IBN ଓଡ଼ିଶା ବ୍ୟୁରୋ

90 ବର୍ଷ ପରେ ଜୁଲାଇ 3 ରେ ଦେଖାଯିବ “ଗୁରୁ ପୂର୍ଣ୍ଣିମା” ର ଚାନ୍ଦ ଏହି 4 ରାଶିରେ ଲାଗିବ ଲଟେରୀ

ବନ୍ଧୁଗଣ ଜୁଲାଇ 3 ସୋମବାର ଦିନ ପଡିବାକୁ ଯାଉଛି ଗୁରୁ ପୂର୍ଣ୍ଣିମା । ପୁରା ଭାରତରେ ଏହି ପର୍ବ ଶ୍ରଦ୍ଧା ସହକାରେ ପାଳନ କରାଯାଇଥାଏ । ଏହି ଦିନ ପବିତ୍ର ନଦୀରେ ସ୍ନାନ କରିବା ଉଚିତ । ଏହି ଦିନ ଭଗବାନ ବିଶୁଣୁଙ୍କ ଶ୍ରଦ୍ଧା ସହକାରେ ପୂଜା କରିଲେ ଅତ୍ୟନ୍ତ ଶୁଭ ଫଳ ମିଳିଥାଏ । ଏହି ଦିନ ଗ୍ରହ ରେ ବନିବାକୁ ଯାଉଛି ମହା ସଂଯୋଗ । ଯାହା ଫଳରେ କିଛି ରାଶି ହେବାକୁ ଯାଉଛନ୍ତି କୋଟିପତି । ଏହି ରାଶି ମାନଙ୍କର ଭାଗ୍ୟ ଉଦୟ ହେବାକୁ ଯାଉଛି । ଆସନ୍ତୁ ଜାଣିବା ବିସ୍ତାର ଭାବେ ।

କନ୍ୟା ରାଶି : ମା ଲକ୍ଷ୍ମୀ ଙ୍କ କୃପାରୁ ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଅଧିକ ଧନ ଲାଭ କରିବେ । ଧନ ଜନିତ ସମସ୍ଯା ଦୂର ହେବ । ଦାମ୍ପତ୍ୟ ଜୀବନ ମଧୁମୟ ରହିବ । ଅଟକିଥିବା କାମ ପୂରଣ ହେବ । ମା ଲକ୍ଷ୍ମୀ ଙ୍କ ଆଗମନ ଆପଣଙ୍କ ଗୃହକୁ ଆସିବେ । ଆପଣ ନିଜ ଜୀବନରେ ସଫଳତା ପ୍ରାପ୍ତ କରିବେ । ଆର୍ଥିକ ସ୍ଥିତିରେ ସୁଧାର ହେବ । ବ୍ୟାପାରରେ ଅଧିକ ଫାଇଦା ପାଇବେ ।

ମେଷ ରାଶି : ଆପଣଙ୍କ କୁଣ୍ଡଳୀରେ ଜବରଦସ୍ତ ମହା ଲକ୍ଷ୍ମୀ ଯୋଗ ବନୁଛି । ଯାହା ପାଇଁ ଆପଣଙ୍କ ପାଇଁ ସମୟ ଉତ୍ତମ ରହିଛି । ଏମିତି ଜଣେ ବ୍ୟକ୍ତିଙ୍କ ସହ ଭେଟ ହେବ ଯିଏ ଆପଣଙ୍କ ଜୀବନର ଦିଶା ବଦଳାଇ ଦେବେ । ଆପଣଙ୍କୁ ପ୍ରତେକ କ୍ଷେତ୍ରରୁ ଲାଭ ହିଁ ଲାଭ ମିଳିବ । ବ୍ୟାପାର କରୁଥିଲେ ଦୁଇ ଗୁଣା ଉନ୍ନତି କରିବେ । ଯେଉଁ ମାନେ ଚାକିରି କରୁଛନ୍ତି ସେମାନଙ୍କର ଇଚ୍ଛା ପୂରଣ ହେବ । ସନ୍ତାନ ପ୍ରାପ୍ତିର ସୁଖ ମିଳିବ ।

କୁମ୍ଭ ରାଶି : ମା ଲକ୍ଷ୍ମୀ ଏବେ ଆପଣଙ୍କ ଉପରେ ଅଧିକ ପ୍ରସନ୍ନ ହୋଇଛନ୍ତି । ଆପଣଙ୍କ ଘରେ ସୁଖ ସମୃଦ୍ଧି ଓ ଧନର ଆଗମନ ହେବ । ଆପଣ ଜଲ୍ଦି ନୂଆ କାମ ଆରମ୍ଭ କରିଲେ ସଫଳତା ପାଇବେ । ଘର ପରିବାରରେ ଶାନ୍ତି ବଜାୟ ରହିବ । ବ୍ୟାପାରରେ ଅଧିକ ଫାଇଦା ମିଳିବ । ବିଦେଶରେ ଯାଇ ଚାକିରି ବା ପଢିବାକୁ ସ୍ଵପ୍ନ ଦେଖୁଛନ୍ତି ସେମାନଙ୍କର ଆଶା ପୂରଣ ହେବ । ସବୁ କାମ ସହଜରେ ପୁରା ହେବ । ଯେଉଁ କାମ ବର୍ଷ ବର୍ଷ ହେବ ଅଟକିଥିଲା ତାହା ପୂରଣ ହେବ ।

ତୁଳା ରାଶି : ମା ଲକ୍ଷ୍ମୀ ଙ୍କ ବିଶେଷ କୃପା ଆପଣଙ୍କ ଉପରେ ରହିବ । ଯାହା କାରଣରୁ ଆର୍ଥିକ ଲାଭ ହେବ । ବ୍ୟବସାୟରେ ଯୋଗ୍ୟତାର ପ୍ରଦର୍ଶନ ସମସ୍ତେ ଦେଖିବେ । ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଯାହା ଆପଣ କେବେ ଭାବି ନାହାନ୍ତି । ଆପଣଙ୍କ ଜୀବନରେ ଏବେ ଖୁସି ହିଁ ଖୁସି ଆସିବାକୁ ଯାଉଛି ।

ସମାଜରେ ମାନ ସମାନ ବଢିବ । ବନ୍ଧୁଙ୍କ ସହଯୋଗ ମିଳିବ । ଜବରଦସ୍ତ ଇନକମ ହେବ । ଆପଣଙ୍କୁ ଅନେକ ପ୍ରକାରର ଧନ ଲାଭ ହେବାକୁ ଯାଉଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button