ରାଜନୀତି
୨୧ ପରିବର୍ତ୍ତେ ୨୨ ହେବ ବାଚସ୍ପତି ନିର୍ବାଚନ – Ibnodisha

[ad_1]
ଭୁବନେଶ୍ୱର : ଦିନଟିଏ ଘୁଞ୍ଚିଲା ବିଧାନସଭା ବାଚସ୍ପତି ନିର୍ବାଚନ | ୨୧ ପରିବର୍ତ୍ତେ ୨୨ ହେବ ବାଚସ୍ପତି ନିର୍ବାଚନ | ନୂଆଖାଇ ପାଇଁ ବାଚସ୍ପତି ନିର୍ବାଚନ ଘୁଞ୍ଚି ଥିବା ସୂଚନା | ୨୨ ତାରିଖ ସଖାଳ ୯ ଟା ୩୦ ହେବେ ନିର୍ବାଚନ |
ପାର୍ବଣ ପୂର୍ବରୁ ଆକ୍ସନ ମୁଡ୍ରେ କମିଶନରେଟ୍ ପୁଲିସ; ଦୁର୍ଦ୍ଦାନ୍ତ ଅପରାଧୀ ମଙ୍ଗୁକୁ ଏନ୍କାଉଣ୍ଟର୍
The post ୨୧ ପରିବର୍ତ୍ତେ ୨୨ ହେବ ବାଚସ୍ପତି ନିର୍ବାଚନ appeared first on ONA KHABAR.
[ad_2]