IBN ଓଡ଼ିଶା ବ୍ୟୁରୋ

ଅନ୍ୟ ପୁରୁଷ ସହ ସମ୍ପର୍କ ରଖୁଥିଲେ ମିଳିଥାଏ ଏହି ସବୁ ଦଣ୍ଡ… Garuda Purana

ବନ୍ଧୁଗଣ ସୂଚନା ଅନୁଯାୟୀ ଜଣେ ପୁରୁଷ ତାର ଜୀବନରେ ଯାହା ବି ଖରାପ କାମ କରିଥାଏ ତାକୁ ମୃତ୍ୟୁ ପରେ ନର୍କ ରେ ଭୟାନକ ଦଣ୍ଡ ମିଳିଥାଏ । କିନ୍ତୁ ଯେଉଁ ସ୍ତ୍ରୀ ନିଜ ସ୍ବାମୀର ସେବା କରେ ନାହିଁ, ମିଛ କଥା କହିଥାଏ, ପର ପୁରୁଷ ସହ ଶାରୀରିକ ସମ୍ପର୍କ ରଖିଥାଏ ତଥା ନିଜ ସ୍ଵାମୀ କୁ ଧୋକା ଦେଇଥାଏ ଏମିତି ସ୍ତ୍ରୀ କୁ ମୃତ୍ୟୁ ପରେ କୌଣସି ଦଣ୍ଡ ମିଳିଥାଏ କିମ୍ବା ସେମାନଙ୍କ ସହ ସବୁ କ୍ଷମା ହୋଇଥାଏ ତାହା ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

୧- ତମିଶ୍ରମ : ଗରୁଡ ପୁରାଣ ଅନୁସାରେ ଏହି ଦଣ୍ଡ ଏମିତି ସ୍ତ୍ରୀ ଙ୍କୁ ଦିଆଯାଏ ଯିଏ ନିଜ ସ୍ଵାମୀ ଙ୍କ ବ୍ୟବହାର କରିଥାନ୍ତି । ଏଭଳି ସ୍ତ୍ରୀ ନିଜ ସ୍ଵାମୀ ଙ୍କ ପାଖରେ ଟଙ୍କା ଥିବା ଯାଏଁ ରହିଥାଏ । ଟଙ୍କା ସରିବା ମାତ୍ରେ ଏଭଳି ସ୍ତ୍ରୀ ନିଜ ସ୍ଵାମୀ କୁ ଛାଡି ଦେଇଥାଏ । ମୃତ୍ୟୁ ପରେ ଏଭଳି ନାରୀ ଙ୍କୁ ଗରମ ଖୁମ୍ବ ରେ ଲଟକାଇ ତେଜ ଛୁରୀ ରେ ମରା ଯାଇଥାଏ ।

୨- ଅସିତାପତ୍ରମ : ନିଜ କର୍ତ୍ତବ୍ୟ ରେ ଅବହେଳା କରୁଥିବା ସ୍ତ୍ରୀ ଙ୍କ ପାଇଁ ଏହି ଦଣ୍ଡ ଟି ନର୍କ ର ବହୁତ ନିର୍ମମ ଦଣ୍ଡ ଅଟେ । ଅର୍ଥାତ ଯେଉଁ ସ୍ତ୍ରୀ ନିଜ ସ୍ଵାମୀ କୁ ଧୋକା ଦେଇଥାଏ, ଯୌତୁକ ବାବଦରେ ନିଜ ସ୍ଵାମୀ କି ମିଛରେ ଫସାଇ ଥାଏ ଏମିତି ସ୍ତ୍ରୀ ଙ୍କୁ ଅନେକ ଜନ୍ମ ଯାଏଁ ଚକ୍ରବାକ ପକ୍ଷୀ ଭାବେ ଜନ୍ମ ନେବାକୁ ପଡିଥାଏ । ଏମିତି ପାପୀ ଆତ୍ମା କୁ ନର୍କ ରେ ତେଜ ଛୁରୀ ଦ୍ଵାରା ପ୍ରହାର କରା ଯାଇଥାଏ । ଏହି ଦଣ୍ଡ ସେତେବେଳେ ଯାଏଁ ମିଳିଥାଏ ଯେବେ ଯାଏଁ ସେ ପାପୀ ଆତ୍ମା ବେହୋସ ନ ହୋଇଛି ।

୩- ଗରୁଡ ପୁରାଣ ଅନୁଯାୟୀ ଭଗବାନ କୃଷ୍ଣ କହିଛନ୍ତି ଯେଉଁ ସ୍ତ୍ରୀ ଜଣେ ପୁରୁଷର ବିନା ଇଚ୍ଛା ରେ ତା ସହ ସମ୍ପର୍କ ରଖିବାକୁ ଚେଷ୍ଟା କରିଥାଏ ବା ସଂଭୋଗ କରିବାକୁ ଉତ୍ତେଜିତ କରିଥାଏ ସେଭଳି ପାପୀ ଆତ୍ମା କୁ ମୃତ୍ୟୁ ପରେ ନର୍କ ରେ ବିଷଧର ପତଙ୍ଗ, ରକ୍ତ, ପଶୁ ଙ୍କ ମଧ୍ୟରେ ଛଡା ଯାଏ ।

୪- ଯେଉଁ ସ୍ତ୍ରୀ ନିଜ ସ୍ଵାମୀ ର ହତ୍ୟା କରିଥାଏ ବା କାହା ଦ୍ଵାରା କରାଇ ଥାଏ ସେଭଳି ସ୍ତ୍ରୀ କୁ ମୃତ୍ୟୁ ପରେ ନର୍କ ରେ ରକ୍ତ ର ନଦୀ ରେ ପକାଇ ଦିଆଯାଏ । ତେବେ ଏହା ଥିଲା ସେହି ସବୁ ଦଣ୍ଡ ଯାହା ସ୍ତ୍ରୀ ର କର୍ମ ଅନୁଯାୟୀ ତାକୁ ମିଳିଥାଏ । ଏଥିରୁ ଏହା ଜଣା ପଡିଲା ଯେ ଯଦି ସ୍ଵାମୀ ଭୁଲ କର୍ମ କରିଥାଏ ତେବେ ତାକୁ ତାର ଦଣ୍ଡ ଅବଶ୍ୟ ମିଳିଥାଏ । କିନ୍ତୁ ଯଦି ସ୍ତ୍ରୀ ଭୁଲ କର୍ମ କରିଥାଏ ତେବେ ତାକୁ ମଧ୍ୟ ତାର ଦଣ୍ଡ ମୃତ୍ୟୁ ପରେ ମିଳିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button