IBN ଓଡ଼ିଶା ବ୍ୟୁରୋ

ବିଲେଇ ଘରକୁ ଆସିଲେ ମିଳେ ଭାଗ୍ୟ ବଦଳିବାର ଏହି 10ଟି ସଂକେତ, ଜାଣନ୍ତୁ କେମିତି- Shakuna Shastra

ବନ୍ଧୁଗଣ ବିଲେଇ ସମସ୍ତଙ୍କ ଘରକୁ ଆସି କିଛି ନା କିଛି କାଣ୍ଡ କରିଥାଏ । ଏମିତିରେ ବିଲେଇ ଶୁଭ ଓ ଶୁଭ ସଙ୍କେତ ଦେଇଥାଏ ତାହା ଆମେ ଜାଣି ନ ଥାଉ । ଏ ସବୁକୁ ଆମେ ଅଣଦେଖା କରିଥାଉ । ଯାହା କାରଣରୁ ଆମ ଉପରେ ଆସୁଥିବା କଷ୍ଟ ବା ସୁଖ ଆମକୁ ଜଣା ପଡେ ନାହି । ଆମେ ଏହା ଭାବିଥାଉ ଏ ସବୁ ବିଲେଇର କିଛି ନ କିଛି ହରକତ ହୋଇଥାଏ । ଯେମିତି ଘରେ ବିଲେଇ ଆସି ବାସନ ପକାଇବା କିଛି ସଂକେତ ଦେଇଥାଏ କିମ୍ବା ବିଲେଇ କ୍ଷୀର ପିବା ସଂକେତ ଦେଇଥାଏ । ଆଜି ଆମେ ଆପଣଙ୍କୁ ବିଲେଇ ଆସିବାର ଶୁଭ ଅଶୁଭ ସଂକେତ ବିଷୟରେ କହିବାକୁ ଯାଉଛୁ ।

୧- ବିଲେଇ ଘରେ କାନ୍ଦିଲେ ଅଶୁଭ ମାନା ଯାଇଥାଏ । ଏହାର ଅର୍ଥ ଘରେ ଦାରିଦ୍ରତା ବା କାହାର ସ୍ୱାସ୍ଥ୍ୟ ଖରାପ ହେବାର ସୂଚନା ମିଳିଥାଏ ।

୨- ଅନେକ ସମୟରେ ବିଲେଇ ଘରେ କୌଣସି ଜୀବ ଜନ୍ତୁର ମାଂସ ଟୁକୁଡା ପକାଇଲେ ଅଶୁଭ ସଂକେତ ହୋଇଥାଏ । ଯାହା ଦ୍ଵାରା ଘରେ ଅକାଳ ମୃତ୍ୟୁ ହେବାର ସମ୍ଭାବନା ରହିଥାଏ । ତେଣୁ ଏହାର ସମାଧାନ ସ୍ୱରୂପ ମାତା ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ ।

୩- ସକାଳୁ ସକାଳୁ କାଉ ଘରକୁ ଆସିବା ଶୁଭ ହୋଇଥାଏ । ସେହିପରି ବିଲେଇ ଘରେ ସକାଳୁ ଆସିଲେ ଶୁଭ ମନା ଯାଇଥାଏ । ସୂର୍ଯ୍ୟ ଉଦୟ ସମୟରେ ବିଲେଇ ଘରକୁ ଆସିବାର ଦେଖିଲେ ଘର ଓ ପରିବାର ପାଇଁ ଉତ୍ତମ ହୋଇଥାଏ ।

୪- ଘରେ ଯଦି ବିଲେଇ ଛୁଆ ଜନ୍ମ କରିଥାଏ ତେବେ ଘରେ ପଜେଟିଭ ଏନର୍ଜି ରହିବାର ସଂକେତ ମିଳିଥାଏ । ଯାହା କାରଣରୁ ବିଲେଇ ଛୁଆ ଜନ୍ମ କରିଥାଏ । ଆପଣଙ୍କ ଘରେ ଥିବା କଷ୍ଟ ଦୂର ହେବାକୁ ଯାଉଛି । ଏହାର ଅନ୍ୟ ଏକ ଅର୍ଥ ହେଉଛି ଘରେ ସନ୍ତାନ ସୁଖ ପ୍ରାପ୍ତ ହେବାକୁ ଯାଉଛି ।

୫- ଯଦି ବିଲେଇ ସ୍ଵପ୍ନ ରେ ଆସିଥାଏ ଶୁଭ ହୋଇଥାଏ । କିନ୍ତୁ ମରିଥିବା ବିଲେଇ ବା କଳହ କରୁଥିବାର ଦେଖିଲେ ସ୍ଵପ୍ନରେ ଅଶୁଭ ହୋଇଥାଏ ।

୬- ଯଦି ବିଲେଇ ଆପଣଙ୍କ ଘରେ ପଣି ସେବନ କରିଥାଏ ତେବେ ଶୁଭ ସଂକେତ ହୋଇଥାଏ । ଯାହା ଦ୍ଵାରା ଧନ ଲାଭ ହୋଇଥାଏ । କିନ୍ତୁ କ୍ଷୀର ପିଇଲେ ଅଶୁଭ ସଂକେତ ହୋଇଥାଏ ।

୭- ଘରେ ଯଦି ବିଲେଇ ଉଦାସ ମନରେ ବସିଥାଏ ତେବେ ଘରେ କାହାର ସ୍ୱାସ୍ଥ୍ୟ ଖରାପ ହେବ । ଅସାନ୍ତି ହେବ। ଦାରିଦ୍ରତା ଦେଖାଯିବ । ଏହା ଅଶୁଭ ସଂକେତ ହୋଇଥାଏ ।

୮- ଯାତ୍ରା କରିବା ସମୟରେ କଳା ବିଲେଇ ଆଗରେ ଚାଲିଗଲେ ତେବେ ଅଶୁଭ ସଂକେତ ହୋଇଥାଏ । ଯାହା ଦ୍ଵାରା ଯାତ୍ରା ଅସଫଳ ହପିଥାଏ ।

୯- କଳା ବିଲେଇ ଆପଣଙ୍କୁ ପଞ୍ଝା ମାରିଥାଏ ତେବେ ଅଶୁଭ ହୋଇଥାଏ । ଏହାର ବାର୍ଥ ଘରେ ଆର୍ଥିକ ସ୍ଥିତି ଖରାପ ହେବାର ସମ୍ଭାବନା ରହିଥାଏ ।

୧୦- ଦୁଇଟି ବିଲେଇ ପରସ୍ପର ସହ ଲଢିବାର ଦେଖାଗଲେ ଅଶୁଭ ହୋଇଥାଏ । ଯାହା ଦ୍ଵାରା ପରିବାରରେ କଳହ ହେବାର ସୂଚନା ଦେଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button