ଯେବେ ପ୍ରେମରେ ଧୋକା ମିଳିଥାଏ, ତେବେ ସେଥିରୁ ବାହାରିବା ପାଇଁ ଏମିତି କରନ୍ତୁ- Krishna Vani

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ପାଇଁ ସଂପର୍କକୁ ଭୁଲିବା ଏତେ ସହଜ ନୁହେଁ । ଖାସ କରି ଯେବେ ସମ୍ପର୍କ ଭାବନା ସହ ଜଡିତ ହୋଇଥାଏ ଓ ତା ଠାରୁ ଅଧିକା ସେହି ସମ୍ପର୍କ ପ୍ରେମର ହୋଇଥିବ । ଆମେ କେବେ ବି ନିଜ ଲୋକଙ୍କ ଠାରୁ ଅଲଗା ହେଲେ ସେହି କଷ୍ଟକୁ ବରଦାସ୍ତ କରିପାରି ନ ଥାଉ । ଆମେ ତାଙ୍କୁ ଭୁଲିବାକୁ ପୁରା ଚେଷ୍ଟା କରିଥାଉ କିନ୍ତୁ ସ୍ମୃତି ପିଛା ଚାଡେ ନାହି । ଏମିତିରେ ଆମେ ସେମାନଙ୍କୁ ଯେତେ ଭୁଲିବାକୁ ଚେଷ୍ଟା କରିଥାଉ ସେମାନେ ଅଧିକ ମନେ ପଡିଥାନ୍ତି । ଏମିତିରେ ଆମେ ଏମିତି ଭୁଲ କରିଥାଉ ଯାହା ଆମେ କରିବା ଉଚିତ ନୁହେଁ ।

ଆସନ୍ତୁ ଜାଣିବା ସେହି ଭୁଲ ବିଷୟରେ ବିସ୍ତାର ଭାବେ । ଅନେକ ସମୟରେ ଆମେ ମାନେ ପଡୁଥିବା ବ୍ୟକ୍ତିଙ୍କ କଥା ଭାବି ଟାଙ୍କୂ ଫୋନ କରୁ ମୟସେଜ କରୁ । ଏମିତିରେ ଆମେ ନିଶାରେ ପଡିଯାଉ କାରଣ ଧୋକାର କଷ୍ଟ ବହୁତ ଭୟାନକ ହୋଇଥାଏ । ଯଦି ଆପଣଙ୍କୁ କେହି ଧୋକା ଦେଉଛନ୍ତି ତେବେ ତାଙ୍କୁ ମନରୁ ମାଇଣ୍ଡରୁ କେମିତି ବାହାର କରିବେ । ଧୋକା ମିଳିବା ପରେ ବ୍ୟକ୍ତି ସେହି ମଣିଷକୁ ଭୁଲିବାକୁ ଚେଷ୍ଟା କରିଥାଏ ଯାହା ଆପଣଙ୍କର ବଡ ଭୁଲ ।
କାରଣ ଆପଣ ସେହି ମଣିଷକୁ ମନେ ପକାଇ କେବେ ବି ଭୁଲିପାରିବେ ନାହି । କିଛି ଲୋକଙ୍କୁ ଭ୍ରମ ରହିଥାଏ ମଦ୍ୟପାନ କରିଲେ ଭୁଲିଯିବା । କିନ୍ତୁ ଏହା ସତ ନୁହେଁ । ଆପଣ ତାଙ୍କୁ ଭୁଲିବା ଅପେକ୍ଷା ଅନ୍ୟ କାମରେ ବ୍ୟସ୍ତ ରଖନ୍ତୁ ନିଜକୁ । ନିଜ ପରିବାର ସହ ସମୟ ବ୍ଯତୀତ କରନ୍ତୁ ବା କିଛି କରି ଦେଖାଇବାର ଲକ୍ଷ୍ୟ ରଖନ୍ତୁ । ବହୁତ ସାରା ଲୋକେ ନିଜକୁ ଏକା ରଖିଥାନ୍ତି । ପୁରା ତରିକାରେ ଦେବଦାସ ପାଲଟି ଯାଇଥାନ୍ତି ଯାହା ଏମାନଙ୍କର ବଡ ଭୁଲ ଅଟେ । ଏହି ସମୟରେ ନିଜ ପରିବାର ଓ ବନ୍ଧୁଙ୍କ ସହ ବିତାଇବା ଉଚିତ ।

କାରଣ ଆପଣ ଏକା ରହିଲେ ଅଧିକ ଚିନ୍ତାରେ ରହିବେ । ସେହି ଜିନିଷକୁ ବାରମ୍ବାର ମନେ ପକାଇବେ । ଅନେକ ସମୟରେ ବ୍ୟକ୍ତି ଭାବିଥାଏ ତା ଭିତରେ ଅଭାବ ଅଛି ବା କିସ୍ମତ ଖରାପ ଅଛି କିନ୍ତୁ ଏଭଳି ଚିନ୍ତା କରିବା ଭୁଲ । ଆପଣଙ୍କୁ ଏହା ଭାବିବାର ଅଛି ଯିଏ ଆପଣଙ୍କୁ ଧୋକା ଦେଇଛି ତାର ଭାଗ୍ୟ ଖରାପ କାରଣ ଟାଙ୍କୂ ଆପଣ ମିଳିଲେ ନାହି । ଧୋକା ଖାଇବା ପରେ ଲୋକ ମନରେ ପ୍ରତିଶୋଧ ନେବାର ଭାବନା ଆଣିଥାନ୍ତି । ଯାହା ସଂପୂର୍ଣ୍ଣ ଭୁଲ ।

ଯେବେ କୌଣସି ବ୍ୟକ୍ତିକୁ ପ୍ରେମ ମିଳିଥାଏ ତାକୁ ପୁରା ଦୁନିଆ ମିଳିଯାଏ ବୋଲି ଫିଲ ହୁଏ । ଆଉ ଯେବେ ଧୋକା ମିଳିଥାଏ ତେବେ ଲାଗିଥାଏ ତାର ପୁରା ଦୁନିଆ ଉଜୁଡି ଯାଇଛି । ଏଥିପାଇଁ ସେହି ବ୍ୟକ୍ତି ଧୋକା ଦେଇଥିବା ମଣିଷର ସ୍ମୃତିରେ ସାରା ଜୀବନ ବିତାଇବାକୁ ଚେଷ୍ଟା କରିଥାଏ । ଯାହା ଭୁଲ ଅଟେ ।
ତେଣୁ ଆପଣ ସ୍ଵୀକାର କରନ୍ତୁ ସେ ଆପଣଙ୍କ ସହ ଏବେ ନାହାନ୍ତି ଆପଣ ବି ଜୀବନରେ ଆଗକୁ ବଢନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।




