IBN ଓଡ଼ିଶା ବ୍ୟୁରୋ

ଝାଡୁ କୁ ଚୁପ ଚାପ ଘରର ଏହି ଜାଗାରେ ରଖି ଦିଅନ୍ତୁ ଏତେ ଟଙ୍କା ଆସିବ କି ଆପଣ ସମ୍ଭାଳି ପାରିବେନି…

ବନ୍ଧୁଗଣ ଆଜି ଆମେ ଜାଣିବା ଏମିତି ଏକ କଥା ବିଷୟରେ ଯେଉଁ ସବୁ ଭୁଲ ନିଜ ଘରେ ଅଧିକାଂଶ ଲୋକ କରିଥାନ୍ତି । ଯାହାର କାରଣରୁ ସମସ୍ଯା ଦିନକୁ ଦିନ ବଢିବାରେ ଲାଗିଥାଏ । ଆଉ ସେହି ବ୍ୟକ୍ତିଙ୍କର ଦୁର୍ଭାଗ୍ୟ ସବୁବେଳେ ଚାଲିଥାଏ । ମନୟତା ଅନୁଯାୟୀ ଝାଡୁ କୁ ମା ଲକ୍ଷ୍ମୀ ଙ୍କ ପ୍ରତୀକ ଭାବେ ବିଚାର କରାଯାଏ । ଝାଡୁ ସହ ଜଡିତ ଭୁଲ ହିଁ ଜୀବନରେ ଦୁର୍ଭାଗ୍ୟ ଆଣିପାରେ । ଯାହା କାରଣରୁ କେଉଁ ବି କାମ ହୋଇପାରେ ନାହିଁ । ଆଜି ଆମେ ଜାଣିବା ଝାଡୁ କୁ କେଉଁଠି ରଖିବା, କେଉଁ ପ୍ରକାରର ଝାଡୁ ଘରେ ରଖିବା ଉଚିତ ହୋଇଥାଏ ।

ଝାଡୁ ସହ ଜଡିତ ଅନେକ ଧାର୍ମିକ ମାନ୍ୟତା ଅଛି । କେବେ ବି ଝାଡୁ କୁ ଗୋଡ ରେ ମାରିବା ଉଚିତ ନୁହେଁ । ସୂର୍ଯ୍ୟାସ୍ତ ପରେ ଭୁଲରେ ବି ଘରେ ଝାଡୁ କରିବା ଉଚିତ ନୁହେଁ । ଏହା ଦ୍ଵାରା ଆର୍ଥିକ ସମସ୍ଯା ଦେଖା ଯାଇଥାଏ । ଏହା ସହ ଏଣେତେଣେ ଝାଡୁ କୁ ରଖିବା ଉଚିତ ନୁହେଁ । ଶାସ୍ତ୍ର ଅନୁଯାୟୀ ଉତ୍ତର ଦିଗରେ ଝାଡୁ କୁ ରଖିବା ଉଚିତ ହୋଇଥାଏ । ଏମିତି ରଖିବା ଦ୍ଵାରା ଯେମିତି ବାହାର ଲୋକଙ୍କ ନଜର ଝାଡୁ ଉପରେ ନ ପଡେ ।

ଡାଇନିଙ୍ଗ ହଲ ବା ରୋଷେଇ ଘରେ କେବେ ବି ଝାଡୁ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ପରିବାର ଲୋକଙ୍କୁ ରୋଗ ଲାଗି ରହିଥାଏ । ଯେଉଁ ଲୋକ ମାନେ ଶୋଇବା ଘରେ ଝାଡୁ ରଖିଥାନ୍ତି ସେମାନଙ୍କ ଜୀବନରେ ସବୁବେଳେ ଦୁଃଖ ଲାଗି ରହିଥାଏ । ଧ୍ୟାନ ରଖିବାର ଅଛି କି ଝାଡୁ କୁ କେବେ ବି ଠିଆ କରି ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଶତ୍ରୁ ଅଧିକ ହୋଇଥାଏ ।

ଏବଂ ଘରେ ଝଗଡା ଲାଗି ରହିଥାଏ । ଆଉ ପରିବାର ରେ କଳହ ସର୍ବଦା ଲାଗି ରହିଥାଏ ଓ ସୁଖ ଶାନ୍ତି ଦୂରେଇ ଯାଇଥାଏ । ଏହି ସବୁ କଥାର ଧ୍ୟାନ ରଖିବା ଉଚିତ ଝାଡୁ କୁ ନେଇ । ଶାସ୍ତ୍ର ଅନୁଯାୟୀ ଝାଡୁ କୁ କେବେ ବି ଜଳାଇବା ଉଚିତ ହୋଇ ନ ଥାଏ । ଏହା ଦ୍ଵାରା ଦୁର୍ଭାଗ୍ୟ ଲାଗି ରହିଥାଏ ।

କେଉଁ ବି କାର୍ଯ୍ୟ ହୋଇପାରେ ନାହିଁ । ଯଦି କୌଣସି ବ୍ୟକ୍ତି ନୂଆ ଘରକୁ ଗୃହ ପରବେଶ କରୁଛନ୍ତି ବା ଦୋକାନ ଆରମ୍ଭ କରୁଛନ୍ତି ସେଠାରେ ପୁରୁଣା ଝାଡୁ ର ବ୍ୟବହାର କରିବା ଉଚିତ ନୁହେଁ । ଏହାକୁ ଅଶୁଭ ମାନାଯାଏ । ଝାଡୁ କୁ କେବେ ବି ଘର ବାହାରେ ବା ଛାତ ଉପରେ ରଖିବା ଉଚିତ ହୋଇ ନ ଥାଏ । ଏହା ଦ୍ଵାରା ଧନର ହାନି ହୋଇଥାଏ । ଝାଡୁ କୁ କେବେ ବି ଶୁକ୍ଳ ପକ୍ଷ ରେ କିଣିବା ଉଚିତ ନୁହେଁ । କେବଳ କୃଷ୍ଣ ପକ୍ଷ ରେ ଝାଡୁ କିଣିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button