IBN ଓଡ଼ିଶା ଏକ୍ସକ୍ଲୁସିଭ୍

ବୋଲବମ କୁଇଜ- ଶିବଙ୍କ ଶ୍ଵଶୁର କିଏ ? ଶିବ କେଉଁଠୁ ଜନ୍ମ ହୋଇଥିଲେ ? ଏହା ସହ ଜାଣନ୍ତୁ ଆହୁରି 10ଟି ପ୍ରଶ୍ନ ଓ ଉତ୍ତର

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ପ୍ରଶ୍ନ ଉତ୍ତର ଜଣାଇବା ପାଇଁ ଯାଉଛୁ ଯେଉଁ ପ୍ରଶ୍ନ ପାଇଁ ଆପଣଙ୍କ ଜ୍ଞାନର ବିକଶିତ ହେବା ସହ ଆପଣଙ୍କ ପିଲା ମାନଙ୍କ ଜ୍ଞାନ ମଧ୍ୟ ଆପଣ ମାନେ ବୃଦ୍ଧି କରାଇ ପାରିବେ । ଏହା ସହିତ ଆପଣ ଅନେକ ବଡ ବଡ ପରୀକ୍ଷାରେ ମଧ୍ୟ ଜାଣି ନ ଥିବା ଏହି ଛୋଟ ଛୋଟ ପ୍ରଶ୍ନର ଉତ୍ତର ଦେଇ ଉତ୍ତୀର୍ଣ୍ଣ ହୋଇ ପାରିବେ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ ।

ତେବେ ଆସନ୍ତୁ ଜାଣି ନେବା ବିସ୍ତାର ଭାବେ । ଅନେକ ସମୟରେ ଆମକୁ ଏମିତି କିଛି ପ୍ରଶ୍ନ ପଚାର ଯାଇଥାଏ ଯାହାକୁ ଆମେ ଜାଣି ମଧ୍ୟ ସଠିକ ଉତ୍ତର ଦେଇପାରି ନ ଥାଉ । ଏହି ସବୁ ସାଧାରଣ ଜ୍ଞାନ ର ପ୍ରଶ୍ନ ଆମେ ପାଇଗଲେ ଅନେକ ଉପକୃତ ହୋଇ ପାରିବା ।

୧- ବୋଲବମ କେଉଁ ଓଡିଆ ମାସରେ ପାଳନ କରାଯାଏ ?

ଉତ୍ତର- ଶ୍ରାବଣ ମାସ ।

୨- ବାର ମାସ ମଧ୍ୟରୁ ଭଗବାନ ଶିବଙ୍କର ଶ୍ରେଷ୍ଠ ମାସ କେଉଁଠି ?

ଉତ୍ତର- ଶ୍ରାବଣ ମାସ ।

୩- କେଉଁ ମାତା ଙ୍କ ଗର୍ଭ ରୁ ଭଗବାନ ଶିବ ଜନ୍ମ ହୋଇଥିଲେ ?

ଉତ୍ତର- କୌଣସି ମାତା ନୁହେଁ ।

୪- ଭଗବାନ ଶିବ ଙ୍କୁ ଶିବ ନାମ କିଏ ଦେଇଥିଲେ ?

ଉତ୍ତର- ବ୍ରମ୍ହା ।

୫- ମହାଦେବ ଶିବ ଙ୍କ ଶ୍ଵଶୁର ଙ୍କ ନାମ କଣ ?

ଉତ୍ତର- ଦକ୍ଷ ପ୍ରଜାପତି ।

୬- ଶିବ ପ୍ରଥମେ କାହାକୁ ବିବାହ କରିଥିଲେ ?

ଉତ୍ତର- ସତୀ ।

୭- ସତୀ କାହା ପାଇଁ ଆତ୍ମହୁତି ଦେଇଥିଲେ ?

ଉତ୍ତର- ଦକ୍ଷ ପ୍ରଜାପତି ।

୮- ଶିବ ଙ୍କ ଝିଅର ନାମ କଣ ?

ଉତ୍ତର- ଅଶୋକ ସୁନ୍ଦରୀ ।

୯- ଶିବ ଙ୍କ ୧1 ତମ ରୂପ କିଏ ଥିଲେ ?

ଉତ୍ତର- ହନୁମାନ ।

୧୦- ଗଣେଶ ଙ୍କ ଡାହାଣ ଦାନ୍ତ କିଏ ଭାଙ୍ଗି ଥିଲେ ?

ଉତ୍ତର- ପର୍ଶୁରାମ ।

୧୧- ସାରା ଜଗତରେ ଭଗବାନ ଶିବ କଣ ଅଟନ୍ତି ?

ଉତ୍ତର- ସଂହାର କର୍ତ୍ତା ।

୧୨- ଗଣେଶ ଙ୍କ ସୃଷ୍ଟି କେଉଁ ଠାରୁ ହୋଇଥିଲା ?

ଉତ୍ତର- ହଳଦୀ ପିଣ୍ଡୁଳା ରୁ ।

୧୩- ଭଗବାନ ଶିବ ଙ୍କ ପତ୍ନୀ ସତୀ ଙ୍କ ପିତା ଙ୍କ ନାମ କଣ ଥିଲା ?

ଉତ୍ତର- ଦକ୍ଷ ପ୍ରଜାପତି ।

୧୪- ଶ୍ରାବଣ ମାସରେ ମୁଖ୍ୟତଃ କେଉଁ ଭଗବାନ ଙ୍କୁ ପୂଜା କରାଯାଏ ?

ଉତ୍ତର- ଭଗବାନ ଶିବ ।

୧୫- ଭଗବାନ ଶିବ ଙ୍କ ବେକରେ କେଉଁ ଦେବତା ବାସ କରନ୍ତି ?

ଉତ୍ତର- ନାଗ ଦେବତା ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button