IBN ଓଡ଼ିଶା ଏକ୍ସକ୍ଲୁସିଭ୍

ବ୍ୟକ୍ତି ନିଦରେ ଶୋଇଯିବା ପରେ ତା’ ସହ କ’ଣ ହୋଇଥାଏ ? କାରଣ ଜାଣିଲେ ଆପଣ ବି ଚମକି ପଡିବେ !

ବନ୍ଧୁଗଣ ମନୁଷ୍ୟ ମାନେ ହୁଅନ୍ତୁ ଅବା ପଶୁପକ୍ଷୀସବୁ ପ୍ରାଣୀଙ୍କୁ ନିଦ ଆସିଥାଏ ଏବଂ ସମସ୍ତଙ୍କୁ ସଠିକ ଭାବେ ଶୋଇବା ମଧ୍ୟ ଦରକାର । ତେବେ ଶୋଇବା ଅବସ୍ତାରେ ଆମେ ପାରାଲାଇଜ ହୋଇଥାଉ କେବଳ ସେତିକି ସମୟ ପାଇଁ ଯେତେ ସମୟ ଆମେ ନିଦରେ ଶୋଇଥାଉ । ଶୋଇବା ବେଳେ ଆମ ଶରୀରର ସବୁ ଅଙ୍ଗ ଆରାମ କରିଥାଏ ଏବଂ ରିଚାର୍ଜ ମଧ୍ୟ ହୋଇଥାଏ । ଯେମିତି ଆମେ ଆମ ସ୍ମାର୍ଟଫୋନ ରିଚାର୍ଜ କରିଥାଉ ଠିକ ସେମିତି ଶୋଇଲେ ଆମ ଶରୀର ମଧ୍ୟ ରିଜାର୍ଜ ହୋଇଥାଏ ଯାହାଫଳରେ ଆମେ ଶୋଇକି ଉଠିଲା ପରେ ସତେଜ ଅନୁଭବ କରିଥାଉ । ତେବେ ଶୋଇବା ସମୟରେ ଆମ ଠାରେ କ’ଣ କ’ଣ ଘଟିଥାଏ ଆସନ୍ତୁ ଏଠାରେ ଜାଣିବା ।

1- ଆପଣ କେବେ ପାରାଲାଇଜ ହୋଇଥିବା ଲୋକଙ୍କୁ ଦେଖିଛନ୍ତି । ସେ ତାଙ୍କ ପାରାଲାଇଜ ହୋଇଯାଇଥିବା ଅଙ୍ଗ ଚଳପ୍ରଚଳ କରିପାରନ୍ତି ନାହିଁ । ଠିକ ସେମିତି ଆମେ ସାଧାରଣ ଲୋକ ହେଲେ ମଧ୍ୟ ଶୋଇଲା ବେଳେ ଆମେ ପାରାଲାଇଜ ହୋଇଯାଇଥାଉ । ଯେତେବେଳେ ଆମେ ନିଦରେ ଥାଉ ଆମ ଶରୀର ହଲଚଲ କରି ନଥାଏ, ଯେଉଁ ପର୍ଯ୍ୟନ୍ତ ଆମ ନିଦ ଭାଙ୍ଗି ନାହିଁ । ସେ ପର୍ଯ୍ୟନ୍ତ ଆମ ଶରୀର ପାରାଲାଇଜ ହୋଇ ପଡି ରହିଥାଏ, ତେବେ ଏହା ସ୍ଵାଭାବିକ କଥା ଅଟେ । କାରଣ ଏହା ସମସ୍ତଙ୍କ ସହ ହୋଇଥାଏ ।

2- ଆମକୁ ଏହା ଲାଗିଥାଏ ଯେ ଶୋଇଲା ବେଳେ ଆମ ଆଖି ସ୍ଥିର ରହିଥାଏ କିନ୍ତୁ ପ୍ରକୃତରେ ତାହା ନୁହେଁ । ଆମେ ଶୋଇଲା ପରେ ମଧ୍ୟ ଆଖି ସ୍ଥିର ହୋଇ ଗୋଟେ ଜାଗାରେ ରୁହେ ନାହିଁ । ଆଖି ସାମାନ୍ଯ ଏପଟ ସେପଟ ହେଉଥାଏ ।

3- HGH ହ୍ୟୁମାନ ଗ୍ରୋଥ ହର୍ମୋନ ଏହା ଗୋଟେ ମହତ୍ଵପୂର୍ଣ୍ଣ ହର୍ମୋନ ଅଟେ । ଯାହା ଅନୁଯାଇ ଏହା ଜଣା ପଡିଥାଏ, ଯେ ଆପଣଙ୍କ ଓଜନ, ଆପଣ କେବେ ବଡ ହୋଇବେ ଏବଂ ବଡ ହୋଇ କେଉଁ ଭଳି ଦେଖା ଯିବେ ଏହା ସବୁ ଏଚଜିଏଚ ଉପରେ ନିର୍ଭର କରିଥାଏ । ଏଥିସହ ବୈଜ୍ଞାନିକଙ୍କ କହିବା ଅନୁଯାଇ ଏଚଜିଏଚ ଶୋଇଲା ବେଳେ ସଠିକ ଭାବରେ ଶରୀରରେ କାମ କରିଥାଏ ସେଥିପାଇଁ ଦରକାର ଅନୁଯାଇ ଶୋଇବା ଉଚିତ ।

4- ଯେତେବେଳେ କୌଣସି ମଣିଷ ଶୋଇଥାଏ ସେତେବେଳେ ସେ ସାମାନ୍ଯ ଠାରୁ କମ ନିଶ୍ଵାସ ଗ୍ରହଣ କରିଥାଏ ସେହି ସମୟରେ ବେକ ମଧ୍ୟ ଆରାମ କରିଥାଏ ଏବଂ ଶରୀର ନିଜ କାମ କରିଥାଏ ତେବେ ଅତି କମ ନିଶ୍ଵାସ ଗ୍ରହଣ କରିବା ଦ୍ଵାରା ଘୁଙ୍ଘୁଡି ଆସିଥାଏ ।

ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଲାଇକ୍ ଓ ଶେୟାର କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button