IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଭାରତର ସବୁଠାରୁ ବଡ ରାଜ୍ୟର ନାମ କଣ ? ଏହା ସହ ଜାଣନ୍ତୁ 10ଟି ପ୍ରଶ୍ନ ଓ ଏହାର ଉତ୍ତର ।

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ପ୍ରଶ୍ନ ଉତ୍ତର ଜଣାଇବା ପାଇଁ ଯାଉଛୁ ଯେଉଁ ପ୍ରଶ୍ନ ପାଇଁ ଆପଣଙ୍କ ଜ୍ଞାନର ବିକଶିତ ହେବା ସହ ଆପଣଙ୍କ ପିଲା ମାନଙ୍କ ଜ୍ଞାନ ମଧ୍ୟ ଆପଣ ମାନେ ବୃଦ୍ଧି କରାଇ ପାରିବେ । ଏହା ସହିତ ଆପଣ ଅନେକ ବଡ ବଡ ପରୀକ୍ଷାରେ ମଧ୍ୟ ଜାଣି ନ ଥିବା ଏହି ଛୋଟ ଛୋଟ ପ୍ରଶ୍ନର ଉତ୍ତର ଦେଇ ଉତିର୍ଣ ହୋଇ ପାରିବେ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ ।

ଏହି ସବୁ ପ୍ରଶ୍ନ ର ଉତ୍ତର ମଧ୍ୟ ଏଠାରେ ରହିଛି । ଏହି ସବୁ ପ୍ରଶ୍ନ ପାଠ ପଢୁଥିବା ପିଲା ମାନେ ପଢିବା ସହ ଯେଉଁ ମାନେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ପଢି ପାରିବେ । ଏହା ବହୁତ ସରଳ ଓ ସହଜ ପ୍ରଶ୍ନ ଓ ଉତ୍ତର ଅଟେ ଯାହା କିଛି ଲୋକେ ଜାଣି ନ ଥାନ୍ତି । ଅନେକ ସମୟରେ ଆମକୁ ଏମିତି କିଛି ପ୍ରଶ୍ନ ପଚାର ଯାଇଥାଏ ଯାହାକୁ ଆମେ ଜାଣି ମଧ୍ୟ ସଠିକ ଉତ୍ତର ଦେଇପାରି ନ ଥାଉ ।

ତେବେ ଏହି ସବୁ ସାଧାରଣ ଜ୍ଞାନ ର ପ୍ରଶ୍ନ ଆମେ ପାଇଗଲେ ଅନେକ ଉପକୃତ ହୋଇ ପାରିବା । ତେବେ ଆଉ ଡେରି ନ କରି ଆସନ୍ତୁ ଜାଣି ନେବା ସେହି ସମସ୍ତ ପ୍ରଶ୍ନର ଉତ୍ତର ଓ ଏହାର ଉତ୍ତର ସମ୍ପର୍କରେ । ୧- ଭାରତର ପ୍ରଥମ ମହିଳା ପ୍ରଧାନ ମନ୍ତ୍ରୀ କିଏ ଥିଲେ ?

ଉତ୍ତର- ଇନ୍ଦିରା ଗାନ୍ଧୀ ।

୨- ଭାରତର ପ୍ରଥମ ମହିଳା ମୁଖ୍ୟ ମନ୍ତ୍ରୀ କିଏ ଥିଲେ ?

ଉତ୍ତର- ସୁଚେତା କ୍ରିପଲାନି ।

୩- ଭାରତର ସବୁଠାରୁ ବଡ ରାଜ୍ୟର ନାମ କଣ ?

ଉତ୍ତର- ରାଜସ୍ଥାନ ।

୪- ଭାରତର ସବୁଠାରୁ ଛୋଟ ରାଜ୍ୟର ନାମ କଣ ?

ଉତ୍ତର- ଗୋଆ ।

୫- ଭାରତର ପ୍ରଥମ ନାଗରିକ କିଏ ?

ଉତ୍ତର- ରାଷ୍ଟ୍ରପତି ।

୬- ଭାରତର ଦ୍ଵିତୀୟ ନାଗରିକ କିଏ ?

ଉତ୍ତର- ଉପ-ରାଷ୍ଟ୍ରପତି ।

୭- ଭାରତର ତୃତୀୟ ନାଗରିକ କିଏ ?

ଉତ୍ତର- ପ୍ରଧାନମନ୍ତ୍ରୀ ।

୮- ଆମେ ମାନେ କେଉଁ ଦିନ ସ୍ଵାଧୀନତା ଦିବସ ପାଳନ କରିଥାଉ ?

ଉତ୍ତର- ଅଗଷ୍ଟ ୧୫ ତାରିଖ ।

୯- ଆମେ ମାନେ କେଉଁ ଦିନ ସାଧାରଣ ତନ୍ତ୍ର ଦିବସ ପାଳନ କରିଥାଉ ?

ଉତ୍ତର- ଜାନୁଆରୀ ୨୬ ତାରିଖ ।

୧୦- ଆମେ ମାନେ କେଉଁ ଦିନ ଗାନ୍ଧୀ ଜୟନ୍ତୀ ଭାବେ ପାଳନ କରିଥାଉ ?

ଉତ୍ତର- ଅକ୍ଟୋବର ୨ ତାରିଖ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button