IBN ଓଡ଼ିଶା ବ୍ୟୁରୋ

ଶୋଇବା ପୁର୍ବରୁ ନିଶ୍ଚିତ ଭାବରେ ଏହି ମନ୍ତ୍ର ଜପ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ମନସ୍କାମନା ହୋଇଯିବ ପୂରଣ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆପଣ ମାନେ ସମସ୍ତେ ପ୍ରଭୁ ହନୁମାନଙ୍କ କୃପା ଲାଭ କରିବା ପାଇଁ ଅନେକ ଉପାୟ କରି ଥାଉ। ବେଳେବେଳେ ଆମ ଦ୍ଵାରା କିଛି ଏଭଳି ଭୁଲ ହୋଇ ଯାଇଥାଏ, ଯାହାଦ୍ଵାରା ଆମକୁ ଅନେକ କଠିନ ସଂକଟର ମୁକାବିଲା କରିବାକୁ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ ପ୍ରଭୁ ଶ୍ରୀହନୁମାନଙ୍କର ବୀଜ ମନ୍ତ୍ର କହିବାକୁ ଯାଉଛୁ, ଯାହାକୁ ଆପଣ ନିଜ ଜୀବନରେ ପ୍ରତ୍ୟେକ ଦିନ ଜପ କଲେ, ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ପ୍ରଭୁ ହନୁମାନଙ୍କ କୃପାରୁ ଆପଣଙ୍କର ସମସ୍ତ ସଙ୍କଟ ଦୂର ହୋଇଯିବ। ଏହାସହିତ ପରିବାରରେ ସୁଖଶାନ୍ତି ଦୂର ହୋଇଯିବ। ପ୍ରଭୁ ହନୁମାନ ଯେଉଁ ବ୍ୟକ୍ତି ଉପରେ କୃପା ଦୃଷ୍ଟି ରଖିଥାନ୍ତି, ତାଙ୍କୁ କୌଣସି ନକାରାତ୍ମକ ଶକ୍ତି ସ୍ପର୍ଶ କରି ନଥାଏ। ପ୍ରଭୁ ହନୁମାନଙ୍କ ବୀଜ ମନ୍ତ୍ର ଆପଣଙ୍କ ଜୀବନକୁ ବଦଳାଇ ଦେବ।

ଏହି ମନ୍ତ୍ରକୁ ଆପଣ ନିଜ ସନ୍ତାନଙ୍କୁ ମଧ୍ୟ ଶିଖାଇ ପାରିବେ। ଏହି ମନ୍ତ୍ରଟି ହେଉଛି, ଓଁ ଶ୍ରିଂ ଭ୍ରିଂ ହନୁମନ୍ତେ ଶ୍ରୀରାମ ଦୂତାୟ ନମଃ। ଏହି ମନ୍ତ୍ର ଆପଣ ଦିନରେ ୧୦୮ ଥର ଜପ କରି ପାରିବେ। ଏହି ମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କ ଉପରେ ପ୍ରଭୁ ହନୁମାନଙ୍କର କୃପା ଦୃଷ୍ଟି ରହିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button