ଦେଶ

ବୈଜ୍ଞାନିକ ମାନେ ଦେଲେ ବଡ ସୂଚ଼ନା : କେରଳ ପରେ ଏହି ରାଜ୍ୟରେ ଖେଳି ପାରେ ବନ୍ୟାର ଲହରୀ ।

ଆମେ ଆପଣଙ୍କୁ କହିବା ପାଇଁ ଏହା ଚାହୁଁଛୁ କି ,ଯେତେବେଳେ ଭଗବାନ ଧ୍ବସଂ କରିବା ଆରମ୍ବ କରିଥାଏ ତେବେ କେବଳ ତାର ଆମେ ଆକଳନ କରିବା ବି ଅସମ୍ଭବ ହୋଇଥାଏ । ଓ ଏହି ଧ୍ବଂସକୁ ରୋକିବା କାହାରୀ ପକ୍ଷରେ ସମ୍ଭବ ହୋଇ ପାରେ ନାହିଁ । ଆପଣ ଜାଣି ଥିବେ କି ଗତ ମାସରେ ଆସି ଥିବା କେରଳର ବନ୍ୟା କିପରି ଭାବେ ଧ୍ବସଂର ମୁହଁକୁ ନେଇ ଜାଇଥିଲା । ସେହି ଧ୍ବସଂ ଏପରି ଭାବେ ଥିଲା କି ଯାହାର ଆକଳନ କରି ପାରିବା ବହୁତ କଷ୍ଟ ହୋଇଥିଲା । ଏପରି ବେଳେ ଆମ ଦେଶ ର ବହୁତ ବଡ ବଡ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତଙ୍କ ସାହାଯ୍ଯ ରେ ଆଜି ପୁଣି ଥରେ କେରଳ ହସି ଉଠିଛି ।

ଏହା ଥିଲା କେରଳର ଆଜି କେତ୍ରରେ ଗୋଟିଏ ବଡ ସଂଙ୍କଟ । ତେବେ ଆମେ ରାଜ୍ୟର ଲୋକ ଓ ଏହା ସହିତ ବହୁତ ଲୋକଙ୍କ ସହାୟତା କ୍ରମେ ଏହି ସବୁ କେରଳର ପରିସ୍ଥିତି ସୁଧାରିବାରେ ସଫଳ ହୋଇଛନ୍ତି । ଏିଥି ପାଇଁ ଆମେ ପୁଣି ଥରେ କହିବା ପାଇଁ ଜାଉଛୁ କି ପୁଣି ଥରେ ବୈଜ୍ଞାନିକଙ୍କ ଏକ ବଡ ସୂଚନା ଆମ ପାଖରେ ଆସି ପହଁଚିଛି କି ପୁଣି ଥରେ କେରଳ ପରି ଅବସ୍ଥା ହୋଇ ପାରେ ଏହି ରାଜ୍ୟ ର ,ତେବେ ଆସନ୍ତୁ ଆମେ ଆଜି ଜାଣିବା କି କିଏ ଏହି ରାଜ୍ୟ ଯେଉଁଠି କି କେରଳ ପରି ଅବସ୍ଥା ହେବାର ଜାଉଛି

 

କେରଳରେ ଏହି ପରି ପ୍ରାକୃତିକ ଆପଦ ଆସିବା ପରେ ଏବେ କର୍ନାଟକ ରେ ବି ହେବାକୁ ଜାଉଛି ଏହି ପରି କରାଳ । ବୈଜ୍ଞାନିକ ମତ ଅନୁସାରେ ଏବେ କର୍ନାଟକ ଉପରେ ଏହି ପରି ଝଡର ସମ୍ବାବନା କରିଛନ୍ତି ଓ ଆମେ ଆପମଙ୍କୁ ଜଣେଇ ଦେଉଛୁ କି ଏହିପରି ସୂଚ଼ନା ବି କେରଳ କୁ ମିଳିଥିଲା । କିନ୍ତୁ ଏପରି ବ୍ୟସ୍ତତା ଭିତରେ ସେମାନେ ଏହି କଥା କୁ ସୁଣି ନଥିଲେ ଓ ଏବେ ତାହାର ଫଳ ସେମାନଙ୍କୁ ଭୋଗ କରିବା ପାଇଁ ପଡିଲା । ଏବେ ପୁଣି ଏହି ରାଜ୍ୟ ଉପରେ ଏମିତି ଆସିବାର ସମ୍ଭାବନା ରହିଛି । ଓ ଏହି ସବୁ ହେବାର କାରଣ ହେଉଛିୁ ପ୍ରାକୃତିକ ସଂମ୍ପତୀ କୁ ନଷ୍ଟ କରିବା ।

 

ଏପରି କି ସେମାନଙ୍କ ବାୟୁ ପ୍ରଦୁଷଣ ଫଳ ରେ ସେମାନେ ଏମିତି ଭୋଗ କରିବାର ଆଗରେ ହିଁ ଛିଡା ହୋଇଛନ୍ତି । ଏଧିକ ଗଛ ଗୁଡିକ ର ନଷ୍ଟ କରିବା ଏପରି କି ଆମର ଆଜିକାଲି ର ଗାଡି ମଟର ର ଧୂଆଁ ରୁ ଏପରି ଭାବେ ବାୟୁ ମଣ୍ଡଳ ପ୍ରଦୁଷଣ ହେଉଛୁ ତେଣୁ ଏହି ପରି ଭୋଗ କରିବା ରେ ଲାଗିଛନ୍ତି । ମଣିଷ ମାନେ ତେବେ ଏହି ଥିରୁ ରକ୍ଷା ପାଇବା ପାଇଁ ପ୍ରାକୃତିକ ସଂମ୍ପଦ କୁ ରକ୍ଷା କରନ୍ତୁ । ଗୋଟିଏ ସେୟାର କରି ଏହି ଖବରକୁ ଓଡିଶାର ସବୁ ଲୋକଙ୍କ ପାଖେ ପହଞ୍ଚାଇବାରେ ସାହାଯ୍ୟ କରାନ୍ତୁ । ସବୁ ଲୋକଙ୍କୁ ସଚେତନ କରାନ୍ତୁ , ଏବଂ ଗଛ ଲଗାଇ ପରିବେଶ ସୁରକ୍ଷା ପାଇଁ ଆହ୍ବାନ ଦିଅନ୍ତୁ । ଜଦି ଆମ କଥା ଠିକ ଲାଗିଥାଏ ସେୟାର ସହ ଲାଇକଟିଏ ମଧ୍ୟ କରିବେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button