IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମହାଦେବ ଙ୍କ ଅଂଶ ହୋଇଥାନ୍ତି ଏହି 6ଟି ନାମର ବ୍ୟକ୍ତି, ଏମାନେ ଭଗବାନ ଶିବଙ୍କର ଅତି ପ୍ରିୟ ହୋଇଥାନ୍ତି…

ବନ୍ଧୁଗଣ ଦେବଙ୍କ ଦେବ ମହାଦେବ ଯେତେ ଜଲ୍ଦି ନିଜର ଭକ୍ତ ମାନଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ସେତେ ଜଲ୍ଦି କ୍ରୋଧିତ ମଧ୍ୟ ହୋଇଥାନ୍ତି । କହିବାକୁ ଗଲେ ମହାଦେବ ନିଜ ଭକ୍ତଙ୍କ ଉପରେ ସର୍ବଦା ପ୍ରସନ୍ନ ହୋଇ ରହିଥାନ୍ତି । ଯେଉଁ ଭକ୍ତ ତାଙ୍କର ଆରାଧନା କରିଥାଏ ମହାଦେବ କେବେ ବି ନିରାଶ କରନ୍ତି ନାହିଁ । ମହାଦେବଙ୍କ କୃପା ଦ୍ରୁଷ୍ଟି ବ୍ୟକ୍ତି ଜୀବନରେ ପଡିଲେ ତାର ଜୀବନରେ ଆସିବାକୁ ଥିବା ସବୁ ସମସ୍ୟାର ଅନ୍ତ ହୋଇଥାଏ ।

ଆଜି ଆମେ ଆପଣଙ୍କୁ ଏମିତି 6ଟି ନାମ ବିଶିଷ୍ଟ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ଏମାନେ ମହାଦେବଙ୍କ ଅଂସ ହୋଇଥାନ୍ତି । 1- A ନାମର ବ୍ୟକ୍ତି : ଯେଉଁ ବ୍ୟକ୍ତିଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ମହାଦେବଙ୍କର ସବୁଠାରୁ ଅଧିକ ପ୍ରିୟ ଅଟନ୍ତି । ଏମାନଙ୍କୁ ସବୁ ଖରାପ ଶକ୍ତି ଠାରୁ ମହାଦେବ ଦୂରେଇ ରଖିଥାନ୍ତି । ତେଣୁ ଏମାନଙ୍କ ଜୀବନରେ କେବେ ବି ଅସୁବିଧା ଆସିଥାଏ ତେବେ ପ୍ରଭୁ ଶଙ୍କର ଏମାନଙ୍କୁ ସେହି ସବୁରୁ ରକ୍ଷା କରିଥାନ୍ତି ।

2-R ନାମର ବ୍ୟକ୍ତି : ଏହି ଅକ୍ଷର ରୁ ଆରମ୍ଭ ହେଉଥିବା ବ୍ୟକ୍ତି ଭଗବାନ ଶିବ ଙ୍କର ଅଂସ ହୋଇଥାନ୍ତି । ଏମାନେ ମହାଦେବଙ୍କର ସବୁଠାରୁ ପାଖ ଲୋକ ବୋଲି କୁହା ଯାଇଥାଏ । ଚାରି ପଟୁ ମହାଦେବ ଏମାନଙ୍କୁ ସାହାର୍ଯ୍ୟ କରିଥାନ୍ତି । ଯଦି ହି ଲୋକଙ୍କ ସହ ଅନ୍ୟ କେହି ଶତ୍ରୁତା କରିଥାଏ ତେବେ ତାହାର ଖରାପ ସମୟ ବହୁତ ଜଲ୍ଦି ଆରମ୍ଭ ହୋଇଥାଏ ।

3- D ନାମର ବ୍ୟକ୍ତି : ଏହି ଅକ୍ଷର ରୁ ଯେଉଁ ବ୍ୟକ୍ତିଙ୍କ ନାମ ଆରମ୍ଭ ହୋଇଥାଏ ସେମାନେ ମହାଦେବଙ୍କର ଅତି ନିକଟତର ହୋଇଥାନ୍ତି । ଏହି ଲୋକ ମାନେ ମହାଦେବଙ୍କର ସଂପୂର୍ଣ୍ଣ ଭକ୍ତି ଭାବେ ଆରାଧନା କରିଥାନ୍ତି । ପ୍ରଭୁ ଶିବ ଙ୍କର ଅପାର କୃପା ଏମାନଙ୍କ ଉପରେ ରହିଥାଏ । ମହାଦେବ ହି ଲୋକ ମାନଙ୍କ ଉପରେ କୌଣସି ପ୍ରକାରର ସମସ୍ଯା ଆସିବାକୁ ଦିଅନ୍ତି ନାହିଁ ।

4- P ନାମର ବ୍ୟକ୍ତି : ଯେଉଁ ବ୍ୟକ୍ତିଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନଙ୍କ ଉପରେ ମହାଦେବ ସବୁବେଳେ ଖୁସି ରେ ରହିଥାନ୍ତି । ଏହି ଲୋକ ମାନେ କେବେ ବି ମହାଦେବ ଙ୍କ ଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି ନାହିଁ । ଏମାନଙ୍କର ହୃଦୟ ସଫା ଅଟେ । ତେଣୁ ଏହି କାରଣରୁ ମହାଦେବ ଏମାନଙ୍କୁ ସବୁ ଅସୁବିଧା ଠାରୁ ଦୂରେଇ ରହିବାର ମାର୍ଗ ଦେଖାଇଥାନ୍ତି ।

5- V ନାମର ବ୍ୟକ୍ତି : V ଅକ୍ଷରର ଲୋକ ମାନଙ୍କୁ ପ୍ରଭୁ ଶିବ ସର୍ବଦା ଖୁସି ଏ ରଖିବାକୁ ପସନ୍ଦ କରନ୍ତି । ଯଦି କୌଣସି ବ୍ୟକ୍ତି ଏମାନଙ୍କ ସହ ଶତ୍ରୁତା କରିଥାଏ ତେବେ ମହାଦେବଙ୍କ ସମାନ କରିବାକୁ ପଡିଥାଏ । ଏହି ଲୋକ ମହାଦେବଙ୍କର ନିକଟତର ହୋଇଥାନ୍ତି ।

6- S ନାମର ବ୍ୟକ୍ତି : ଏହି ଅକ୍ଷରରୁ ଆରମ୍ଭ ହେଉଥିବା ବ୍ୟକ୍ତିଙ୍କ ଉପରେ ଶିବ ଶଙ୍କରର କୃପା ରହିଥାଏ । ଏମାନେ ହୃଦୟରୁ ଭଲ ହୋଇଥାନ୍ତି । ଏମାନଙ୍କୁ କେବେ ବି ଅସୁବିଧାର ସାମ୍ନା କରିବାକୁ ପଡି ନ ଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button