ଶ୍ରାବଣ ମାସର ମଳ ମାସ କଣ ? ଆଜି ରାତି ଠାରୁ ଏହି 5ଟି ରାଶି ହେବେ କୋଟିପତି
ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ୩ ବର୍ଷ ଯାଏଁ ତିଥି ମାନଙ୍କର କ୍ଷୟ ହୋଇଥାଏ । ଏହି ୩ ବର୍ଷକୁ ଥରେ ଗୋଟିଏ ମାସ ଆସିଥାଏ ଯାହାକୁ ମଳ ମାସ ବୋଲି କୁହାଯାଏ । ଏହି ମଳ ମାସକୁ ପୁରୁଷୋତ୍ତମ ମାସ ମଧ୍ୟ କୁହାଯାଏ । ଏଇ ମାସରେ କିଛି ବି ଶୁଭ କାର୍ଯ୍ୟ କରାଯାଏ । ଏହି ମାସରେ କୌଣସି ଧାର୍ମିକ କାର୍ଯ୍ୟ କରିଲେ ପୂଣ୍ୟ କାମ କରିବାର ପୌରାଣିକ ମାନ୍ୟତା ରହିଛି । ଏହି ମାସ ଟି ଜୁଲାଇ ୧୮ ରୁ ଆରମ୍ଭ ହୋଇସାରିଛି ଓ ଅଗଷ୍ଟ ୧୬ ଯାଏଁ ରହିବ । ଏହି ମାସ ଟି ସମକକ୍ଷ ରହିବ । ଏହି ମଳ ମାସରେ ୫ଟି ରାଶି ହେବାକୁ ଯାଉଛନ୍ତି କୋଟିପତି । ଆସନ୍ତୁ ଜାଣିବା ବିସ୍ତାର ଭାବେ ।
ବୃଷ ରାଶି ; ଏହି ରାଶିର ଭବିଷ୍ୟତରେ ରାଜଯୋଗର ସମ୍ଭାବନା ଅଛି । ଭବିଷ୍ୟତରେ ଏମାନଙ୍କର କୌଣସି ଅଟକି ରହିଥିବା କାମ ପୂର୍ଣ୍ଣ ହେବାକୁ ଯାଉଛି । ଆପଣଙ୍କୁ ନୂତନ କାର୍ଯ୍ୟ କରିବା ନିମନ୍ତେ ନୂଆ ନୂଆ ସୁଯୋଗ ପ୍ରାପ୍ତ ହେବ । ଏହି ରାଶିର ବ୍ୟକ୍ତି ମାନେ ନୂତନ ମିତ୍ର ବନାଇବେ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭ ପ୍ରାପ୍ତ ହେବ ।
କନ୍ୟା ରାଶି : ଆପଣଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ପାରିବାରିକ ସମସ୍ଯା ଦୂର ହେବ । ନିଜ ଜୀବନ ସାଥିଙ୍କ ସହ ସମୟ ଅତିବାହିତ କରିବେ । ଏହି ରାଶିର ଜାତକଙ୍କୁ ଅଚାନକ ଖୁସି ଖବର ପ୍ରାପ୍ତ ହେବ । ଭାଗ୍ଯର ସହଯୋଗରେ ଆପଣ ମାନେ ପ୍ରଗତି ଆଡକୁ ଅଗ୍ରସର ହେବେ । ଆସନ୍ତା ସମୟରେ ଅଚାନକ ଧନ ଲାଭର ସମ୍ଭାବନା ଅଛି । ସବୁ ସମସଯାର ଦୂର ହେବାକୁ ଯାଉଛି ।
ସିଂହ ରାଶି : ଆପଣଙ୍କର ଶୁଭ ସମୟର ଆରମ୍ଭ ହେବାକୁ ଯାଉଛି । ଆପଣ ଯେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିତେ ସଫଳତା ହାସଲ କରିବେ । ଏମାନଙ୍କ ଜୀବନରେ ମା ଲକ୍ଷ୍ମୀ ଙ୍କ କୃପାରୁ ଆର୍ଥିକ ସମସ୍ଯା ରହିବ ନାହିଁ । ବିଦ୍ୟାର୍ଥୀ ଶିକ୍ଷା କ୍ଷେତ୍ରରେ ପ୍ରଗତି କରିବେ । ବ୍ୟାପରି ମାନେ ବ୍ୟାପାରରେ ଦୁଇ ଗୁଣା ଲାଭ ପାଇବେ ।
ତୁଳା ରାଶି : ଆପଣଙ୍କୁ ଭାଗ୍ଯର ସହଯୋଗ ପ୍ରାପ୍ତ ହେବ । ନିଜ ଭାଗ୍ୟ ବଳରେ ସବୁ କାର୍ଯ୍ୟ ହାସଲ କରିବେ । ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ । ଆସନ୍ତା ଅମୟରେ ଧନର ଅଭାବ ରହିବ ନାହିଁ । ଜୀବନରେ ସୁଖ ଶାନ୍ତି ପ୍ରତିଷ୍ଠା ହେବ । ଚାକିରିରେ ପ୍ରମୋଶନ ହେବ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ଲୋକ ମାନେ ଏମାନଙ୍କର ମାର୍ଗ ଦର୍ଶନ ପାଇ ନିଜକୁ ଭାଗ୍ୟଶାଳୀ ମନେ କରିବେ ।
କୁମ୍ଭ ରାଶି : ଆପଣ ବହୁତ ଜଲ୍ଦି ମାଲାମାଲ ହେବାକୁ ଯାଉଛନ୍ତି । ଯଦି କୌଣସି ସମସ୍ଯା ଆପଣଙ୍କ ଜୀବନରେ ଅଛି ତେବେ ଘଟିବାକୁ ଥିବା ଶୁଭ ସଂଯୋଗ ଦ୍ଵାରା ସବୁ ସମସ୍ୟାର ସମାଧାନ ହୋଇଯିବ । ମା ଲକ୍ଷ୍ମୀ ଓ ମହାଦେବଙ୍କ କୃପାରୁ ଆପଣଙ୍କ ଜୀବନ ଧନଧାନ୍ୟରେ ପୂର୍ଣ୍ଣ ହେବ । ପାରିବାରିକ ସମସ୍ଯା ଦୂର ହେବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।