IBN ଓଡ଼ିଶା ଏକ୍ସକ୍ଲୁସିଭ୍

50 ଟଙ୍କା କେଜିରେ ବିକୁଥିଲି ମାଂସ… ଧରାପଡିବା ପରେ ଯୁବକ ଜଣଙ୍କ ଯାହା କହୁଛନ୍ତି ଶୁଣି ଆପଣଙ୍କ ରକ୍ତ ବି ହୋଇଯିବ ଗରମ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆମ ହିନ୍ଦୁ ଧର୍ମରେ ଆମେ ଗାଈକୁ ଗୋମତା ରୂପରେ ପୂଜା କରିଥାଉ । କିନ୍ତୁ ବର୍ତ୍ତମାନର କିଛି ଲୋକ ଗାଈକୁ କା-ଟି ଗାଈ ମାଂ-ସକୁ ବିକ୍ରି କରୁଛନ୍ତି ଲୋକଙ୍କୁ । ସୂଚନା ଅନୁଯାୟୀ ଏକ ଖବର ଆସି ପହଞ୍ଚିଛି ଯେଉଁଠାରେ ଗାଈ ମାଂ-ସକୁ କା-ଟି ବିକ୍ରି କରିବା ପାଇଁ ଅଟୋରେ ଭର୍ତ୍ତି କରାଯାଇ ନିଆଯାଉଥିଲା । ତେବେ ଏହି ଖବର ସହ ଜଡିତ ଆଉ କଣ ରହିଛି ସମ୍ପୂର୍ଣ ଖବର ତାହା ଉପରେ ଆଉ ଡେରି ନକରି ଆସନ୍ତୁ ନଜର ପକାଇବା ।

ଖବର ମୁତାବିକ ଏଭଳି ଏକ ଘଟଣା ଘଟିଛି କଣ୍ଟାବାଞ୍ଜିରେ । ଗାଈର ମାଂ-ସକୁ କା-ଟି ଅଟୋରେ ଧରି ଯାଉଥିବା ସମୟରେ ଧରା ପଡିଥିଲେ କିଛି ଲୋକ । ଅଟୋ ପଛ ଡାଲାରେ ଭର୍ତ୍ତି ହୋଇ ରହିଥିଲା ଗାଈ ମାଂ-ସ । ସେମାନଙ୍କ କହିବା ଅନୁଯାୟୀ ଗାଈଟି ଆପେ ଆପେ ମ-ରିଯାଇଥିବା । କୌଣସି ରୋଗ ପାଇଁ ହେଉ ବା ବାହାରର ଜରି କାଗଜ ଇତ୍ୟାଦି ଖାଇକି ଗାଈର ପେଟ ଫୁଲି ଯାଇଥିଲା ସେଥିପାଇଁ ଗାଈଟି ମ-ରିଗଲା ।

ତେଣୁ ସେମାନେ ଗାଈକୁ କା-ଟି ଦେଇଥିଲେ । ଆଉ ଭାବିଥିଲେ ଗାଈକୁ ନ ଫୋପାଡି ତାହାର ମାଂ-ସକୁ ବିକ୍ରି କରିଦେବା ପାଇଁ । ଧରା ହୋଇଥିବା ଯୁବକ ଜଣଙ୍କ କହିଛନ୍ତି ଗାଈ ମାଂ-ସ ଖାଉଛନ୍ତି ବହୁତ ଲୋକ ତେଣୁ ଆମେ ମ-ରିଯାଇଥିବା ଗାଈକୁ କା-ଟି ତାଙ୍କୁ ବିକି ଦେଉ । ଏହା ଆଗରୁ ମଧ୍ୟ ସେ କରି ଆସୁଛନ୍ତି ।

 

ଗାଈ ମାଂ-ସକୁ ସେ କିଲୋ ହିସାବରେ ବିକ୍ରି କରନ୍ତି ନାହିଁ ବରଂ ତାହାକୁ ଭାଗ ହିସାବରେ ବିକ୍ରି କରିଥାନ୍ତି । ଗୋଟିଏ ଭାଗକୁ ସେମାନେ ୫୦ ଟଙ୍କା ମୂଲ୍ଯରେ ବିକ୍ରି କରିଥାନ୍ତି । ସେମାନଙ୍କୁ ଯେତେବେଳେ କୁହାଗଲା ତୁମେ NACକୁ ଖବର ନ ଦେଇ କାହିଁକି ଏଭଳି କାର୍ଯ୍ୟ କରୁଛ ତ ଏହାର ଉତ୍ତରରେ ଜଣେ କହିଛନ୍ତି କି ଆଜ୍ଞା ଭୁଲ ହୋଇଯାଇଛି ଆମକୁ ଏହା ସମ୍ପର୍କରେ ଜଣା ନଥିଲା ।

 

ଗୋମାତାଙ୍କୁ କା-ଟିବା ପାଇଁ ହାତ ଯିବା କଣ କେବେ ଭୁଲ ହୋଇପାରେ ନା ଏହାକୁ ଜାଣିଶୁଣି କୁହାଯାଉଛି ନିଜ ଭୁଲକୁ ଲୁଚାଇବା ପାଇଁ । ଏହା ସମ୍ପର୍କରେ ଆପଣଙ୍କର କଣ ମତ ରହିବ ନିହାତି ଭାବରେ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button