୋଇଥାଏ ।

୫- ଭଗବାନ ଶ୍ରୀ ଗଣେଶଙ୍କ ଚାନ୍ଦି ର ପ୍ରତିମା ଘରେ ରଖିବା ଦ୍ଵାରା ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳହ ଦୂର ହୋଇଥାଏ । ଏହା ସହ ଦୁହିଙ୍କ ସମ୍ପର୍କରେ ମଧୁରତା ଆସିଥାଏ ।

୬- ସବୁ ଦିନ ଗୌରି ଶଙ୍କର ବା ମା ଲକ୍ଷ୍ମୀ ଙ୍କ ମଣିଦ୍କୁ ଯିବା ସହ ସୁଗନ୍ଧିତ ଫୁଲ ଅରପଣ କରିବା ଦ୍ଵାରା ଦାଂପତ୍ଯ ଜୀବନ ସୁଖମୟ ହୋଇଥାଏ ।

୭- ଘରେ ଉତପନ ହେଉଥିବା ସମସ୍ୟାର ନିବାରଣ ପାଇଁ ସ୍ତ୍ରୀ ସ୍ଵାମୀଙ୍କ ତକିଆରେ ସିନ୍ଦୁର ଓ ସ୍ଵାମୀ ସ୍ତ୍ରୀଙ୍କ ତକିଆରେ କର୍ପୁର ରଖନ୍ତୁ । ସକାଳେ ଉଠିବା ପରେ ସିନ୍ଦୁରକୁ ଘରୁ ବାହାରକୁ ପୋଫାଡି ଦିଅନ୍ତୁ ଓ କର୍ପୁରକୁ ଘରେ ଜାଲନ୍ତୁ । ଏହା ଦ୍ଵାରା ଦୁହିଙ୍କ ସମ୍ପର୍କ ଦୃଢ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button