IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଗାଡି ଚଳାଉ ଚଳାଉ ପରୀ ପରି ଉଡିଗଲେ ଯୁବତୀ.. ସୋସିଆଲ ମିଡିଆରେ ଭାଇରାଲ ହେଉଛି Video, ଦେଖିଲେ ହସି ହସି ଗଡିବେ

ନମସ୍କାର ବନ୍ଧୁଗଣ, ପ୍ରତେକ ଦିନ ଝିଅ ବା ଯୁବତୀ ମାନେ ଗାଡି ଚଲାଉଥିବାର ଭିଡିଓ ସୋସିଆଲ ମିଡିଆରେ ନିଶ୍ଚୟ ଦେଖିଥିବେ । ଏମିତି ନାନା ପ୍ରକାରର ଭିଡିଓ ପ୍ରତେକ ଦିନ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଯାହାକୁ ନେଇଏ ଚର୍ଚ୍ଚା ବଢି ଥାଏ ତ ଆଉ କେବେ ବିବାଦ ଦେଖା ଯାଇଥାଏ । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଦୁଇ ଜଣ ଝିଅ ଙ୍କର ଏପରି ମଜାଳିଆ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଯାହାକୁ ଯିଏ ଦେଖୁଛି ସେ ହସି ହସି ଗଡି ଯାଉଛି । ଆଉ କହୁଛି ଆଜିର ଝିଅ ମାନେ ଏମିତି ବି ଗାଡି ଚଳାଇ ଥାନ୍ତି । ତେବେ ଆସନ୍ତୁ ଆଉ ଡେରି ନ କରିବା ସଂପୂର୍ଣ୍ଣ ଖବର ଉପରେ ନଜର ପକାଇବା । ଭାଇରାଲ ହୋଇଥିବା ଭିଡିଓ ରେ ଦୁଇ ଜଣ ଝିଅଙ୍କର ଗାଡି ଚଳାଇବା ଷ୍ଟାଇଲ କୁ ଦେଖି ୟୁଜର୍ସ ମାନେ ଉଭୟ ଙ୍କର ପ୍ରଶଂସା କରୁଛନ୍ତି ଆଉ ସମାଲୋଚନା ମଧ୍ୟ କରୁଛନ୍ତି ।

ଭାଇରାଲ ଭିଡିଓ ରେ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ବାଇକ ସହ ବାହାର କୁ ଆସୁଥିବା ଝିଅ ମାନଙ୍କ ସହ କଣ ହୁଏ ? ଆପଣ ଏହାକୁ ଦେଖିଲେ ନିଜର ହସକୁ ଅଟକାଇ ପାରିବେ ନାହି । ଅନ୍ୟ ପାଖରେ ଝିଅ ମାନଙ୍କର ଏଭଳି ଚାଲାକାପଣ ଆଉ ବୁଦ୍ଧି କୁ ମଧ୍ୟ ପ୍ରଶଂସା କରା ଯାଉଛି । ସୋସିଆଲ ମିଡିଆ ବ୍ଯବହକାରୀ ମାନେ ଏହି ଭିଡିଓ ଦେଖିବା ପରେ ବହୁତ ମଜା କରୁଛନ୍ତି ।

ବିଭିନ୍ନ ମନ୍ତବ୍ୟ ମଧ୍ୟ ଦେଉଛନ୍ତି ୟୁଜର୍ସ ମାନେ ଏହି ଭିଡିଓ କୁ ଦେଖିବା ପରେ । ତେବେ ଏହି ଭିଡିଓ କୁ ଷ୍ଟାଇଲିସ ବୋ ନାମକ ଜଣେ ଉପୋଭୋକ୍ତା ନିଜର ଇଂଷ୍ଟାଗ୍ରାମ ରେ ପୋଷ୍ଟ କରିଛନ୍ତି । ଭିଡିଓ ରେ ଆପଣ ଦେଖି ପାରିବେ ଯେ ଦୁଇ ଜଣକ ଝିଅ ବାଇକ ଚଲାଇ ବାହାରକୁ ଆସୁଛନ୍ତି । ଆଉ କିଛି ସମୟ ପରେ ବାଇକ ଚାଲିବା ପରେ ବାଇକ ଉପରକୁ ଓଲଟି ପଡିଲା । ଯାହା ଫଳରେ ଝିଅ ମାନେ ତଳେ ପଡିଗଲେ ।

ଭିଡିଓ ଦେଖିଲେ ଜଣା ପଡୁଛି ସମାନ ରେ ଥିବା ଝିଅ ଟି ବୋଧ ହୁଏ ବାଇକ ଚଳାଇବା ସିଖୁଛି । ଭିଡିଓ ରେ ଆହୁରି ଦେଖା ଯାଉଛି ଯେ ପଛରେ ବସିଥିବା ଯୁବତୀ ଜଣକ ହେଲମେଟ ପିନ୍ଧି ଛନ୍ତି । କିନ୍ତୁ ସାମ୍ନା ରେ ବାଇକ ଚଲାଉଥିବା ଯୁବତୀ ଙ୍କର ହେଲମେଟ ନାହି । ସାମ୍ନା ରେ ବସି ଯୁବତୀ ଜଣକ ଡ୍ରାଇଭିଙ୍ଗ କରୁଛନ୍ତି ହେଲେ ଭାରସାମ୍ୟ ସମ୍ଭାଳି ନ ପାରିବାରୁ ବାଇକ ର ଆଗ ଚଳ ଉପରକୁ ଉଠି ଯାଉଛି ।

 

ଆଉ ଦୁହେଁ କଚଡା ଖାଇ ତଳେ ପଡି ଯାଉଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ମାତ୍ରା ରେ ଭାଇରାଲ ହେଉଛି । ଆଉ ଏହି ଭିଡିଓ ଟି ଖୁବ ମଜାଳିଆ ମଧ୍ୟ ହୋଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଭାଇରାଲ ଭିଡିଓ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button