IBN ଓଡ଼ିଶା ଏକ୍ସକ୍ଲୁସିଭ୍

କୁମ୍ଭ ରାଶି ଜୁନ ମାସରେ ମିଳିବ 4ଟି ଖୁସି ଖବର, ଶୀଘ୍ର ଦେଖନ୍ତୁ

ବନ୍ଧୁଗଣ 2023 ବର୍ଷର ଷଷ୍ଠ ମାସ ଜୁନ ମାସ ଟି କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ କିପରି ରହିବ ତାହା ଆଜି ଆମେ କହିବୁ । ଗ୍ରହ ମାନଙ୍କର ଗୋଚର ଆପଣଙ୍କୁ କିପରି ଫଳ ପ୍ରଦାନ କରିବ । କିଛି ଗ୍ରହ ଆପଣଙ୍କୁ ଶୁଭ ଫଳ ଦେଉଥିବା ବେଳେ ଆଉ କିଛି ଗ୍ରହ ଅଶୁଭ ଫଳ ଦେବ । କୁମ୍ଭ ରାଶିର ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ବ୍ୟାପାର, ବାଣିଜ୍ୟ, ପ୍ରେମ ଜୀବନ, ଚାକିରି, ଦାମ୍ପତ୍ୟ ଜୀବନ ଏବଂ କିଛି ପ୍ରତିକାର ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।

ଜୁନ ମାସରେ କୁମ୍ଭ ରାଶିରେ ପ୍ରଥମ ଭାବରେ ଶନିଦେବ, ତୃତୀୟରେ ବୁଧ, ଗୁରୁ ଓ ରାହୁ, ଚତୁର୍ଥରେ ସୂର୍ଯ୍ୟଦେବ, ଷଷ୍ଠରେ ଶୁକ୍ରଙ୍କ ସହ ମଙ୍ଗଳ ଦେବ। ନବମରେ କେତୁଦେବ ବିରାଜିତ ଅଛନ୍ତି । ଜୁନ ମାସରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ବୁଦ୍ଧଦେବ ଆପଣଙ୍କର ତୃତୀୟ ଘରେ ବିରାଜିତ ଅଛନ୍ତି । ଜୁନ 8 ପରେ ପାଠ ପଢାରେ ମନ ଲାଗିବ । ଅନଲାଇନରେ ଟ୍ରାଭେଲ କରିବାକୁ ମନ ବଳାଇବେ ।

ପ୍ରେମ ଆଡକୁ ବିଦ୍ୟାର୍ଥୀଙ୍କ ମନ ଯାଇପାରେ । ବୁଧ ଗ୍ରହ କେନ୍ଦ୍ରକୁ ଆସିବେ ତେବେ ପଞ୍ଚମ ଭାବକୁ ବହୁତ ଭଲ ରହିବ । ଜୁନ 24 ପରେ ଶିକ୍ଷା କ୍ଷେତ୍ରରେ ସ୍ଥିତି ଭଲ ରହିବ । କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ବ୍ୟାପାର ବାଣିଜ୍ୟର ସ୍ଥିତି ବହୁତ ଭଲ ରହିବ । ବ୍ୟାପାର କ୍ଷେତ୍ରରେ ନୂଆ ନିବେଶ କରିବା ସହ ଦୁଇ ଗୁଣା ଧନ ଲାଭ ହେବ । ଆପଣଙ୍କ ପ୍ରେମ ଜୀବନ ବହୁତ ଭଲ ରହିବ ।

ପରସ୍ପର ପ୍ରତି ପ୍ରେମ ବଢିବ । ଜୁନ 16ରେ ସୂର୍ଯ୍ୟଦେବ ରାଶି ପରିବର୍ତ୍ତନ କରିବ କାରଣରୁ ଦାମ୍ପତ୍ୟ ଜୀବନ ଭଲ ରହିବ । କିନ୍ତୁ କଳହ ଦେଖା ଯାଇପାରେ । ଜୀବନସାଥିଙ୍କ ସ୍ୱାସ୍ଥ୍ୟ ରେ ଚେଞ୍ଜ ଆସିପାରେ । ଜୁନ 16 ପରେ ଦାମ୍ପତ୍ୟ ଜୀବନ ବହୁତ ଭଲ ରହିବ । ଭାଗ୍ୟ ସ୍ଥାନର ମାଲିକ ଅଟନ୍ତି ସୁକରଦେବ । ଶୁକ୍ର ଓ ମଙ୍ଗଳଙ୍କର ସ୍ଥିତି ଷଷ୍ଠ ଭାବରେ ଅଛନ୍ତି ।

ଯଦି ଆପଣ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଶୁକ୍ରଙ୍କ ସ୍ଥିତି ମଜବୁତ ନାହିଁ । ଲଟେରୀ ଠାରୁ ଦୂରେଇ ରୁହନ୍ତୁ । ଶତ୍ରୁ ଆପଣଙ୍କର ବଢିପାରନ୍ତି । ବଡ କାମର ଆରମ୍ଭ କରିପାରନ୍ତି । ମଙ୍ଗଳ ଦେବ ନିଚ୍ଚସ୍ଥା ଅଛନ୍ତି ତେଣୁ ଅପାନଙ୍କ ମନ କାମରେ ନ ଲାଗିପାରେ । ତେଣୁ ଧ୍ୟାନ ଦିଅନ୍ତୁ । ଦେଖି ଚାହିଁ ସବୁ କାମ କରନ୍ତୁ । ତରବର ହୋଇ ନିସ୍ପତି ନିଅନ୍ତୁ ନାହିଁ ।

କ୍ୟାରିୟରକୁ ନେଇ ବାହାରକୁ ଯାଇପାରନ୍ତି । ଯେଉଁ ମାନଙ୍କର ଚାକିରି ନାହିଁ ସେମାନେ ଚେଷ୍ଟା କରିବା ଉଚିତ । ଜୁନ ମାସ ଅପେକ୍ଷା ଜୁଲାଇ ମାସ ଆପଣଙ୍କ ପାଇଁ ଭଲ ରହିବ । ଜୁନ 16 ପରେ ଆପଣଙ୍କ ବ୍ୟାପାର ଭଲ ରହିବ । ରାଜନୀତି, ଇଲେକ୍ଟ୍ରି, ମେଡିକାଲ ଲାଇନରେ କାମ କରୁଥିଲେ ସମୟ ଭଲ ରହିବ । ଶନି, ଶୁକ୍ରଙ୍କ ବୀଜ ମନ୍ତ୍ର 108 ଥର ସୂର୍ଯ୍ୟାସ୍ତ ପରେ ଜପ କରନ୍ତୁ । ଭଗବାନ ଗଣେଶଙ୍କ ପୂଜା କରନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button