IBN ଓଡ଼ିଶା ବ୍ୟୁରୋ

ମୃତ୍ୟୁ ପୂର୍ବରୁ ସ୍ତ୍ରୀଙ୍କୁ ଆସିଥିଲା Debasisଙ୍କ ଶେଷ କଲ, ଫୋନ ଉଠାଇ କହିଥିଲେ…. ଦେଖନ୍ତୁ Video

ବନ୍ଧୁଗଣ ଯେବେ ସଧବା ମଥାରୁ ସିନ୍ଦୁର ଲିଭିଯାଏ ଯେବେ କୋମଳ ଶିଶୁ ମୁଣ୍ଡରୁ ବାପା ହାତର ଆଶୀର୍ବାଦ ହଟିଯାଏ ସେତେବେଳେ କହିବାକୁ ଭାଷା ଆଉ ଲେଖିବାକୁ ଶବ୍ଦ ଖୋଜିବାକୁ ଯେତେ ଚେଷ୍ଟା କରିଲେ ବି ଆବେଗ ପ୍ରକାଶ କରିବାରେ ମଣିଷ ଅସମର୍ଥ ହୋଇ ପଡେ । ହଁ ଦର୍ଶକ ବନ୍ଧୁ ଏ ହେଉଛି ସେ ଓଡିଆ ଯବାନ ଦେବାଶିଷ ଙ୍କ କାହାଣୀ ।

ମୃ-ତ୍ୟୁ ପୂର୍ବରୁ ଆସିଥିଲା ସ-ହି-ଦ ଦେବାଶିଷ ଙ୍କ ଶେଷ କଲ । ସ୍ତ୍ରୀ ଫୋନ ଉଠାଇ କହିଥିଲେ ଅନେକ କଥା ଦେବାଶିଷ ଙ୍କୁ । ଆଉ କହିଥିଲେ କି ତୁମ ଝିଅ ତୁମକୁ ବହୁତ ଖୋଜୁଛି । ଘରକୁ ଛୁଟି ନେଇ ଜଲ୍ଦି ଆସ । ଭିଡିଓ କଲ ରେ ମଧ୍ୟ ଅନେକ କିଛି କଥା ହୋଇଥିଲେ ଦେବାଶିଷ । ଝିଅର ମୁହଁ କୁ ଦେଖି ବହୁତ ଖୁସି ହୋଇଥିଲେ ଦେବାଶିଷ ।

ଆଉ ସେ କହିଥିଲେ ବହୁତ ଜଲ୍ଦି ଘରକୁ ଆସିବେ । ଆଉ ଝିଅ କୁ ମନ ଭରି ଗେଲ କରିବେ । କିନ୍ତୁ ଆଜି ସବୁ କିଛି ସଋ ଯାଇଛି । ଦେବାଶିଷ ତାଙ୍କ ପ୍ରତିଶ୍ରୁତି କୁ ରକ୍ଷା କରିଛନ୍ତି । ସେ ଘରକୁଆ ଆସିଛନ୍ତି ହେଲେ ଜାତୀୟ ପୋତାକା କୁ ଘୋଡାଇ ଆସିଛନ୍ତି । ସେ ଶ-ବ ହୋଇ ଘରୁ ଫେରିଛନ୍ତି ।

ନା ସେ ତାଙ୍କ ସ୍ତ୍ରୀ ଙ୍କ ମୁହଁ କୁ ଚାହିଁ କିଛି କହି ପାରୁଛନ୍ତି ନା ଝିଅର  ମୁହଁ କୁ ଚାହିଁ ତିଳର ହସି ପାରିଛନ୍ତି ନା ବାପା ମା ଙ୍କର ପାଦ କୁ ଛୁଇଁ ମୁଣ୍ଡିଆ ମାରି ପାରୁଛନ୍ତି । କାରଣ ସେ ଏବେ ବୀର ଚକ୍ର ପ୍ରାର୍ଥୀ ହୋଇଛନ୍ତି । ଆଉ ସେପଟେ ଘଣ୍ଟା ଘଣ୍ଟା ଫୋନ ପାଖରେ ଜଗି ବସିଛନ୍ତି ଦେବାଶିଷ ଙ୍କ ସ୍ତ୍ରୀ ସଂଗୀତା । ସ୍ବାମୀ ଙ୍କ କଲ କୁ ଅପେକ୍ଷା କରି ରହିଛନ୍ତି ।

ଆଉ ମଝିରେ ମଝିରେ ଦେବାଶିଷ ଙ୍କ ଶ-ବ ସତ୍କାର କୁ ସ୍କ୍ରଲ କରି ଫୋନ ରେ ଦେଖୁଛନ୍ତି । ଶ-ବ ଫୋଟୋ କୁ ଦେଖି ଆଖି ରୁ ଲୁହ ଗଡାଉ ଛନ୍ତି ସଂଗୀତା । ଟିକେ ଭାବନ୍ତୁ ତ ଜଣେ ସ-ହି-ଦ ଙ୍କ ସ୍ତ୍ରୀ ହେବା କେତେ କଷ୍ଟକର ତାହା ସେ ହିଁ ନିଭାଇ ପାରିବେ । ଆଉ ସେହି କଷ୍ଟ କୁ ସହିବା ପାଇଁ ଆବଶ୍ୟକ ପଡିବ ଧର୍ଯ୍ୟ ଓ ପର୍ଯ୍ୟାପ୍ତ ଶକ୍ତି ସାମର୍ଥ୍ୟ ।

ଯେଉଁ ଘର ପୂର୍ବରୁ ହସ ଖୁସି ରେ ଫାଟି ପଡୁଥିଲା ଆଜି ସେହି ଘର ଏବେ ପୁରା ସୁନା ସନା ପାଲଟି ଯାଇଛି । ଯେଉଁଥି ଦେଖ ଖାଲି ଲୁହ ର ଧାର ବହି ଯାଉଛି । କେହି ବି ଖିଆ ପିଆ କରୁ ନାହାନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button