IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଆଜିଠାରୁ ଶନି କରିବେ ଧମାଲ, ଏହି ରାଶିରେ ଶନି କରିବେ ପ୍ରବଳ ଧନର ବର୍ଷା…

ବନ୍ଧୁଗଣ ଆଜି ରାତି ଠାରୁ ଆଗାମୀ 21 ବର୍ଷ ଯାଏଁ ଭଗବାନ ଶନିଦେବ କିଛି ରାଶି ଉପରେ ଟଙ୍କା ବର୍ଷା କରିବାକୁ ଯାଉଛନ୍ତି । ଏହି ରାଶିଙ୍କ ଖୁସି ଖବର ଆସିବାକୁ ଯାଉଛି । ପ୍ରଭୁ ଶନି 12ଟି ରାଶି ମଧ୍ୟରୁ କେତୋଟି ରାଶି ଉପରେ ବହୁତ ଖୁସି ରହିଛନ୍ତି । ଯେଉଁ କାରଣରୁ ଏହି ରାଶିଙ୍କ ଜୀବନରେ ଅସିମ ଖୁସି ଆସିବାକୁ ଯାଉଛି । ଭଗବାନ ଶନି ଏମାନଙ୍କର ଦୁହୁଖ ଯନ୍ତ୍ରଣା ଦୂର କରିବାକୁ ଯାଉଛନ୍ତି । ଯାହା ଫଳରେ ଏମାନଙ୍କର ଜୀବନ ବଦଳିଯିବ । ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିଙ୍କ ବିଷୟରେ ବିସ୍ତାର ଭାବେ ।

ମେଷ ରାଶି : ଭଗବାନ ଶନି ଆପଣଙ୍କ ଉପରେ ବହୁତ ଖୁସି ରହିଛନ୍ତି । ଆପଣଙ୍କର ସମୟ ଭଲ ହେବାକୁ ଯାଉଛି । ଆପଣଙ୍କର ମାନ ସମାନ ବୃଦ୍ଧି ପାଇବ । ସମାଜରେ ପ୍ରଶଂସା ପାଇବେ । ଆପଣଙ୍କୁ ଏବେ ସଫଳତା ର ନୂଆ ସୁଯୋଗ ମିଳିବାକୁ ଯାଉଛି । ଯାହା ଫଳରେ ଆପଣ ଜୀବନରେ ଆଗକୁ ବଢି ଚାଲିବେ ।

ମକର ରାଶି ; ପ୍ରଭୁ ଶନିଙ୍କର ଅସୀମ କୃପା ଆପଣଙ୍କ ଉପରେ ରହିବ । ଅଚାନକ ଧନ ଲାଭ ହେବ । ବ୍ୟାପାର ବାଣିଜ୍ୟରେ ବୃଦ୍ଧି ହେବ । ଚାକିରିରେ ପଦୋନ୍ନତି ହେବ । ବିଦେଶରେ ଚାକିରି ବା ପାଠ ପଢିବାକୁ ଚାହୁଁଛନ୍ତି ତାହା ସଫଳ ହେବ । ଆୟରେ ବୃଦ୍ଧି ହେବ । ସବୁ କାର୍ଯ୍ୟ ସଫଳତାର ସହ ସଂପୂର୍ଣ୍ଣ କରିବେ ।

ବୃଷ ରାଶି : ଭଗବାନ ଶନିଙ୍କ ଆଶୀର୍ବାଦ ରୁ ଆପଣଙ୍କୁ ଶୁଭ ଖବର ମିଳିବ । ଆପଣଙ୍କ ଦ୍ଵାରା କରାଯାଇଥିବା ପରିଶ୍ରମର ଲାଭ ମିଳିବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । ଅଟକିଥିବା କାମ ପୂରଣ ହେବ । ବନ୍ଧୁଙ୍କ ସହ ସମ୍ପର୍କରେ ସୁଧାର ଆସିବ ।

କନ୍ୟା ରାଶି : ଭଗବାନ ଶନିଙ୍କ ବିଶେଷ କୃପା ଆପଣଙ୍କ ଉପରେ ରହିବ । ଚାକିରି କରୁଛନ୍ତି ସେମାନଙ୍କୁ ପଦୋନ୍ନତି ସହ ଦରମା ବୃଦ୍ଧି ହେବାର ସମ୍ଭାବନା ଅଛି । ସମାଜରେ ମାନ ସମାନ ବଢିବ । ପାରିବାରିକ ସୁଖ ପାଇବେ । ବ୍ୟବସାୟ କରୁଥିଲେ ଅଧିକ ଲାଭ ମିଳିବ ।

ସିଙ୍ଘଯ ରାଶି : ଏବେ ଆପଣଙ୍କର ସମୟ ଭଲ ରହିବ । ଆପଣଙ୍କୁ ସମ୍ମାନ ମିଳିବା ସହ ସମାଜ ଆପଣଙ୍କୁ ଉଚ୍ଚ ପ୍ରଶଂସା କରିବ । ଆପଣଙ୍କୁ ଜୀବନରେ ଏମିତି ସୁଯୋଗ ମିଳିବ ଯାହା ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆଣିଦେବ । ବହୁତ ଧନ ଲାଭ ହେବ ।

ଧନୁ ରାଶି : ଜାଣି ନିଅନ୍ତୁ ଆପଣଙ୍କୁ ଖୁବ ଜଲ୍ଦି ଖୁସି ଖବର ମିଳିବାର ଯୋଗ ଆସି । ପରିଶ୍ରମର ଫଳ ମିଳିବ । ଯାହା ଦ୍ଵାରା ଆପଣଙ୍କ ଖୁସି ଦୁଇ ଗୁଣିତ ହେବ । ଅଟକିଥିବା କାର୍ଯ୍ୟ ପୁରା ହେବ । ଆପଣଙ୍କୁ ପରିବାର ଓ ବନ୍ଧୁଙ୍କର ପୂର୍ଣ୍ଣ ସମର୍ଥନ ମିଳିବ । ସନ୍ତାନ ସୁଖ ମିଳିବ ।

ମିଥୁନ ରାଶି : ଆଗାମୀ ଦିନରେ ଚାକିରିରେ ପଦୋନ୍ନତି ପାଇବେ । ଆର୍ଥିକ ସ୍ଥିତି ଦୃଢ ହେବ । ଆପଣଙ୍କୁ ଅନେକ ପ୍ରକାରର ଲାଭ ମିଳିବ । ପରିବାର ଓ ଜୀବନ ସାଥିଙ୍କ ସହଯୋଗ ପାଇବେ । ପରିବାରରେ ଖୁଶିର ବାତାବରଣ ରହିବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button